କୋଷ୍ଟାଲ ହାଇୱେକୁ ସବୁଜ ସଙ୍କେତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ଭାରତମାଳା ପରିଯୋଜନା ଅନ୍ତର୍ଗତ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ ପାଇଁ ଫିଟିଲା ବାଟ । ୨ ବର୍ଷ ଧରି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ପରେ ଏବେ ଏହି ରାସ୍ତା ନିର୍ମାଣକୁ ସବୁଜ ସଙ୍କେତ ଦେଇଛନ୍ତି ରାଜ୍ୟ ସରକାର । ରାସ୍ତା ନିର୍ମାଣ ଲାଗି ଆବଶ୍ୟକ ଅନୁମତି ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆବେଦନ କରିବାକୁ ରାଜ୍ୟ ସରକାର କହିଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ […]

costal-highway-1-2

costal-highway-1-2

Niharika Rout
  • Published: Thursday, 05 December 2019
  • Updated: 05 December 2019, 10:40 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ଭାରତମାଳା ପରିଯୋଜନା ଅନ୍ତର୍ଗତ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ ପାଇଁ ଫିଟିଲା ବାଟ । ୨ ବର୍ଷ ଧରି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ପରେ ଏବେ ଏହି ରାସ୍ତା ନିର୍ମାଣକୁ ସବୁଜ ସଙ୍କେତ ଦେଇଛନ୍ତି ରାଜ୍ୟ ସରକାର । ରାସ୍ତା ନିର୍ମାଣ ଲାଗି ଆବଶ୍ୟକ ଅନୁମତି ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆବେଦନ କରିବାକୁ ରାଜ୍ୟ ସରକାର କହିଛନ୍ତି ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ସାତପଡାରୁ ଦୀଘା ଯାଏଁ ରାସ୍ତା ନିର୍ମାଣ ପାଇଁ ଯେଉଁ ଡିଜାଇନ ପ୍ରସ୍ତୁତ କରିଛନ୍ତି ସେହି ଅନୁଯାୟୀ ରାସ୍ତା ନିର୍ମାଣ କରିବାକୁ ସରକାର ରାଜି ହୋଇଛନ୍ତି । ପୂର୍ବରୁ ଏହି ହାଇୱେକୁ ସମୁଦ୍ର କୂଳେ କୂଳେ ନେବାକୁ ଦାବି କରୁଥିଲେ ରାଜ୍ୟ ସରକାର ।

ଏଥିପାଇଁ ଅଧିକ ଖର୍ଚ୍ଚ ହେବାକୁ ଥିବାରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ତାଙ୍କ ନକ୍ସା ଅନୁଯାୟୀ ରାସ୍ତା ନିର୍ମାଣ ପାଇଁ କହିଥିଲେ । ଏହାପରେ ରାଜ୍ୟ ସରକାର ପ୍ରସ୍ତାବିତ ନକ୍ସାରେ ରାଜି ହୋଇଥିଲେ ।

ଉଲେଖଯୋଗ୍ୟ ଯେ, କୋଷ୍ଟାଲ ହାଇୱେ ଗଞ୍ଜାମ ଜିଲ୍ଲା ଗୋପାଲପୁରରୁ ବାହାରି ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ ଯିବ। ଗୋପାଳପୁର ବନ୍ଦର ନିକଟରୁ ବାହାରି ସାତପଡା, ପୁରୀ, କୋଣାର୍କ, ଅସ୍ତରଙ୍ଗ, ରତନପୁର, ଧାମରା, ବାସୁଦେବପୁର, ଚାନ୍ଦିପୁର ଦେଇ ଦୀଘାରେ ମିଶିବ। ଜାତୀୟ ରାଜପଥ ୫୧୬-ଏ ଭାବେ ନାମିତ ଏହି କୋଷ୍ଟାଲ ହାଇୱେର ଲମ୍ବ ୪୫୧ କିଲୋମିଟର ରହିବ।

ପ୍ରାଥମିକ ପର୍ଯ୍ୟାୟରେ ଗୋପଳପୁରରୁ ରତନପୁର ପର୍ଯ୍ୟନ୍ତ ୨୪୦ କିଲୋମିଟର ଦୀର୍ଘ ରାସ୍ତା ନିର୍ମାଣ ଆବଶ୍ୟକ। ଅବଶିଷ୍ଟ ରାସ୍ତା ବର୍ତ୍ତମାନ ଥିବା ରାସ୍ତାର ଉନ୍ନତୀକରଣ ପରେ ଯୋଡାଯିବ । ୨୪୦ କିଲୋମିଟର ଲମ୍ବର ଏହି ରାସ୍ତା ପାଇଁ ୨୧ଶହ ୯୬  କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story