ବରକୁ ରାସ୍ତାରୁ ଉଠାଇ ନେଲେ

ଆଠଗଡ଼(ନୀଳକଣ୍ଠ ଦୋରା): ବାହା ହେବାକୁ ଯାଉଥିବା ବରକୁ ରାସ୍ତାରୁ ଅପହରଣ କରି ନିଆଗଲା। ମଝି ରାସ୍ତାରେ ଗାଡ଼ି ଅଟକାଇ କିଛି ଲୋକ ବରକୁ ଉଠାଇ ନେଲେ। ସମ୍ପୂର୍ଣ୍ଣ ଫିଲ୍ମି ଷ୍ଟାଇଲରେ ସବୁକିଛି ଘଟିଯାଇଥିବା ବେଳେ ପରିବାର ଲୋକେ କିଛି ବୁଝି ପାରି ନ ଥିଲେ। ପରିବାର ଲୋକେ ପୁଅକୁ ମୁକୁଳାଇବା ପାଇଁ ଥାନାର ଦ୍ୱାରସ୍ଥ ହେବା ପରେ ଘଟଣା ଉପରୁ ପରଦା ହଟିଛି। ବରକୁ କୌଣସି ଦୁର୍ବୃତ୍ତ ନୁହେଁ ବରଂ ପୁଲିସ୍‌ ଉଠାଇ ନେଇଥିବା ଜଣାଯାଇଛି।  ସୂଚନା […]

groom-1--1

groom-1--1

Niharika Rout
  • Published: Thursday, 12 March 2020
  • Updated: 12 March 2020, 01:48 PM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା): ବାହା ହେବାକୁ ଯାଉଥିବା ବରକୁ ରାସ୍ତାରୁ ଅପହରଣ କରି ନିଆଗଲା। ମଝି ରାସ୍ତାରେ ଗାଡ଼ି ଅଟକାଇ କିଛି ଲୋକ ବରକୁ ଉଠାଇ ନେଲେ। ସମ୍ପୂର୍ଣ୍ଣ ଫିଲ୍ମି ଷ୍ଟାଇଲରେ ସବୁକିଛି ଘଟିଯାଇଥିବା ବେଳେ ପରିବାର ଲୋକେ କିଛି ବୁଝି ପାରି ନ ଥିଲେ। ପରିବାର ଲୋକେ ପୁଅକୁ ମୁକୁଳାଇବା ପାଇଁ ଥାନାର ଦ୍ୱାରସ୍ଥ ହେବା ପରେ ଘଟଣା ଉପରୁ ପରଦା ହଟିଛି। ବରକୁ କୌଣସି ଦୁର୍ବୃତ୍ତ ନୁହେଁ ବରଂ ପୁଲିସ୍‌ ଉଠାଇ ନେଇଥିବା ଜଣାଯାଇଛି। 

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ତାଳବରକୋଟ ଗାଁର ପ୍ରକାଶ ସ୍ୱାଇଁଙ୍କର ଆଠଗଡ଼ ଅଞ୍ଚଳର ଜଣେ ଯୁବତୀଙ୍କ ସହ ବିବାହ ଫାଇନାଲ୍‌ ହୋଇଥିଲା। ଆଜି ଧୁମଧାମ୍‌ରେ ବାଜା, ରୋଷଣୀ ବଜାଇ ବରଯାତ୍ରୀଙ୍କୁ ଧରି ପ୍ରକାଶ ଆଠଗଡ଼ ଆସୁଥିଲେ। ବୀରକିଶୋରପୁର ଶିବ ମନ୍ଦିରରେ ବିବାହ ନିମନ୍ତେ ସବୁ ଆୟୋଜନ ମଧ୍ୟ ସରିଥିଲା।

କିନ୍ତୁ ମନ୍ଦିରଠାରୁ ମାତ୍ର କିଛି ବାଟ ପୂର୍ବରୁ ସାପୁଆ ପୋଲ ଉପରୁ ବରକୁ ଅପହରଣ କରି ନିଆଗଲା। ସାଦା ପୋଷାକଧାରୀ ୭ରୁ ୮ ପୁଲିସ୍‌ କର୍ମଚାରୀ ଏକ ବୋଲେରୋରେ ଆସି ତାଙ୍କୁ ଉଠାଇ ନେଇଥିବା ଜଣାଯାଇଛି। ଏନେଇ କଟକ ଗ୍ରାମାଞ୍ଚଳ ଏସ୍‌ପି ସ୍ପଷ୍ଟ କରିଛନ୍ତି।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଦେଢ଼ ମାସ ପୂର୍ବେ କୋଲ ଗାଁରୁ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ। ପରିବାର ଲୋକଙ୍କ ହତ୍ୟା ଅଭିଯୋଗ ପରେ ଜଣକୁ ଅଟକ ରଖିଥିଲା ପୁଲିସ୍‌। ଅଟକ ଯୁବକଙ୍କ ସୂଚନା ଅନୁସାରେ ମାଟି ତଳୁ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ଅଧିକ ଖୋଳତାଡ଼ କରି ପୁଲିସ୍‌ ଆଜି ପ୍ରକାଶଙ୍କୁ ଉଠାଇ ନେଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story