ଘର ସହିତ ସ୍କୁଲ୍ ପାଚେରି ଭାଙ୍ଗିଲେ ହାତୀପଲ

କରଞ୍ଜିଆ(ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜକୁ ଏକ ଝାଡ଼ଖଣ୍ଡୀ ହାତୀପଲ ପଶି ଆସି ଉପଦ୍ରବ କରୁଛନ୍ତି। ଗତକାଲି ଏହି ହାତୀପଲ ସୁକୃଳି ବ୍ଲକ ଅସ୍କିପାଳ ଗାଁରେ ପଶି ଦୁଇ ଜଣଙ୍କ ଘର ଭାଙ୍ଗି ଦେବା ସହ ବହୁ ପରିମାଣର ଧାନ ଚାଉଳ ନଷ୍ଟ କରି ଦେଇଛନ୍ତି। ସେହିପରି ରରୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ପାଚେରିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗାଁରୁ ହାତୀପଲକୁ ଘଉଡାଇଛି। ତେବେ ଏହି ହାତୀପଲ […]

jjjjjjjjjjjjjjj

jjjjjjjjjjjjjjj

Tapaswini Nayak
  • Published: Saturday, 11 July 2020
  • Updated: 11 July 2020, 02:26 PM IST

Sports

Latest News

କରଞ୍ଜିଆ(ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜକୁ ଏକ ଝାଡ଼ଖଣ୍ଡୀ ହାତୀପଲ ପଶି ଆସି ଉପଦ୍ରବ କରୁଛନ୍ତି। ଗତକାଲି ଏହି ହାତୀପଲ ସୁକୃଳି ବ୍ଲକ ଅସ୍କିପାଳ ଗାଁରେ ପଶି ଦୁଇ ଜଣଙ୍କ ଘର ଭାଙ୍ଗି ଦେବା ସହ ବହୁ ପରିମାଣର ଧାନ ଚାଉଳ ନଷ୍ଟ କରି ଦେଇଛନ୍ତି।
ସେହିପରି ରରୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ପାଚେରିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗାଁରୁ ହାତୀପଲକୁ ଘଉଡାଇଛି।

ତେବେ ଏହି ହାତୀପଲ କରଞ୍ଜିଆ ରେଞ୍ଜ ଅନ୍ତର୍ଗତ କୁଜିଆମ ସଂରକ୍ଷିତ ଜଙ୍ଗଲରୁ ଆସିଥିବା ଜଣାପଡ଼ିଛି। ଏହି ହାତୀ ପଲରେ ୧୭ଟି ହାତୀ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story