ପ୍ରତାରିତ ପ୍ରେମିକା କରିଥିଲେ ଆତ୍ମହତ୍ୟା; ପ୍ରେମିକକୁ ୫ ବର୍ଷ ଜେଲ୍‌ ଦଣ୍ଡ

ଗୁଣପୁର: ରଙ୍ଗ୍‌ ନମ୍ବରରୁ ପ୍ରେମ। ପ୍ରେମରୁ ପ୍ରତାରଣା। ପ୍ରତାରଣାରୁ ପ୍ରେମିକାର ଆତ୍ମହତ୍ୟା। ଆଉ ତା’ର ୫ ବର୍ଷ ପରେ ଆଜି ପ୍ରେମିକକୁ ମିଳିଛି ୫ ବର୍ଷ ଜେଲ୍‌ଦଣ୍ଡାଦେଶ। ତା’ସାଙ୍ଗକୁ ୧୦ ହଜାର ଟଙ୍କା ଜରିମାନା। ଜରିମାନା ନ ଦେଲେ ଆଉ ୪ ମାସ ଜେଲ୍‌ ଦଣ୍ଡାଦେଶ। ଗୁଣୁପୁର ସହକାରୀ ଦୌରା ତଥା ଉପବିଚାରପତିଙ୍କ ଅଦାଲତ ଦେଇଛନ୍ତି ଏହି ଦଣ୍ଡ। ଆଜି ଗୁଣୁପୁର ଅଞ୍ଚଳରେ ଏହା ହୋଇଛି ଆଲୋଚ୍ୟର ବିଷୟ। ପ୍ରେମିକା ଥିଲେ ଗୁଣପୁରର ଏକ ଇଞ୍ଜିନିୟରିଂ କଲେଜର […]

po

po

Rakesh Mallick
  • Published: Thursday, 27 April 2017
  • Updated: 27 April 2017, 02:51 PM IST

Sports

Latest News

ଗୁଣପୁର: ରଙ୍ଗ୍‌ ନମ୍ବରରୁ ପ୍ରେମ। ପ୍ରେମରୁ ପ୍ରତାରଣା। ପ୍ରତାରଣାରୁ ପ୍ରେମିକାର ଆତ୍ମହତ୍ୟା। ଆଉ ତା’ର ୫ ବର୍ଷ ପରେ ଆଜି ପ୍ରେମିକକୁ ମିଳିଛି ୫ ବର୍ଷ ଜେଲ୍‌ଦଣ୍ଡାଦେଶ। ତା’ସାଙ୍ଗକୁ ୧୦ ହଜାର ଟଙ୍କା ଜରିମାନା। ଜରିମାନା ନ ଦେଲେ ଆଉ ୪ ମାସ ଜେଲ୍‌ ଦଣ୍ଡାଦେଶ। ଗୁଣୁପୁର ସହକାରୀ ଦୌରା ତଥା ଉପବିଚାରପତିଙ୍କ ଅଦାଲତ ଦେଇଛନ୍ତି ଏହି ଦଣ୍ଡ। ଆଜି ଗୁଣୁପୁର ଅଞ୍ଚଳରେ ଏହା ହୋଇଛି ଆଲୋଚ୍ୟର ବିଷୟ।

ପ୍ରେମିକା ଥିଲେ ଗୁଣପୁରର ଏକ ଇଞ୍ଜିନିୟରିଂ କଲେଜର ଛାତ୍ରୀ। ତାଙ୍କ ନିଜ ଘର ରାଉରକେଲାରେ। ୨୦୧୨ ଜୁଲାଇ ୪ ତାରିଖରେ ହଷ୍ଟେଲ୍ ରୁମ୍‌ରେ ବେକରେ ରଶି ଲଗାଇ ସେ କରିଥିଲେ ଆତ୍ମହତ୍ୟା। ପ୍ରେମରେ ପ୍ରତାରଣା ଓ ନିର୍ଯାତନା ଯୋଗୁଁ ସେ କରିଥିଲେ ଆତ୍ମହତ୍ୟା।

ଖୋଡ଼ତାଳ ପରେ ଜଣାପଡ଼ିଥିଲା ଦିନେ ଏହି ଯୁବତୀଙ୍କ ମୋବାଇଲ୍‌କୁ ଆସିଥିଲା ଏକ ରଙ୍ଗ୍ ନମ୍ବର। ସେ ଫୋନ୍ ଉଠାଇଥିଲେ। ଫୋନ୍ କରିଥିଲେ ଭୁବନେଶ୍ୱରର ଅଭିନାଶ ସେଠୀ। ସେ ନିଜକୁ ଜଣେ ଇଞ୍ଜିନିୟର ଭାବେ ପରିଚୟ ଦେଇଥିଲେ। ପ୍ରଥମ କଥାବାର୍ତ୍ତାରେ ବୋଧହୁଏ ଦୁହେଁଦୁହିଁଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ବଢ଼ିଥିଲା ଏ ସଂପର୍କ। ବିବାହର ପ୍ରଲୋଭନ ଦେଖାଇ ଅଭିନାଶ ଏହି ଯୁବତୀଙ୍କ ସହ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ। କିନ୍ତୁ ଧୀରେ ଧୀରେ ସେ ଯୁବତୀଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେଇଥିଲେ। ଅଭିନାଶ ନିଜକୁ ଜଣେ ଇଞ୍ଜିନିୟର ଭାବେ ପରିଚୟ ଦେଇଥିଲେ। କିନ୍ତୁ ସେ ଇଞ୍ଜିନିୟର ନ ଥିଲେ। ଯୁବତୀଙ୍କ ମନ ଜିଣିବା ପାଇଁ ଦେଇଥିଲେ ମିଛ ପରିଚୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story