ମିଷ୍ଟର କେ'ଙ୍କ କରାମତି  

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଓଡ଼ିଶାରେ ଏକ ସଂସ୍ଥା ଗଢ଼ି ଏବେ ରାଜ୍ୟ ରାଜକୋଷକୁ ଲୁଟୁଥିବା ମିଷ୍ଟର କେ ନାମକ ଜଣେ ଦକ୍ଷିଣ ଭାରତୀୟ ବ୍ୟକ୍ତିଙ୍କ କରାମତିକୁ ନେଇ ଚର୍ଚ୍ଚା । ଶୁଣିବାକୁ ମିଳୁଛି, ଦେଶର ଜଣେ ନାମକରା ଟୁର ଅପରେଟର୍ଙ୍କ ଜ୍ୱାଇଁ ଭାବେ ପରିଚିତ ଏହି ମିଷ୍ଟର କେ କୁଆଡ଼େ ଏବେ ରାଜ୍ୟ ପର୍ଯ୍ୟଟନ ବିଭାଗର ପ୍ରଚାରପ୍ରସାରର ପ୍ରାୟ ୮୦ ଭାଗ କାର୍ଯ୍ୟ କରୁଛନ୍ତି । ମିଷ୍ଟର କେ’ଙ୍କ ମାଲିକାନାରେ  ମାତ୍ର ଦେଢ଼ବର୍ଷ ତଳେ ଓଡ଼ିଶାରେ ପଞ୍ଜିକୃତ […]

gussip

gussip

Rakesh Mallick
  • Published: Sunday, 29 July 2018
  • Updated: 29 July 2018, 09:18 PM IST
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଓଡ଼ିଶାରେ ଏକ ସଂସ୍ଥା ଗଢ଼ି ଏବେ ରାଜ୍ୟ ରାଜକୋଷକୁ ଲୁଟୁଥିବା ମିଷ୍ଟର କେ ନାମକ ଜଣେ ଦକ୍ଷିଣ ଭାରତୀୟ ବ୍ୟକ୍ତିଙ୍କ କରାମତିକୁ ନେଇ ଚର୍ଚ୍ଚା ।
ଶୁଣିବାକୁ ମିଳୁଛି, ଦେଶର ଜଣେ ନାମକରା ଟୁର ଅପରେଟର୍ଙ୍କ ଜ୍ୱାଇଁ ଭାବେ ପରିଚିତ ଏହି ମିଷ୍ଟର କେ କୁଆଡ଼େ ଏବେ ରାଜ୍ୟ ପର୍ଯ୍ୟଟନ ବିଭାଗର ପ୍ରଚାରପ୍ରସାରର ପ୍ରାୟ ୮୦ ଭାଗ କାର୍ଯ୍ୟ କରୁଛନ୍ତି ।
ମିଷ୍ଟର କେ'ଙ୍କ ମାଲିକାନାରେ  ମାତ୍ର ଦେଢ଼ବର୍ଷ ତଳେ ଓଡ଼ିଶାରେ ପଞ୍ଜିକୃତ ହୋଇଥିବା ଏହି ସଂସ୍ଥା କୁଆଡ଼େ ଏବେ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ଉଦ୍ଦିଷ୍ଟ ବହୁ କାର୍ଯ୍ୟକୁ ଚଢ଼ା ଦରରେ ହାତେଇବାରେ ସକ୍ଷମ ହୋଇଛି l
ଏପରିକି ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପାଇଁ ସରକାରଙ୍କ ଦ୍ୱାରା ଠିକାରେ ପ୍ରସ୍ତୁତ ହେଉଥିବା ଭିଡିଓକୁ କୁଆଡ଼େ ମିଷ୍ଟର କେ'ଙ୍କ ସଂସ୍ଥା କରୁଛି । ଯେଉଁ ଭିଡିଓ ପ୍ରସ୍ତୁତି ପାଇଁ ଅତିବେଶୀରେ ୧ଲକ୍ଷ ଟଙ୍କାର ବଜେଟ୍ ହେବାକଥା, ତା'ପାଇଁ କୁଆଡ଼େ ଏହି ସଂସ୍ଥା ୭ରୁ ୮ଲକ୍ଷ ଟଙ୍କା ଦାବି କରୁଛି । ତଥାପି  ଏହି ସଂସ୍ଥାର ଅନୁଚିତ୍ ଦାବିକୁ କୁଆଡ଼େ ପର୍ଯ୍ୟଟନ ବିଭାଗ ବିନା ପ୍ରଶ୍ନରେ ପୂରଣ କରୁଛି ।
ଚର୍ଚ୍ଚା ହେଉଛି, ଏହି ସଂସ୍ଥା କେବଳ ପର୍ଯ୍ୟଟନ ବିଭାଗ ନୁହେଁ, ବିଏମସି ଓ ଭୁବନେଶ୍ୱର ସ୍ମାର୍ଟସିଟି ପ୍ରକଳ୍ପର ଅନେକ କାର୍ଯ୍ୟ ମଧ୍ୟ ଏହି ସଂସ୍ଥା ହାତକୁ ନେଇଛି । ପର୍ଯ୍ୟଟନ ବିଭାଗର ଦୁଇଜଣ ଅଣଓଡ଼ିଆ ଅଫିସର୍ଙ୍କ ଛତ୍ରଛାୟା ତଳେ ରହି ମିଷ୍ଟର କେ'ଙ୍କ ସଂସ୍ଥା କୁଆଡ଼େ ଏସବୁ କାର୍ଯ୍ୟ ଅନାୟସରେ ହାତେଇ ନେଉଛି ।
 ମିଷ୍ଟର କେ' ଯେଉଁସବୁ ପ୍ରୋଜେକ୍ଟ କାର୍ଯ୍ୟ ହାତକୁ ନେଉଛନ୍ତି, ତାହା ବଜାର ଦର ତୁଳନାରେ ୫-୬ଗୁଣ ଅଧିକ ହୋଇଥିଲେ ମଧ୍ୟ କୁଆଡ଼େ ଏହି ଦୁଇ ବଡ଼ ଅଫିସର୍ଙ୍କ ଭୟରେ କେହି ମୁହଁ ଖୋଲୁନାହାନ୍ତି ।
ନିକଟରେ ଲଣ୍ଡନରେ ଓଡ଼ିଶାର ପ୍ରଚାରପ୍ରସାରର କାର୍ଯ୍ୟରେ କୁଆଡ଼େ ଏହି ସଂସ୍ଥାର ସହଯୋଗ ରାଜ୍ୟ ସରକାର ନେଇଥିଲେ । ଲଣ୍ଡନର ବସ ଗୁଡ଼ିକରେ ଓଡ଼ିଶା ହକିର ପ୍ରଚାରପ୍ରସାର ପାଇଁ ଦିଆଯାଇଥିବା ବିଜ୍ଞାପନ କୁଆଡ଼େ ସେଠାର ବଜାର ଦର ତୁଳନାରେ ଢେର ଗୁଣ ଅଧିକ ବୋଲି ଶୁଣିବାକୁ ମିଳୁଛି ।
ଏପରିକି ହକିର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଜ୍ୟ ପ୍ରଶାସନର ପ୍ରାୟ ଏକ ଡଜନ ଅଫିସର କୁଆଡ଼େ ଗତ ଶନିବାର ରାତିରେ ଲଣ୍ଡନ ଗସ୍ତ କରିଛନ୍ତି ।
ସେଠାରେ ଏହି ଅଫିସର୍ମାନଙ୍କୁ ସ୍ୱତନ୍ତ୍ର ଆତିଥ୍ୟ ସହ ସେମାନଙ୍କ ପରିବାର ସଦସ୍ୟଙ୍କ ରହିବା,ବୁଲିବା ଓ ମାର୍କେଟିଂ ଆଦିର ଦାୟିତ୍ୱ କୁଆଡ଼େ ଏହି ସଂସ୍ଥା ତୁଲାଇବ ।
ରାଜ୍ୟ ପ୍ରଶାସନର ଶୀର୍ଷ ଅଫିସରମାନଙ୍କୁ ଖୁସି କରି ଏହି ସଂସ୍ଥା କୁଆଡ଼େ ଓଡ଼ିଶାରେ ନିଜର ବ୍ୟବସାୟିକ ସାମ୍ରାଜ୍ୟ ବୃଦ୍ଧି କରିବା ସହ ରାଜ୍ୟ ରାଜକୋଷକୁ ଲୁଟିବାର ଫର୍ମୂଲା ଖୋଜିପାଇଛି ବୋଲି ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story