ଶିକ୍ଷୟିତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମିଳିଲା ସୁଇସାଇଡ୍‌ ନୋଟ୍‌

କଲ୍ୟାଣସିଂହପୁର (ମାଉଡି ବାରିକ): ୪ ମାସ ତଳେ ବିବାହ ହୋଇଥିଲା। ସ୍ୱାମୀ ରାଜ୍ୟ ବାହାରେ ଚାକିରି କରୁଥିବାରୁ ଶିକ୍ଷକ ବାପାଙ୍କ ପାଖରେ ଥିଲେ ଶିକ୍ଷୟିତ୍ରୀ ଝିଅ ସ୍ୱାଗତିକା ସାହୁ। ଗତକାଲି ସନ୍ଧ୍ୟାବେଳେ ସେ ଓଢ଼ଣୀ ଲଗାଇ ଝୁଲି ପଡ଼ିଥିଲେ। ଏପରି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି। ପୁଲିସ ଉକ୍ତ ଘରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି। କଲ୍ୟାଣସିଂହପୁର ହାତୀବାରି ଉଚ୍ଚ ପ୍ରାଥମିକ […]

kk

kk

Manoranjan Sial
  • Published: Monday, 26 August 2019
  • Updated: 26 August 2019, 09:08 PM IST

Sports

Latest News

କଲ୍ୟାଣସିଂହପୁର (ମାଉଡି ବାରିକ): ୪ ମାସ ତଳେ ବିବାହ ହୋଇଥିଲା। ସ୍ୱାମୀ ରାଜ୍ୟ ବାହାରେ ଚାକିରି କରୁଥିବାରୁ ଶିକ୍ଷକ ବାପାଙ୍କ ପାଖରେ ଥିଲେ ଶିକ୍ଷୟିତ୍ରୀ ଝିଅ ସ୍ୱାଗତିକା ସାହୁ। ଗତକାଲି ସନ୍ଧ୍ୟାବେଳେ ସେ ଓଢ଼ଣୀ ଲଗାଇ ଝୁଲି ପଡ଼ିଥିଲେ। ଏପରି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି। ପୁଲିସ ଉକ୍ତ ଘରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। କଲ୍ୟାଣସିଂହପୁର ହାତୀବାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହେଉଛନ୍ତି କୁଞ୍ଜିବିହାରୀ ସାହୁ। ତାଙ୍କ ଝିଅ ସ୍ୱାଗତିକା ସେହି ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ୪ ମାସ ତଳେ ତାଙ୍କର ବିବାହ ହୋଇଥିଲା। ସ୍ୱାମୀ ରାଜ୍ୟ ବାହାରେ ଚାକିରି କରୁଥିବାରୁ ସ୍ୱାଗତିକା ବାପାଙ୍କ ସହିତ କାଚରା ସାହିରେ ଏକ ଭଡ଼ା ଘରେ ରହୁଥିଲେ। ଗତକାଲି ରବିବାର ଥିବାରୁ ବାପା କୁଞ୍ଜ ମାର୍କେଂ କରିବାକୁ ଯାଇଥିଲେ। ଆଉ ସ୍ୱାଗତିକ ଘରେ ଏକାକୀ ଥିଲେ। ମାର୍କେଂ ସାରି କୁଞ୍ଜ ଘରକୁ ଫେରି ଦେଖିନ୍ତି, ଝିଅ ନିଜ ବେକରେ ଓଢ଼ଣୀରେ ଝୁଲିପଡ଼ିଛନ୍ତି। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ୱାଗତିକା ଆତ୍ମହତ୍ୟା କରିଥିବା ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ଯେଉଁଥିରେ ରହିଛି ସ୍ୱାଗତିକାଙ୍କ ଆତ୍ମହତ୍ୟାର ଗୁମର। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କିନ୍ତୁ ସୁଇସାଇଡ୍‌ ନୋଟରେ କଣ ଲେଖାଯାଇଛି, ସେ ସମ୍ପର୍କରେ ପୁଲିସ କିଛି କହିନାହିଁ।

ସୂଚନାରୁ ପ୍ରକାଶ, ପୂର୍ବରୁ ସ୍ୱାଗତିକାଙ୍କ ମାଆଙ୍କର ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣା ମୃତ୍ୟୁ ହୋଇଥିଲା। ବଡ଼ ଦୁଇ ଭଉଣୀଙ୍କ ବିବାହ ହୋଇ ସାରିଥିବାରୁ ସ୍ୱାଗତିକା ବିବାହ ପରେ ବାପାଙ୍କ ପାଖରେ ରହିଥିଲେ। ଏବେ ଦୁଇ ମାସର ଗର୍ଭବତୀ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story