ଛାତ୍ରୀ ବେଶରେ ପ୍ରଧାନଶିକ୍ଷୟିତ୍ରୀ, ପିଲାଙ୍କ ସହିତ ସମ୍ୱଲପୁରୀ ଗୀତରେ ନାଚିଲେ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଶିଶୁ ଦିବସରେ ଶିଶୁ ହେଲେ ପ୍ରଧାନଶିକ୍ଷୟିତ୍ରୀ! ଛାତ୍ରୀଙ୍କ ବେଶରେ ୟୁନିଫର୍ମ ପିନ୍ଧିଲେ ଓ ସମ୍ୱଲପୁରୀ ଗୀତରେ ନାଚିଲେ। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏପରି ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାରେ। ପ୍ରଧାନଶିକ୍ଷୟିତ୍ରୀଙ୍କ ଏପରି ପ୍ରୟାସକୁ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି। ପାଟଣାଗଡ ବ୍ଲକ୍‌ ବାଲିପଟାରେ ରହିଛି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏଠାରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ୧୦୦ରୁ ଅଧିକ ପିଲା ପାଠ ପଢ଼ୁଛନ୍ତି। ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ […]

Teacher

Teacher

Manoranjan Sial
  • Published: Thursday, 17 November 2022
  • Updated: 17 November 2022, 08:35 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଶିଶୁ ଦିବସରେ ଶିଶୁ ହେଲେ ପ୍ରଧାନଶିକ୍ଷୟିତ୍ରୀ! ଛାତ୍ରୀଙ୍କ ବେଶରେ ୟୁନିଫର୍ମ ପିନ୍ଧିଲେ ଓ ସମ୍ୱଲପୁରୀ ଗୀତରେ ନାଚିଲେ। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏପରି ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାରେ। ପ୍ରଧାନଶିକ୍ଷୟିତ୍ରୀଙ୍କ ଏପରି ପ୍ରୟାସକୁ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି।

ପାଟଣାଗଡ ବ୍ଲକ୍‌ ବାଲିପଟାରେ ରହିଛି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏଠାରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ୧୦୦ରୁ ଅଧିକ ପିଲା ପାଠ ପଢ଼ୁଛନ୍ତି। ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ଭୋଇଙ୍କୁ ମିଶାଇ ୪ ଜଣ ଶିକ୍ଷୟିତ୍ରୀ ଅଛନ୍ତି। ତେବେ ଶିଶୁ ଦିବସରେ ଏହି ସ୍କୁଲରେ ଦେଖିବାକୁ ମିଳିଛି ଅଜବ ଚିତ୍ର। ନୂଆ ଅବତାରରେ ସ୍କୁଲ ଆସିଥିଲେ ପ୍ରଧାନଶିକ୍ଷୟିତ୍ରୀ। ଛାତ୍ରୀଙ୍କ ବେଶରେ ସ୍କୁଲ୍‌ ୟୁନିଫର୍ମ ପିନ୍ଧି ଥିଲେ। ଛାତ୍ରୀଙ୍କ ପରି ମୁଣ୍ଡ ଚୁଟିକୁ ରିବନ୍‌ରେ ବାନ୍ଧିଥିଲେ। ଆଉ ପିଲାଙ୍କ ସାଙ୍ଗରେ ଡାଇସ୍‌ରେ ବସିଥିଲେ। ଶିଶୁ ଦିବସ ପାଳନ ସରିବା ପରେ ସମ୍ୱଲପୁରୀ ଗୀତରେ ପାଦକୁ ପାଦ ଛନ୍ଦି ପ୍ରଧାନଶିକ୍ଷୟିତ୍ରୀ ନାଚିଥିଲେ।

ପ୍ରଧାନଶିକ୍ଷୟିତ୍ରୀଙ୍କ ଏନ ନୂଆ ରୂପ ଦେଖି ଚକିତ ହୋଇଯାଇଥିଲେ ଛାତ୍ରଛାତ୍ରୀ। ଆଉ ବେଶୀ ସମୟ ନିଜକୁ ଆୟତ୍ତ କରିପାରିନଥିଲେ। ପ୍ରଧାନଶିକ୍ଷୟିତ୍ରୀଙ୍କ ସହିତ ଗୀତର ତାଳେ ତାଳେ ନାଚିଥିଲେ। ଯାହାର ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓଟି ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି।

ଭାଇରାଲ୍‌ ହୋଇଥିବା ଭିଡିଓକୁ ନେଇ ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ଭୋଇ କହିଛନ୍ତି, ଆମର ଗୋଟିଏ ସ୍କୁଲ କ୍ୟାବିନେଟ୍‌ ରହିଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ଖେଳ ମନ୍ତ୍ରୀ ଏମିତି ବିଭିନ୍ନ ବିଭାଗ ରହିଛି। ତେଣୁ ଶିଶୁ ଦିବସରେ ସ୍କୁଲ କ୍ୟାବିନେଟ୍‌ର ସଦସ୍ୟଙ୍କୁ ଡାଇସ୍‌ ବସାଇବାକୁ ଯୋଜନା କରିଥିଲି। ହେଲେ ପିଲାମାନେ ମୋ’ ସହିତ ଡାଇସ୍‌ରେ ବସିବାକୁ ଅମଙ୍ଗ ହେବେ ବୋଲି ନିଜକୁ ଅନୁଭବ କରିଥିଲି। ସେଥିପାଇଁ ମୁଁ ୟୁନିଫର୍ମ ପିନ୍ଧି ପିଲାମାନଙ୍କ ସହିତ ବସି ଥିଲି। ଆଉ ପିଲାମାନେ ଭୟମୁକ୍ତ ହୋଇ ମୋ’ ସହିତ ବସିଥିଲେ ଓ ନାଚିଥିଲେ ବୋଲି ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story