ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷୟିତ୍ରୀ

ବାଙ୍କୀ(ସଞ୍ଜୀପ କୁମାର ନାୟକ): ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପ୍ରଧାନ ଶିକ୍ଷୟିତ୍ରୀ। ଏକ ସାର୍ଟିଫିକେଟ ଦେବା ପାଇଁ ଲାଞ୍ଚ ନେଉଥିବାବେଳେ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଭିଜିଲାନ୍ସ ଧରିଛି। ପ୍ରଧାନ ଶିକ୍ଷୟିତ୍ରୀ ଜଣକ ହେଲେ କଟକ ବାଙ୍କୀ ଥାନା ଅନ୍ତର୍ଗତ ତୁଳସୀପୁର ରଗଣି ସାହି ପ୍ରାଥମିକ ବିଦ୍ୟାଳୟର ରଶ୍ମୀପ୍ରଭା ଶତପଥୀ। ସାର୍ଟିଫିକେଟ୍‌ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ସେ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଖୋର୍ଦ୍ଧା […]

teacher-1--1

teacher-1--1

Niharika Rout
  • Published: Thursday, 27 February 2020
  • Updated: 27 February 2020, 01:38 PM IST

Sports

Latest News

ବାଙ୍କୀ(ସଞ୍ଜୀପ କୁମାର ନାୟକ): ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପ୍ରଧାନ ଶିକ୍ଷୟିତ୍ରୀ। ଏକ ସାର୍ଟିଫିକେଟ ଦେବା ପାଇଁ ଲାଞ୍ଚ ନେଉଥିବାବେଳେ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଭିଜିଲାନ୍ସ ଧରିଛି।

ପ୍ରଧାନ ଶିକ୍ଷୟିତ୍ରୀ ଜଣକ ହେଲେ କଟକ ବାଙ୍କୀ ଥାନା ଅନ୍ତର୍ଗତ ତୁଳସୀପୁର ରଗଣି ସାହି ପ୍ରାଥମିକ ବିଦ୍ୟାଳୟର ରଶ୍ମୀପ୍ରଭା ଶତପଥୀ।

ସାର୍ଟିଫିକେଟ୍‌ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ସେ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଖୋର୍ଦ୍ଧା ଭିଜିଲାନ୍ସ ପକ୍ଷରୁ ରଶ୍ମୀପ୍ରଭାଙ୍କ ବାଙ୍କୀ ସ୍ଥିତ ବାସଭବନରେ ଚଢ଼ଉ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos