ଜଗା ଖପୁରୀରେ ହେଲା ସ୍କିନ୍ ଗ୍ରାଫଟିଙ୍ଗ୍, ଶରୀରର ଅନ୍ୟ ଅଂଶରୁ ଚର୍ମ ଆଣି ପ୍ରତିରୋପଣ

<p>ନୂଆଦିଲ୍ଲୀ: ଦିଲ୍ଲୀ ଏମସ୍&zwnj;ରେ ଜଗାର ସ୍କିନ ଗ୍ରାଫଟିଙ୍ଗ । ଅପରେସନର୨ ମାସ ପରେ ଆଜି ଜଗା ମୁଣ୍ଡରେ ସ୍କିନ୍ ଗ୍ରାଫ୍ଟିଂ ଅପରେସନ କରାଯାଇଛି । ଶରୀରର ଅନ୍ୟ ଅଂଶରୁ ଚର୍ମ ଆଣି ଜଗା ମୁଣ୍ଡ ଖପୁରୀରେ ଏହି ଚର୍ମ ପ୍ରତିରୋପଣ କରାଯାଇଛି। ଏହି ଅପରେସନରେ ନ୍ୟୁରୋ ଆନାସ୍ଥେସିଆ ଏବଂ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଅଭିଜ୍ଞ ଡ଼ାକ୍ତରମାନେ ସାମିଲ ଥିଲେ । ସକାଳ ୯ଟାରେ ଜଗାକୁ ଅପରେସନ୍ ଥିଏଟରକୁ ନିଆଯାଇଥିଲା । ପାଖାପାଖି ଅଢେଇ ଘଣ୍ଟାରୁ ତିନି ଘଣ୍ଟା ଧରି ଅପରେସନ୍ ହୋଇଥିଲା । ଅପରେସନ୍ ପରେ ଜଗା ଅବସ୍ଥା ଭଲ ଥିବା ବେଳେ କାଳିଆର ସ୍ୱାସ୍ଥ୍ୟବସ୍ଥାରେ ମଧ୍ୟ ଉନ୍ନତି ଘଟୁଥିବା ସୂଚନା ଦିଆଯାଇଛି।</p>

Ordigital Desk
  • Published: Tuesday, 26 December 2017
  • Updated: 26 December 2017, 08:09 PM IST

Sports

Latest News

<p>ନୂଆଦିଲ୍ଲୀ: ଦିଲ୍ଲୀ ଏମସ୍&zwnj;ରେ ଜଗାର ସ୍କିନ ଗ୍ରାଫଟିଙ୍ଗ । ଅପରେସନର୨ ମାସ ପରେ ଆଜି ଜଗା ମୁଣ୍ଡରେ ସ୍କିନ୍ ଗ୍ରାଫ୍ଟିଂ ଅପରେସନ କରାଯାଇଛି । ଶରୀରର ଅନ୍ୟ ଅଂଶରୁ ଚର୍ମ ଆଣି ଜଗା ମୁଣ୍ଡ ଖପୁରୀରେ ଏହି ଚର୍ମ ପ୍ରତିରୋପଣ କରାଯାଇଛି। ଏହି ଅପରେସନରେ ନ୍ୟୁରୋ ଆନାସ୍ଥେସିଆ ଏବଂ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଅଭିଜ୍ଞ ଡ଼ାକ୍ତରମାନେ ସାମିଲ ଥିଲେ । ସକାଳ ୯ଟାରେ ଜଗାକୁ ଅପରେସନ୍ ଥିଏଟରକୁ ନିଆଯାଇଥିଲା । ପାଖାପାଖି ଅଢେଇ ଘଣ୍ଟାରୁ ତିନି ଘଣ୍ଟା ଧରି ଅପରେସନ୍ ହୋଇଥିଲା । ଅପରେସନ୍ ପରେ ଜଗା ଅବସ୍ଥା ଭଲ ଥିବା ବେଳେ କାଳିଆର ସ୍ୱାସ୍ଥ୍ୟବସ୍ଥାରେ ମଧ୍ୟ ଉନ୍ନତି ଘଟୁଥିବା ସୂଚନା ଦିଆଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos