କରୋନା ଭ୍ୟାକସିନ୍‌ ସାଇଡ୍ ଇଫେକ୍ଟକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସ ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହୋଇଛି କରୋନା ଟିକାକରଣ। ତେବେ ଟିକାକରଣ ପରେ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ବା ସାଇଡ୍ ଇଫେକ୍ଟ ଦେଖାଯାଉଥିବା ଅଭିଯୋଗ ଆସୁଛି। ଏପରିକି ଓଡ଼ିଶାରେ ମଧ୍ୟ ଏମିତି କିଛି ଖବର ଆସିଛି। ଏବେ ଏହାକୁ ନେଇ ମତ ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ବିଶେଷଜ୍ଞ କହିଛନ୍ତି, କରୋନା ଟିକା ନେବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ। ଏପରିକି ଏହା ଶରୀରରେ ହର୍ଡ ଇମ୍ୟୁନିଟି […]

vaccine

vaccine

Ranjit Kumar Jena
  • Published: Friday, 22 January 2021
  • Updated: 22 January 2021, 08:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସ ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହୋଇଛି କରୋନା ଟିକାକରଣ। ତେବେ ଟିକାକରଣ ପରେ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ବା ସାଇଡ୍ ଇଫେକ୍ଟ ଦେଖାଯାଉଥିବା ଅଭିଯୋଗ ଆସୁଛି। ଏପରିକି ଓଡ଼ିଶାରେ ମଧ୍ୟ ଏମିତି କିଛି ଖବର ଆସିଛି। ଏବେ ଏହାକୁ ନେଇ ମତ ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ବିଶେଷଜ୍ଞ କହିଛନ୍ତି, କରୋନା ଟିକା ନେବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ। ଏପରିକି ଏହା ଶରୀରରେ ହର୍ଡ ଇମ୍ୟୁନିଟି ମଧ୍ୟ ସୃଷ୍ଟି କରିଥାଏ। ତେବେ ଏଥିରେ ବଡ଼ ଧରଣର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇ ନଥାଏ।

ଏହି ଟିକା ନେବା ଦ୍ୱାରା ଟିକା ନେଇଥିବା ସ୍ଥାନ ସାମାନ୍ୟ ନାଲି ହେବା ସହ କୁଣ୍ଡେଇ ହୋଇପାରେ। ଏହାସହ ଅଳ୍ପ ଜ୍ୱର ମଧ୍ୟ ଆସିପାରେ। ହେଲେ ଏହାକୁ ନେଇ ଆଦୌ ଭୟ କରିବାର ନାହିଁ। ଯଦି ହିତାଧିକାରୀ ପୂର୍ବରୁ କୌଣସି ଭ୍ୟାକସିନ୍ ନେବାବେଳେ ଅଧିକ ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହୋଇଥିବେ, ତାହାଲେ ସେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। ତେବେ ଅତ୍ୟଧିକ ଆଲର୍ଜି, ବ୍ଲିଡିଂ ଡିଜର୍ଡର ଓ ଗର୍ଭବତୀ ମହିଳା ଭ୍ୟାକସିନ୍ ନନେବା ଉଚିତ୍ ବୋଲି ବିଶେଷଜ୍ଞ କହିଛନ୍ତି।

ସେପଟେ କୋଭାକ୍ସିନ ଟିକାର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସଂଶୟ ଦୂର କରି ଦୁଇ ଦିନ ତଳେ ନୀତି ଆୟୋଗ ସଦସ୍ୟ ଭିକେ ପଲ୍ କହିଥିଲେ ସେ ନିଜେ ଏହି ଟିକା ନେଇଛନ୍ତି ଓ ଅଦ୍ୟାବଧି କୌଣସି ଲକ୍ଷଣ ତାଙ୍କଠି ପ୍ରକାଶ ପାଇନାହିଁ। ଆଗାମୀ ସପ୍ତାହକ ଭିତରେ ଓଡ଼ିଶାକୁ ଆଉ ୧ଲକ୍ଷ ୪୯ ହଜାର ୭୬୦ କୋଭାକ୍ସିନ ଡୋଜ୍ ଆସିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ସେହିପରି ଭୁବନେଶ୍ୱରରେ କେବଳ କୋଭାକ୍ସିନ ଟିକା ଦିଆଯିବ। ସିଏଚସି ଗୁଡ଼ିକରେ ମଙ୍ଗଳ, ବୁଧ, ଶୁକ୍ର ଓ ରବିବାରକୁ ଛାଡ଼ି ବାକି ୩ ଦିନ ଟିକା ଦିଆଯିବ। ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଛୁଟିଦିନ ଛାଡ଼ି ଅନ୍ୟ ଦିନ ଟିକା ଦିଆଯିବ।

କରୋନା ଟିକାକୁ ନେଇ ଲୋକଙ୍କ ମନରେ ଥିବା ସଂଶୟକୁ ଦୂର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାରାଣାସୀର କରୋନା ଯୋଦ୍ଧାଙ୍କ ସହ ଭାବ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶରେ ଟିକା ପ୍ରସ୍ତୁତିକୁ ନେଇ ଆରମ୍ଭରୁ ସରକାରଙ୍କ ଉପରେ ରାଜନୈତିକ ଜୋରଦାର ଚାପ ରହିଥିଲା, ହେଲେ ଆମେ କେବଳ ବୈଜ୍ଞାନିକଙ୍କ କଥା ଶୁଣିବାକୁ ନିଷ୍ପତ୍ତି ନେଲୁ ଓ ରଣନୀତି ସହକାରେ ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ସ୍ଥିର କଲୁ।

ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନାକ୍ରମେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଟିକା ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏମିତିକି ଏହି ପର୍ଯ୍ୟାୟରେ ୫୦ବର୍ଷରୁ ଅଧିକ ବୟସର ଲୋକଙ୍କ ସହ ୫୦ବର୍ଷରୁ ଊର୍ଦ୍ଧ୍ୱ ଜନ ପ୍ରତିନିଧିମାନଙ୍କୁ ମଧ୍ୟ ଟିକା ଦିଆଯିବାକୁ ଯୋଜନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story