ଆଜି ତାତିଛି, କାଲି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର ୩ଟି ସ୍ଥାନରେ ତାପମାତ୍ର ୪୦ ଡିଗ୍ରୀରୁ ଅଧିକ ରହିଛି। ଯାହାକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଲୋକ। ତେବେ ଏହାରି ଭିତରେ ପାଣିପାଗ ଆଣିଛି ଖୁଶି ଖବର। ଗମରୁ ତ୍ରାହି ପାଇବା ପାଇଁ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା […]

rain-1--1

rain-1--1

Manoranjan Sial
  • Published: Thursday, 02 April 2020
  • Updated: 02 April 2020, 04:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର ୩ଟି ସ୍ଥାନରେ ତାପମାତ୍ର ୪୦ ଡିଗ୍ରୀରୁ ଅଧିକ ରହିଛି। ଯାହାକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଲୋକ। ତେବେ ଏହାରି ଭିତରେ ପାଣିପାଗ ଆଣିଛି ଖୁଶି ଖବର। ଗମରୁ ତ୍ରାହି ପାଇବା ପାଇଁ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟରେ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ତା’ସହ ୮ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ଜିଲ୍ଲାଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ କନ୍ଧମାଳ।

ଏପଟେ ରାଜ୍ୟରେ ବଢିବାରେ ଲାଗିଛି ଗ୍ରୀଷ୍ଣ ତାତି। ଟିଟିଲାଗଡ, ମାଲକାନଗିରି ଓ ବଲାଙ୍ଗିର ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସର୍ବୋଚ୍ଚ ତାପମାତ୍ରା ଟିଟିଲାଗଡରେ ୪୦.୫ ଡିଗ୍ରୀ ରହିଛି। ମାଲକାନଗିରିରେ ୪୦.୨ ଡିଗ୍ରୀ ଓ ବଲାଙ୍ଗିରରେ ୪୦ ଡିଗ୍ରୀ ରହିଛି। ସେହିପରି କଟକ ଓ ବୌଦ୍ଧ ୩୯.୫ ଡିଗ୍ରୀ, ଭୁବନେଶ୍ୱର ୩୯.୨ ଡିଗ୍ରୀ, ପାରଳାଖେମୁଣ୍ଡି ୩୯.୨ ଡିଗ୍ରୀ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story