ଆଜି ଏହି ସବୁ ସ୍ଥାନରେ ହୋଇପାରେ ଝଡ଼ତୋଫାନ;ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି କାଳବୈଶାଖୀ ବର୍ଷା ସହ ପବନ ଓ ବଜ୍ରପାତ ହେବ। ଏନେଇ ୭ଟି ଜିଲ୍ଲା କୋରାପୁଟ, ମାଲକାନଗିରି, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି, ଗଂଜାମ ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସଂଧ୍ୟା ସାଢ଼େ ୬ଟା ଯାଏଁ ସତର୍କ ରହିବାକୁ  ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ୫୦ରୁ ୬୦କି.ମି. ପବନ ବହିବାର ସମ୍ଭାବନା ରହିଛି।

thunderstorm-750x430-1

thunderstorm-750x430-1

Rakesh Mallick
  • Published: Tuesday, 24 April 2018
  • Updated: 24 April 2018, 02:39 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story