ଛିଡ଼ିଗଲା ବିଜୁଳି ତାର, ଅଟକି ରହିଥିଲା ୫ ଟ୍ରେନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛିଡ଼ିଗଲା ବିଜୁଳି ଟ୍ରେନ୍‌। ଅଧା ରାସ୍ତାରେ ଅଟକିରହିଲା ୫ଟି ଟ୍ରେନ୍‌। ସେଥିରେ ଗୋଟିଏ ଏକ୍ସପ୍ରେସ ଓ ୪ଟି ପାସେଞ୍ଜର ଟ୍ରେନ୍‌ ରହିଛି। ମରାମତି ପରେ ଟ୍ରେନ୍‌ ଗୁଡ଼ିକ ଯାତ୍ରା ଆରମ୍ଭ କରିଛି। କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ୍‌ରେ ତାର ଛିଡ଼ିବାରୁ ଆଜି ଏପରି ସମସ୍ୟା ଦେଖାଦେଇଛି। କାଳବବୈଶାଖୀ ପ୍ରଭାବରେ ଆଜି ସକାଳେ ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହୋଇଥିଲା। ପବନ ବୋହିବା ସହିତ ଘଡ଼ଘଡ଼ି ମଧ୍ୟ ମାରିଥିଲା। ଦିନ ୧୧ଟା […]

train in bbsr

train in bbsr

Rakesh Mallick
  • Published: Wednesday, 23 May 2018
  • Updated: 23 May 2018, 06:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛିଡ଼ିଗଲା ବିଜୁଳି ଟ୍ରେନ୍‌। ଅଧା ରାସ୍ତାରେ ଅଟକିରହିଲା ୫ଟି ଟ୍ରେନ୍‌। ସେଥିରେ ଗୋଟିଏ ଏକ୍ସପ୍ରେସ ଓ ୪ଟି ପାସେଞ୍ଜର ଟ୍ରେନ୍‌ ରହିଛି। ମରାମତି ପରେ ଟ୍ରେନ୍‌ ଗୁଡ଼ିକ ଯାତ୍ରା ଆରମ୍ଭ କରିଛି। କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ୍‌ରେ ତାର ଛିଡ଼ିବାରୁ ଆଜି ଏପରି ସମସ୍ୟା ଦେଖାଦେଇଛି।

କାଳବବୈଶାଖୀ ପ୍ରଭାବରେ ଆଜି ସକାଳେ ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହୋଇଥିଲା। ପବନ ବୋହିବା ସହିତ ଘଡ଼ଘଡ଼ି ମଧ୍ୟ ମାରିଥିଲା। ଦିନ ୧୧ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା। ବର୍ଷା ପାଣି ନିସ୍କାସିତ ହୋଇନପାରି ରାସ୍ତାରେ ଲହଡି ମାରୁଥିବା ଦେଖିବାକୁ ମିଳିଥିଲା। ଯାହାଫଳରେ ଲୋକେ ଯିବାଆସିବାରେ ବହୁ ଅସୁବିଧାରେ ପଡ଼ିଥିଲେ। ସାମନ୍ତରାୟପୁରରେ ଗୌରୀ ଗାର୍ଡେନରେ ପାଣି ଜମିରଥିଲା। ଅଗ୍ନିଶମ ବିଭାଗ ପକ୍ଷରୁ ପମ୍ପ ଲଗାଯାଇ ପାଣି କଢାଯାଇଥିବା ଦେଖିବାକୁ ମିଳିଥିଲା।

କାଳବୈଶାଖୀ ପ୍ରବଳ ବେଗରେ ପବନ ବୋହିବାରୁ ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ୍‌ ନିକଟରେ ରାଜ୍ୟ ସରକାରଙ୍କ ବିଜୁଳି ତାର ଛିଡ଼ି ରେଲୱେର ଉଚ୍ଚ ଶକ୍ତି ସମ୍ପନ୍ନ ବିଜୁଳି ତାର ଉପରେ ପଡ଼ିଥିଲା। ଫଳରେ ସର୍ଟସର୍କିଟ୍‌ ହୋଇ ରେଲୱେ ବିଜୁଳି ତାର ଛିଡ଼ି ଯାଇଥିଲା। ଯେଉଁଥିପାଇଁ ଟ୍ରେନ୍‌ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ପୁରୀ-କଟକ ପାସେଞ୍ଜର ଟ୍ରେନ୍‌, ପୁରୀ-ଅନୁଗୋଳ, ତାଳଚେର-ପୁରୀ, ବ୍ରହ୍ମପୁର-ଭଦ୍ରକ ପାସେଞ୍ଜର ଓ କଚେଗୁଡ଼ା ଏକ୍ସପ୍ରେସ ଗୁଡ଼ିକ ବିଭିନ୍ନ ଷ୍ଟେସନ୍‌ରେ ଅଟକି ରହିଥିଲା। ମରାମତି ପରେ ଟ୍ରେନ୍‌ ଗୁଡ଼ିକ ବିଳମ୍ୱରେ ଯାତ୍ରା ଆରମ୍ଭ କରିଛି। ମାତ୍ର ବାରଙ୍ଗ ସାଇଡ୍‌ରେ ସେମିତି କିଛି ସମସ୍ୟା ଦେଖାଦେଇ ନାହିଁ। ରାଜଧାନୀ ଏକ୍ସପ୍ରେସ ନିର୍ଦ୍ଧାରିତ ସମୟରେ ଯାତ୍ରା ଆରମ୍ଭ କରିଛି। ସିଗନାଲରେ କୌଣସି ସମସ୍ୟା ଦେଖାଦେଉନାହିଁ ବୋଲି ରେଲୱେର ଜଣେ ଅଧିକାରୀ କହିଛନ୍ତି।

କାଳବୈଶାଖୀ ପ୍ରଭାବରେ ବର୍ଷାର ଅନୁଭୁତି କେବଳ ଭୁବନେଶ୍ୱର ଓ କଟକରେ ପଡ଼ିନାହିଁ। ରାଜ୍ୟର ଅନ୍ୟାନ୍ୟ ସହରରେ ମଧ୍ୟ ଦେଖିବାକୁ ମିଳିଛି। ପବନ ବୋହିବାରୁ ବହୁ କ୍ଷୟକ୍ଷତି ଘଟିଥିବା ଦେଖିବାକୁ ମିଳିଛି। ଆଗକୁ ଆହୁରି ବର୍ଷା ହେବ ବୋଲି ୧୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ସେହି ଜିଲ୍ଲା ଗୁଡ଼ିକ ହେଲା ଢେଙ୍କାନାଳ, ଅନୁଗୋଳ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, ସୋନପୁର, ସୁନ୍ଦରଗଡ଼  ଓ ଝାରସୁଗୁଡ଼ା। ଏହି ଜିଲ୍ଲା ଗୁଡ଼ିକରେ ୫୦ରୁ ୬୦ କିମି ବେଗରେ ପବନ ବୋହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story