ଇବ୍ରାହିମ ଓ ଦିଦିଙ୍କ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇବ୍ରାହିମ ଖାନ୍ ଓ ଦିଦିଙ୍କ ବାଂଲାଦେଶୀ ସେକ୍ସ ରାକେଟ୍ ମାମଲାରେ ପୁଣି ଜଣେ ଦେହ ଦଲାଲକୁ ଗିରଫ କରିଛି ପୁଲିସ।  ଏହି ଘଟଣାରେ ଜଣେ ଯୁବତୀ ମଧ୍ୟ ଉଦ୍ଧାର ହୋଇଛନ୍ତି। ଗିରଫ ଦଲାଲ ଜଣକ ହେଉଛନ୍ତି କେଶବ ସାହୁ । ସେ ବାଂଲାଦେଶୀ ଗ୍ୟାଙ୍ଗର ସଦସ୍ୟ ଥିବା ସୂଚନା ମିଳିଛି। ଏବେ ସୁଦ୍ଧା ଉକ୍ତ ମାମଲାରେ ୫ ଜଣ ଗିରଫ ହୋଇଛନ୍ତି।  ୯ ଜଣ ଯୁବତୀ ଉଦ୍ଧାର ହୋଇଛନ୍ତି। କିଛି ମାସ ତଳେ ରାଜଧାନୀରେ […]

709

709

Tapas Behera
  • Published: Monday, 02 March 2020
  • Updated: 02 March 2020, 04:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇବ୍ରାହିମ ଖାନ୍ ଓ ଦିଦିଙ୍କ ବାଂଲାଦେଶୀ ସେକ୍ସ ରାକେଟ୍ ମାମଲାରେ ପୁଣି ଜଣେ ଦେହ ଦଲାଲକୁ ଗିରଫ କରିଛି ପୁଲିସ।  ଏହି ଘଟଣାରେ ଜଣେ ଯୁବତୀ ମଧ୍ୟ ଉଦ୍ଧାର ହୋଇଛନ୍ତି। ଗିରଫ ଦଲାଲ ଜଣକ ହେଉଛନ୍ତି କେଶବ ସାହୁ । ସେ ବାଂଲାଦେଶୀ ଗ୍ୟାଙ୍ଗର ସଦସ୍ୟ ଥିବା ସୂଚନା ମିଳିଛି। ଏବେ ସୁଦ୍ଧା ଉକ୍ତ ମାମଲାରେ ୫ ଜଣ ଗିରଫ ହୋଇଛନ୍ତି।  ୯ ଜଣ ଯୁବତୀ ଉଦ୍ଧାର ହୋଇଛନ୍ତି।

କିଛି ମାସ ତଳେ ରାଜଧାନୀରେ ସେକ୍ସ ରାକେଟକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଇବ୍ରାହିମ ଖାନ୍ ଓ ଅଞ୍ଜଳି ଦିଦି। ବାଂଲାଦେଶୀର ସୁନ୍ଦରୀ ତରୁଣୀମାନଙ୍କୁ  ଆଣି ରାଜଧାନୀରେ ସେକ୍ସ ରାକେଟ କାରବାରରେ ଲଗାଇଥିଲେ ଇବ୍ରାହିମ ଖାନ୍ ଓ ଅଞ୍ଜଳି ଦିଦି। ଗ୍ରାହକ ଯୋଗାଡ ଠାରୁ ଆରମ୍ଭ କରି ମୂଲଚାଲ ପର୍ଯ୍ୟନ୍ତ ସବୁ ତଥ୍ୟ ଅନଲାଇନ ମାଧ୍ୟମରେ କରାଯାଉଥିଲା ।

ଆଉ ୱେବସାଇଟରେ ରୂପଜୀବୀଙ୍କୁ ପସନ୍ଦ କରିବା ପରେ ଗ୍ରାହକମାନେ ମୂଲଚାଲ କରୁଥିଲେ । ଏମିତିକି ବାଂଲାଦେଶରୁ ପିପିଲି ପର୍ଯ୍ୟନ୍ତ ଲମ୍ବିଥିଲା ଦେହ ବେପାର। କୁହାଯାଏ ଇବ୍ରାହିମ୍‌ ପ୍ରଥମେ ଅଟୋ ଡ୍ରାଇଭର ଭାବେ କାମ କରୁଥିଲା । ଅଞ୍ଜଳି ସୁନିଲ ମେହେରଙ୍କ ସହ ମିଶି ଦେହ ବ୍ୟବସାୟ କରୁଥିଲେ। ପରେ ଇବ୍ରାହିମ୍‌ଙ୍କ ସହ ଦେଖା ହେବା ପରେ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ପରେ ଇବ୍ରାହିମ୍‌ ଅଞ୍ଜଳିଙ୍କୁ ବିବାହ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story