ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହୀରାଖଣ୍ଡ ଏକ୍ସପ୍ରେସ୍‌

ରାୟଗଡ଼ା(ମନୋଜ ପାତ୍ର): ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ହୀରାଖଣ୍ଡ ଏକ୍ସପ୍ରେସ। ରେଳ ଧାରଣାରେ ଫାଟ ଜଣାପଡ଼ିବା ପରେ ଟ୍ରେନ୍‌ଟିକୁ ସିଙ୍ଗାପୁର ରୋଡ଼ ଷ୍ଟେସନରେ ଅଟକା ଯାଇଥିଲା। ମରାମତି ପରେ ପ୍ରାୟ ଘଣ୍ଟାଏ ବିଳମ୍ବରେ ଟ୍ରେନଟି ଜଗଦଲପୁର ଅଭିମୁଖେ ଯାତ୍ରା କରିଛି। ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ଼ ଷ୍ଟେସନ ପାଖରେ ରେଳ ଧାରଣାରେ ଫାଟ ହୋଇଥିଲା। ଟ୍ରାକ୍ ପାଖରେ ଥିବା ସିଗନାଲ ମ୍ୟାନ୍‌ ଏହା ଦେଖି ଷ୍ଟେସନ ମାଷ୍ଟରକୁ ସୂଚନା ଦେଇଥିଲେ। ଏହାପରେ ଷ୍ଟେସନ ମାଷ୍ଟର ଟ୍ରେନ୍‌ଟିକୁ ଅଟକାଇଥିଲେ। ଏହା […]

train

train

Tapaswini Nayak
  • Published: Tuesday, 25 December 2018
  • Updated: 25 December 2018, 09:38 AM IST

Sports

Latest News

ରାୟଗଡ଼ା(ମନୋଜ ପାତ୍ର): ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ହୀରାଖଣ୍ଡ ଏକ୍ସପ୍ରେସ। ରେଳ ଧାରଣାରେ ଫାଟ ଜଣାପଡ଼ିବା ପରେ ଟ୍ରେନ୍‌ଟିକୁ ସିଙ୍ଗାପୁର ରୋଡ଼ ଷ୍ଟେସନରେ ଅଟକା ଯାଇଥିଲା। ମରାମତି ପରେ ପ୍ରାୟ ଘଣ୍ଟାଏ ବିଳମ୍ବରେ ଟ୍ରେନଟି ଜଗଦଲପୁର ଅଭିମୁଖେ ଯାତ୍ରା କରିଛି।

ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ଼ ଷ୍ଟେସନ ପାଖରେ ରେଳ ଧାରଣାରେ ଫାଟ ହୋଇଥିଲା। ଟ୍ରାକ୍ ପାଖରେ ଥିବା ସିଗନାଲ ମ୍ୟାନ୍‌ ଏହା ଦେଖି ଷ୍ଟେସନ ମାଷ୍ଟରକୁ ସୂଚନା ଦେଇଥିଲେ। ଏହାପରେ ଷ୍ଟେସନ ମାଷ୍ଟର ଟ୍ରେନ୍‌ଟିକୁ ଅଟକାଇଥିଲେ।

ଏହା ମଣିଷ କୃତ କି ନୁହେଁ ଜଣାପଡ଼ିନାହିଁ। ତେବେ ଶୀତ ଦିନରେ ରେଳ ଧାରଣାରେ ଫାଟ ସୃଷ୍ଟି ହୋଇଥାଏ ବୋଲି ଷ୍ଟେସନ ମାଷ୍ଟର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story