ମହୀଶୂର ଶୈଳୀରେ ହେବ ହୀରାକୁଦର ଡ୍ୟାମ୍ ଦ୍ୱୀପାଞ୍ଚଳର ବିକାଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମର ନିମ୍ନଦେଶରେ ଥିବା ଦ୍ୱୀପାଞ୍ଚଳର ବିକାଶ କରିବା ପାଇଁ ରାଜ୍ୟ ସରକାର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି। ମହୀଶୂରର ବୃନ୍ଦାବନ ଗାର୍ଡେନ୍ ଶୈଳୀରେ ଏହି ୩୦୦ଏକରର ଦ୍ୱୀପାଞ୍ଚଳକୁ ବିକାଶ କରିବା ନିମନ୍ତେ ଏବେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପର୍ଯଟକଙ୍କୁ ଆକୃଷ୍ଟ ନିମନ୍ତେ ଏଠାରେ ବିଭିନ୍ନ ପ୍ରକାରର ଭିତ୍ତିଭୂମି ସୁବିଧା ନିମନ୍ତେ ଏହି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଳ ଦେବ ଗତ ମାସରେ […]

edf

edf

Hemant Lenka
  • Published: Wednesday, 22 January 2020
  • Updated: 22 January 2020, 10:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମର ନିମ୍ନଦେଶରେ ଥିବା ଦ୍ୱୀପାଞ୍ଚଳର ବିକାଶ କରିବା ପାଇଁ ରାଜ୍ୟ ସରକାର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି। ମହୀଶୂରର ବୃନ୍ଦାବନ ଗାର୍ଡେନ୍ ଶୈଳୀରେ ଏହି ୩୦୦ଏକରର ଦ୍ୱୀପାଞ୍ଚଳକୁ ବିକାଶ କରିବା ନିମନ୍ତେ ଏବେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପର୍ଯଟକଙ୍କୁ ଆକୃଷ୍ଟ ନିମନ୍ତେ ଏଠାରେ ବିଭିନ୍ନ ପ୍ରକାରର ଭିତ୍ତିଭୂମି ସୁବିଧା ନିମନ୍ତେ ଏହି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଳ ଦେବ ଗତ ମାସରେ ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାରଙ୍କୁ ଚିଠି ଲେଖି ପର୍ଯ୍ୟଟନ ଦୃଷ୍ଟିରୁ ବିକାଶ ହେବାକୁ ଥିବା ଏହି ମାଷ୍ଟର ପ୍ଲାନକୁ ଅନୁମୋଦନ କରିବା ନିମନ୍ତେ ଅନୁରୋଧ କରିଛନ୍ତି। ପର୍ଯ୍ୟଟନ ସଚିବଙ୍କ ଚିଠି ଉପରେ ପଦକ୍ଷେପ ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଏହି ମାଷ୍ଟର ପ୍ଲାନ ଉପରେ ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରସ୍ତାବିତ ମାଷ୍ଟର ପ୍ଲାନ ଅନୁସାରେ ହୀରାକୁଦ ଡ୍ୟାମର ନିମ୍ନ ଦେଶରେ ଥିବା ପ୍ରାୟ ୩୦୦ଏକରର ପରିମିତ ଅଞ୍ଚଳରେ ଗାର୍ଡେନ, କନଭେନସନ ସେଣ୍ଟର, ରେଷ୍ଟୁରାଣ୍ଟ୍ ଆଦି ନିର୍ମାଣ ପାଇଁ ପର୍ଯ୍ୟଟନ ବିଭାଗ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story