ଐତିହାସିକ କଟକ ବାଲିଯାତ୍ରା: କଟକୀ ଦହିବରାର ମଜା ନେଉଛନ୍ତି ଲୋକେ

କଟକ(ଓଡ଼ିଶା ରିପୋର୍ଟର): ହାଣ୍ଡିରେ ଭରି ରହିଛି ଫୁଲ ଫୁଲିଆ ବରା। ଆଉ ସେଥିରେ ଦହି ସହ ପାନମଧୁରୀ, ଧନିଆପତ୍ର, ଆମ୍ବକଶି ଅଦା ଓ ଭୃଶୁଙ୍ଗ ପତ୍ରର ଛୁଙ୍କ ଦିଆଯାଇଛି। ଯେ ହେଉନି କାହିଁକି ଏହି ମହକରେ ଟାଣି ହୋଇ ଚାଲି ଆସୁଛନ୍ତି। ଏହି ସୁସ୍ୱାଦୁ ଦହିବରା ଆଳୁଦମ ପାଇଁ ବେଶ ପ୍ରସିଦ୍ଧ କଟକ ବାଲିଯାତ୍ରା। ସୁସ୍ୱାଦୁ କଟିକିଆ ଦହିବରା ଫ୍ଲେଭରର ମଜା ନେବାଲାଗି ବାଲିଯାତ୍ରା ପଡ଼ିଆରେ ଗ୍ରାହକଙ୍କ ଭିଡ଼ ଜମୁଛି। ସାନ୍ଧ୍ୟା ହେଲେ କଟକ ବାଲିଯାତ୍ରା ପଡ଼ିଆରେ […]

balli

balli

Manoranjan Sial
  • Published: Thursday, 14 November 2019
  • Updated: 14 November 2019, 07:35 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ହାଣ୍ଡିରେ ଭରି ରହିଛି ଫୁଲ ଫୁଲିଆ ବରା। ଆଉ ସେଥିରେ ଦହି ସହ ପାନମଧୁରୀ, ଧନିଆପତ୍ର, ଆମ୍ବକଶି ଅଦା ଓ ଭୃଶୁଙ୍ଗ ପତ୍ରର ଛୁଙ୍କ ଦିଆଯାଇଛି। ଯେ ହେଉନି କାହିଁକି ଏହି ମହକରେ ଟାଣି ହୋଇ ଚାଲି ଆସୁଛନ୍ତି। ଏହି ସୁସ୍ୱାଦୁ ଦହିବରା ଆଳୁଦମ ପାଇଁ ବେଶ ପ୍ରସିଦ୍ଧ କଟକ ବାଲିଯାତ୍ରା। ସୁସ୍ୱାଦୁ କଟିକିଆ ଦହିବରା ଫ୍ଲେଭରର ମଜା ନେବାଲାଗି ବାଲିଯାତ୍ରା ପଡ଼ିଆରେ ଗ୍ରାହକଙ୍କ ଭିଡ଼ ଜମୁଛି।

ସାନ୍ଧ୍ୟା ହେଲେ କଟକ ବାଲିଯାତ୍ରା ପଡ଼ିଆରେ ଦହିବରା ଆଳୁଦମ୍‌ ଷ୍ଟଲ୍‌ରେ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ପିଲାଠାରୁ ଯୁବ ସମସ୍ତେ ଏହି କଟକୀ ଦହିବରା ଆଳୁଦମ ଖାଇବାକୁ ଉତ୍ସୁକତା ଦେଖାଉଛନ୍ତି। ଗ୍ରାହକଙ୍କ ଚାହିଦାକୁ ନେଇ ଖାଦ୍ୟକୁ ଆହୁରି ସୁସ୍ୱାଦୁ କରିବା ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳୁଛି।

କେବଳ ଯେ ଦହିବରା ତା’ ନୁହେଁ। ଠୁଙ୍କା ପୁରୀ କଟକ ବାଲିଯାତ୍ରାର ଆଉ ଏକ ସୁଆଦିଆ ଖାଦ୍ୟ। ଠୁଙ୍କାପୁରୀ ସାଙ୍ଗକୁ ଗରମାଗରମ ଛୋଲେ ଖାଇବାକୁ ଲୋକେ ଭିଡ଼ ଲଗାଇଛନ୍ତି। ସେପଟେ ଠୁଙ୍କାପୁରୀ ଓ ଛୋଲେର ଦାମ୍ ମଧ୍ୟ ଗ୍ରାହକଙ୍କୁ ସୁହାଇଲା ଭଳି ରହିଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଲୋକେ ବାଲିଯାତ୍ରାରେ ସୁଆଦିଆ ଖାଦ୍ୟ ଖାଇବାକୁ ଆଗ୍ରହ ଦେଖାଉଛନ୍ତି।

ଚଳିତ ବର୍ଷ ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ପାଲଟିଛି ପଥୋତ୍ସବ। ବାଲିଯାତ୍ରାକୁ ଲୋକାଦୃତ କରିବା ପାଇଁ ପ୍ରତି ଦିନ କିଛିନା କିଛି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆଜି ତୃତୀୟ ଦିବସରେ ବିଜ୍ଞାନମେଳା ଓ ଚିତ୍ରାଙ୍କନ ଭଳି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ତେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌ ଜାଭେରୀ ଲେକ ଭିୟୁ ରାସ୍ତା ଉଦ୍‌ଘାଟନ କରିବା ସହ ପଥୋତ୍ସବ ବୁଲି ଦେଖିଥିଲେ। ଏହା ସହ ଭାରତୀୟ ନୌସଂସ୍ଥାର ଏକ ଷ୍ଟଲକୁ ମଧ୍ୟ ମୁଖ୍ୟବିଚାରପତି ଉଦ୍‌ଘାଟନ କରିଥିଲେ। ଓଡ଼ିଶା ସଂସ୍କୃତି ପରମ୍ପରା ସହ ନୌବାଣିଜ୍ୟର ସଂପର୍କ ଓ ଏହାର ସମୟକ୍ରମେ ଉନ୍ନତି କରଣକୁ ଏହି ସ୍ଥାନରେ ପ୍ରଦର୍ଶିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story