ହାଇଟେକ୍‌ ମେଡ଼ିକାଲ କଲେଜ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ଗାଏବ

ସମ୍ୱଲପୁର: ରାଉରକେଲା ସ୍ଥିତ ହାଇଟେକ୍‌ ମେଡ଼ିକାଲ କଲେଜର ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଫାର୍ମାକୋଲୋଜି ବିଷୟର ୬୨ଟି ପରୀକ୍ଷା ଖାତା ଗାଏବ ହୋଇଥିବା ଅଭିଯୋଗ ହୋଇଛି। ସମ୍ୱଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପରୀକ୍ଷା ପରିଚାଳନା କରାଯାଉଥିବା ବେଳେ ବୁର୍ଲା ଭିମ୍‌ସାରର ୧୫୩ଟି ଓ ହାଇଟେକ୍‌ ମେଡ଼ିକାଲ କଲେଜର ୧୦୦ଟି ଖାତା ମୂଲ୍ୟାଙ୍କନ ପାଇଁ ପଠାଯାଇଥିଲା। ସମ୍ୱଲପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରଣ ବିଭାଗ ଦୁଇ ଜଣ ମୂଲ୍ୟାଙ୍କନକାରୀଙ୍କ ପାଖକୁ ଏସବୁ ଖାତା ପଠାଇଥିଲା। ତେବେ ଜଣେ ମୂଲ୍ୟାଙ୍କନକାରୀ ଫେରାଇଥିବା ଖାତା ମଧ୍ୟରୁ […]

sambalpur-university

sambalpur-university

Rakesh Mallick
  • Published: Saturday, 24 September 2016
  • Updated: 24 September 2016, 07:26 PM IST

Sports

Latest News

ସମ୍ୱଲପୁର: ରାଉରକେଲା ସ୍ଥିତ ହାଇଟେକ୍‌ ମେଡ଼ିକାଲ କଲେଜର ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଫାର୍ମାକୋଲୋଜି ବିଷୟର ୬୨ଟି ପରୀକ୍ଷା ଖାତା ଗାଏବ ହୋଇଥିବା ଅଭିଯୋଗ ହୋଇଛି।

ସମ୍ୱଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପରୀକ୍ଷା ପରିଚାଳନା କରାଯାଉଥିବା ବେଳେ ବୁର୍ଲା ଭିମ୍‌ସାରର ୧୫୩ଟି ଓ ହାଇଟେକ୍‌ ମେଡ଼ିକାଲ କଲେଜର ୧୦୦ଟି ଖାତା ମୂଲ୍ୟାଙ୍କନ ପାଇଁ ପଠାଯାଇଥିଲା। ସମ୍ୱଲପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରଣ ବିଭାଗ ଦୁଇ ଜଣ ମୂଲ୍ୟାଙ୍କନକାରୀଙ୍କ ପାଖକୁ ଏସବୁ ଖାତା ପଠାଇଥିଲା। ତେବେ ଜଣେ ମୂଲ୍ୟାଙ୍କନକାରୀ ଫେରାଇଥିବା ଖାତା ମଧ୍ୟରୁ ୬୨ଟି ଖାତା ନଥିବା ଜଣାପଡ଼ିଥିଲା। ବିଶ୍ୱବିଦ୍ୟାଳୟ ପକ୍ଷରୁ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି।

ପରୀକ୍ଷା ନିୟନ୍ତ୍ରକ ଶିଶିର କୁମାର ସ୍ୱାଇଁ କହିଛନ୍ତି,“ଆମେ ୨ଟି କଲେଜର ୨୫୩ଟି ଖାତା ମୂଲ୍ୟାଙ୍କନ ପାଇଁ ପଠାଯାଇଥିଲୁ। ସବୁ ଖାତାର ଫଳ ମିଳିଥିବା ବେଳେ ୬୨ ଜଣଙ୍କ ଆସି ନ ଥିଲା। ଖାତା ଦେଖାରେ ବିଳମ୍ୱ ହେବ ବୋଲି ଭାବି ଆମେ ପରୀକ୍ଷା ଫଳ ପ୍ରକାଶ କଲୁ। ପରେ ଆମେ ଫୋନ୍‌ରେ ମୂଲ୍ୟାଙ୍କନକାରୀଙ୍କ ସହିତ କଥା ହୋଇଥିଲୁ। ଉତ୍ତରରେ ସେ କହିଥିଲେ ଯେ ଯେତିକି ଖାତା ଆସିଥିଲା ଦେଖି ପଠାଇ ଦେଇଛନ୍ତି। ମୁଁ ଭାବୁଛି ଖାତା କେଉଁଠି ମିସ୍‌ ପ୍ଲେସ୍‌ ହୋଇଯାଇଥିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story