ସୁକମାରେ ଟଳି ପଡିଲେ ସୁରକ୍ଷାକର୍ମୀ: କେମିତି ବ୍ୟୂହ ରଚିଥିଲେ ମାଓବାଦୀ

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଚିନ୍ତାଗୁଫା ବୁର୍କାପାଲ ଜଙ୍ଗଲରେ ସୁରକ୍ଷାବାହିନୀର ଉପରେ ଆତର୍କିତ ଆକ୍ରମଣ କଲେ ମାଓବାଦୀ। ନକ୍ସଲବାହିନୀର ଏ ନରସଂହାର ଚାଂଚଲ୍ୟ ଖେଳାଇ ଦେଲା ସାରା ଦେଶକୁ। ଚଳିତ ବର୍ଷର ସବୁଠାରୁ ବଡ଼ଧରଣର ମାଓ ହମ୍‌ଲାରେ ଥରି ଉଠିଛି ଛତିଶଗଡ଼। ତେବେ କେତେବେଳେ ଓ କେମିତି ସୁରକ୍ଷାବାହିନୀକୁ ଚକ୍ରବ୍ୟୁହରେ ଫଶାଇ ଦେଲେ ମାଓବାଦୀ। କେତେବଳେ ଘଟିଲା ଛତିଶଗଡ଼ର ଦକ୍ଷିଣ ବସ୍ତର ଅଞ୍ଚଳ। ମଧ୍ୟାହ୍ନ ୧୨ଟା ବେଳେ ବୁର୍କାପାଲ ଚିନ୍ତାଗୁଫା ମଧ୍ୟରେ ଏହି ଆକ୍ରମଣ ହୋଇଛି।  […]

naxel-45

naxel-45

Rakesh Mallick
  • Published: Monday, 24 April 2017
  • Updated: 24 April 2017, 11:12 PM IST

Sports

Latest News

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଚିନ୍ତାଗୁଫା ବୁର୍କାପାଲ ଜଙ୍ଗଲରେ ସୁରକ୍ଷାବାହିନୀର ଉପରେ ଆତର୍କିତ ଆକ୍ରମଣ କଲେ ମାଓବାଦୀ। ନକ୍ସଲବାହିନୀର ଏ ନରସଂହାର ଚାଂଚଲ୍ୟ ଖେଳାଇ ଦେଲା ସାରା ଦେଶକୁ। ଚଳିତ ବର୍ଷର ସବୁଠାରୁ ବଡ଼ଧରଣର ମାଓ ହମ୍‌ଲାରେ ଥରି ଉଠିଛି ଛତିଶଗଡ଼। ତେବେ କେତେବେଳେ ଓ କେମିତି ସୁରକ୍ଷାବାହିନୀକୁ ଚକ୍ରବ୍ୟୁହରେ ଫଶାଇ ଦେଲେ ମାଓବାଦୀ।

କେତେବଳେ ଘଟିଲା

ଛତିଶଗଡ଼ର ଦକ୍ଷିଣ ବସ୍ତର ଅଞ୍ଚଳ। ମଧ୍ୟାହ୍ନ ୧୨ଟା ବେଳେ ବୁର୍କାପାଲ ଚିନ୍ତାଗୁଫା ମଧ୍ୟରେ ଏହି ଆକ୍ରମଣ ହୋଇଛି।  ଏହି ଅଞ୍ଚଳଟି ମାଓପ୍ରବଣ ଭାବେ ଜଣାଶୁଣା।

କେମିତି ଘଟିଲା

ଏକ ରାସ୍ତାନିର୍ମାଣ କାମକୁ ସୁରକ୍ଷା ଦେବାକୁ ନିୟୋଜିତ ହୋଇଥିଲେ ୭୪ବାଟାଲିୟନର ସିଆପିଏଫ ଯବାନମାନେ। ସୁକମା ଜିଲ୍ଲାର ଘଞ୍ଚ ଜଙ୍ଗଲ ଭିତରେ ନିର୍ମାଣ ହେଉଥିଲା ଏହି  ରାସ୍ତା।  ମାଓ ଇଲାକା ହୋଇଥିବାରୁ ଘଟଣାସ୍ଥଳରେ ସିଆରପିଏଫ୍‌ ଯବାନ ମୁତୟନ ହୋଇଥିଲେ। ତେବେ ହଠାତ୍‌ ମାଓବାଦୀମାନେ ଆମ୍ବୁସ୍‌ କରି ପାହାଡ଼ ଉପରୁ ଥାଇ ଗୁଳି ଚଳାଇଥିଲେ। ଏପରିକି ସେମାନେ ଗ୍ରେନେଡ ମଧ୍ୟ ଆକ୍ରମଣ କରିଥିଲେ।

ଛକି ରହିଥିଲେ ୩୦୦ ମାଓବାଦୀ

ଏହି ଆକ୍ରମଣ ପାଇଁ ୩୦୦ରୁ ଉର୍ଦ୍ଧ ସଶସ୍ତ୍ର ମାଓବାଦୀ ଜଙ୍ଗଲ ଭିତରେ ଛକି ରହିଥିଲେ। ସବୁ ଥିଲା ଯୋଜନାବଦ୍ଧ। ଅର୍ଦ୍ଧସାମରିକ ବାହିନୀର ଯବାନଙ୍କ ଉପରେ   ଅଚାନକ ହମଲା କରିବା ସାଙ୍ଗକୁ ଲୁଟ୍‌ପାଟ ମଧ୍ୟ କରିଛନ୍ତି ମାଓବାଦୀ। ଲୁଟି ନେଇଛନ୍ତି ବନ୍ଧୁକ ଓ ଗୁଳିଗୋଳା।

ଘଟଣାସ୍ଥଳରେ ବାୟୁସେନା

ଏହି ଆକ୍ରମଣ ପରେ ମାଓବାଦୀଙ୍କ ମୁକାବିଲା ପାଇଁ ପାଖ ସିଆରପିଏଫ କ୍ୟାମ୍ପରୁ ଅଧିକ ଫୋର୍ସକୁ ଘଟଣାସ୍ଥଳକୁ ପଠାଯାଇଛି। ଆରମ୍ଭ ହୋଇଯାଇଛି କମ୍ବିଂ ଅପରେସନ୍‌। ଏପରିକି ଘଟଣାସ୍ଥଳକୁ ଦୁଇଟି ବାୟୁସେନା(ଆଇଏଫଏମଆଇ-୧୭ଭ୫ଏସ)କୁ ପଠାଯାଇଛି। ଛତିଶଗଡ଼ର ଜଗଦଲପୁରଠାରୁ ବୁର୍କାପାଲକୁ ବାୟୁସେନା ପଠାଯାଇଛି।

ଆହତ ଯବାନଙ୍କ ମୁହଁରୁ

ମାଓବାଦୀଙ୍କ ଆକ୍ରମଣରେ ସିଆରପିଏଫ କନେଷ୍ଟବଳ ସେର୍‌ ମହମ୍ମଦ ନାମକ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଏକ ହସପିଟାଲରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମକୁ ସେ ଦେଇଥିବା ସୂଚନା ଅନୁଯାୟୀ ପାଖାପାଖି ୧୫୦ ଜଣ ଯବାନ ରାସ୍ତା ସୁରକ୍ଷାରେ ନିୟୋଜିତ ଥିଲେ। ମାଓବାଦୀମାନେ ଯୋଜନା ମୁତାବକ ପ୍ରଥମେ ସ୍ଥାନୀୟ ଗ୍ରାମବାସୀଙ୍କୁ ପଠାଇ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ।  ପରେ ୩୦୦ରୁ ଊର୍ଦ୍ଧ ନକ୍ସଲ ଆମ ଉପରକୁ ପାହାଡ଼ ଉପରୁ ଥାଇ ଅତର୍କିତ ଆକ୍ରମଣ କରିଥିଲେ। ଆମେ ମଧ୍ୟ ପାଲଟା ଜବାବ ଦେଇଥିଲୁ।

ପ୍ରଧାନମନ୍ତ୍ରୀଙ୍କ ନିନ୍ଦା

ମାଓବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ନିନ୍ଦା କରିଛନ୍ତି। ଟ୍ୱିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story