ବଦଳିଲା ଗୃହ ନିର୍ମାଣ ପ୍ଲାନିଂ ମଞ୍ଜୁରୀ ନିୟମ

<p>ଭୁବନେଶ୍ୱର: ଗୃହ ନିର୍ମାଣ ପ୍ଲାନିଂ ମଞ୍ଜୁରୀ ପାଇଁ ନିୟମ ବଦଳିଲା। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ତାଙ୍କ ବିଜ୍ଞପ୍ତିରେ ସଂଶୋଧନ କରି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ସଂଶୋଧନ&nbsp; ଅନୁଯାୟୀ ଲୋ ରିସ୍କ ବିଲ୍ଡିଂ ବର୍ଗରେ ଆବେଦନ ଗ୍ରହଣ କରିବାର ୧୫ ଦିନ ଭିତରେ ମିଳିବ ଗୃହ ନିର୍ମାଣ ପ୍ଲାନିଂ ମଞ୍ଜୁରୀ। ସେହିଭଳି ଲୋ ରିସ୍କ ବର୍ଗରେ ଆସୁ ନ ଥିବା ବିଲଡିଂ&nbsp; ପାଇଁ ଆବେଦନ ଗ୍ରହଣ କରିବାର ୩୦ ଦିନ ମଧ୍ୟରେ ପ୍ଲାନିଂ ମଞ୍ଜୁରୀ ମିଳିବ ବୋଲି ଧାର୍ଯ୍ୟ&nbsp; କରାଯାଇଛି।</p> <p>&amp;nbsp;</p>

Ordigital Desk
  • Published: Tuesday, 07 November 2017
  • Updated: 07 November 2017, 08:46 AM IST

Sports

Latest News

<p>ଭୁବନେଶ୍ୱର: ଗୃହ ନିର୍ମାଣ ପ୍ଲାନିଂ ମଞ୍ଜୁରୀ ପାଇଁ ନିୟମ ବଦଳିଲା। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ତାଙ୍କ ବିଜ୍ଞପ୍ତିରେ ସଂଶୋଧନ କରି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ସଂଶୋଧନ&nbsp; ଅନୁଯାୟୀ ଲୋ ରିସ୍କ ବିଲ୍ଡିଂ ବର୍ଗରେ ଆବେଦନ ଗ୍ରହଣ କରିବାର ୧୫ ଦିନ ଭିତରେ ମିଳିବ ଗୃହ ନିର୍ମାଣ ପ୍ଲାନିଂ ମଞ୍ଜୁରୀ। ସେହିଭଳି ଲୋ ରିସ୍କ ବର୍ଗରେ ଆସୁ ନ ଥିବା ବିଲଡିଂ&nbsp; ପାଇଁ ଆବେଦନ ଗ୍ରହଣ କରିବାର ୩୦ ଦିନ ମଧ୍ୟରେ ପ୍ଲାନିଂ ମଞ୍ଜୁରୀ ମିଳିବ ବୋଲି ଧାର୍ଯ୍ୟ&nbsp; କରାଯାଇଛି।</p><p>&amp;nbsp;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos