ସିସିଟିଭି ସ୍କାନରରେ ରହିବ ଡାକ୍ତରଖାନା ଓ ଡାକ୍ତରଙ୍କ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ହସ୍ପିଟାଲ ଓ ଡାକ୍ତରଙ୍କ ସୁରକ୍ଷା କଡ଼ାକଡ଼ି କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସ୍ୱାସ୍ଥ୍ୟ ସଚିବ ଉପଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି। ଏହାସହ ସବୁ ସରକାରୀ ହସ୍ପିଟାଲରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ଅନୁସାରେ ହସ୍ପିଟାଲରେ ଭିଜିଟର୍ସ ପାସ୍‌ ପ୍ରଚଳନ ହେବ। ରୋଗୀ ପିଛା ୨ଟି ପାସ୍‌ ଦିଆଯିବ। ହସ୍ପିଟାଲର ସମସ୍ତ କର୍ମଚାରୀଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯିବ। ହସ୍ପିଟାଲ ପରିସରକୁ ସାଧାରଣ ଲୋକ ଓ […]

capital-hospital

capital-hospital

Rakesh Mallick
  • Published: Wednesday, 05 April 2017
  • Updated: 05 April 2017, 07:04 PM IST

Sports

Latest News

ଭୁବନେଶ୍ୱର: ହସ୍ପିଟାଲ ଓ ଡାକ୍ତରଙ୍କ ସୁରକ୍ଷା କଡ଼ାକଡ଼ି କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସ୍ୱାସ୍ଥ୍ୟ ସଚିବ ଉପଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି। ଏହାସହ ସବୁ ସରକାରୀ ହସ୍ପିଟାଲରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ଅନୁସାରେ ହସ୍ପିଟାଲରେ ଭିଜିଟର୍ସ ପାସ୍‌ ପ୍ରଚଳନ ହେବ। ରୋଗୀ ପିଛା ୨ଟି ପାସ୍‌ ଦିଆଯିବ। ହସ୍ପିଟାଲର ସମସ୍ତ କର୍ମଚାରୀଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯିବ। ହସ୍ପିଟାଲ ପରିସରକୁ ସାଧାରଣ ଲୋକ ଓ ବାହାର ଗାଡି ପ୍ରବେଶକୁ ନିୟନ୍ତ୍ରଣ କରାଯିବ।

ହସ୍ପିଟାଲ ପରିସରର ଆଭ୍ୟନ୍ତରୀଣ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯିବ। ଅନଧିକୃତ ଗାଡ଼ି ଓ ଦୋକାନକୁ ମଧ୍ୟ ହଟାଯିବାକୁ ପଦକ୍ଷେପ ଗ୍ରହଣ କରାଯିବ।

ରୋଗୀ ଓ ସ୍ୱାସ୍ଥ୍ୟସେବା ସମ୍ପର୍କରେ ମତାମତ କିମ୍ବା ଅଭିଯୋଗ ଜଣାଇବାକୁ ଏକ ସାଧାରଣ ଅଭିଯୋଗ ଦାଖଲର ବ୍ୟବସ୍ଥା କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ତଥା କମିଶନରଙ୍କ ପକ୍ଷରୁ ନୂଆ ନିୟମବଳୀ ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story