ଜଳିଗଲା ୪ ବଖରା

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଗାଁରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ପ୍ରଦୀପ ସାହୁଙ୍କ ଚାରି ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ନିଆଁର ଭୟାବହତା ଏତେ ଥିଲା ଯେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଚାରି ବଖରା ପୋଡି ପାଉଁଶ ହୋଇଯାଇଥିଲା। ସୌଭାଗ୍ୟବଶଃତ ନିଆଁ ଲାଗିବା ବେଳେ ଘରେ କେହି ନଥିଲେ। ସମସ୍ତେ ମେଡିକାଲ କାମରେ ବଲାଙ୍ଗିର […]

fire00

fire00

Tapaswini Nayak
  • Published: Friday, 31 January 2020
  • Updated: 31 January 2020, 02:13 PM IST

Sports

Latest News

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଗାଁରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ପ୍ରଦୀପ ସାହୁଙ୍କ ଚାରି ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ନିଆଁର ଭୟାବହତା ଏତେ ଥିଲା ଯେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଚାରି ବଖରା ପୋଡି ପାଉଁଶ ହୋଇଯାଇଥିଲା।

ସୌଭାଗ୍ୟବଶଃତ ନିଆଁ ଲାଗିବା ବେଳେ ଘରେ କେହି ନଥିଲେ। ସମସ୍ତେ ମେଡିକାଲ କାମରେ ବଲାଙ୍ଗିର ଯାଇଥିଲେ। ନିଆଁରେ ଧାନ, ଚାଉଳ ଓ ଘରର ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି। ତେବେ ଏହାର କାରଣ ଅସ୍ପଷ୍ଟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story