ଆସନ୍ତାବର୍ଷ ହେବ ଗୃହ ଗଣନା କାର୍ଯ୍ୟକ୍ରମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାବର୍ଷ ରାଜ୍ୟରେ ଗୃହ ଗଣନା କାର୍ଯ୍ୟକ୍ରମ ହେବ। ଏଥିପାଇଁ ୨୦୧୯-୨୦ ଆର୍ଥିକ ବର୍ଷର ଅତିରିକ୍ତ ବଜେଟରେ ୧୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି। ଆଜି ବିଧାନସଭାରେ ରାଜସ୍ୱ ବିଭାଗର ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତି ଯେ, ଜନଗଣନା ହେଉଛି ଏକ କେନ୍ଦ୍ରସ୍ତରୀୟ ଯୋଜନା। ତେବେ ଏଥିପାଇଁ ରାଜ୍ୟ ସରକାର ନିଜର ଅଂଶଦାନ ବାବଦରେ ୧୦କୋଟି ଟଙ୍କାର ବ୍ୟୟବରାଦ ଅତିରିକ୍ତ ବଜେଟରେ କରିଛନ୍ତି। […]

today-house-adjunt-today

today-house-adjunt-today

Tapas Behera
  • Published: Thursday, 21 November 2019
  • Updated: 21 November 2019, 09:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାବର୍ଷ ରାଜ୍ୟରେ ଗୃହ ଗଣନା କାର୍ଯ୍ୟକ୍ରମ ହେବ। ଏଥିପାଇଁ ୨୦୧୯-୨୦ ଆର୍ଥିକ ବର୍ଷର ଅତିରିକ୍ତ ବଜେଟରେ ୧୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି।
ଆଜି ବିଧାନସଭାରେ ରାଜସ୍ୱ ବିଭାଗର ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତି ଯେ, ଜନଗଣନା ହେଉଛି ଏକ କେନ୍ଦ୍ରସ୍ତରୀୟ ଯୋଜନା। ତେବେ ଏଥିପାଇଁ ରାଜ୍ୟ ସରକାର ନିଜର ଅଂଶଦାନ ବାବଦରେ ୧୦କୋଟି ଟଙ୍କାର ବ୍ୟୟବରାଦ ଅତିରିକ୍ତ ବଜେଟରେ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରତି ୧୦ବର୍ଷରେ ଗୃହ ଗଣନା ଓ ଜନଗଣନା କାର୍ଯ୍ୟକ୍ରମ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story