କେମିତି ପ୍ରେମ କରିଥିଲେ ମୀନକେତନ, ଦେଖନ୍ତୁ ଏକ୍ସକ୍ଲୁସିଭ୍‌ ଇଣ୍ଟରଭ୍ୟୁ

Ordigital Desk
  • Published: Saturday, 01 July 2017
  • , Updated: 01 July 2017, 05:21 PM IST
<p>ପରଲୋକରେ ଓଲିଉଡ଼ର ପ୍ରସିଦ୍ଧ ଖଳନାୟକ ମୀନକେତନ। ତାଙ୍କ ଅଭିନୟ ଦର୍ଶକଙ୍କୁ ଚିଡେ଼ଇ ଦିଏ। ଅର୍ଥାତ ତାହା ହିଁ ଥିଲା ତାଙ୍କ ଖଳନାୟକ ଅଭିନୟର ସଫଳତା। ଆମର ଏକ ଧାରଣା, ଖଳ ଅଭିନେତାମାନେ କେବେ ପ୍ରେମ କରିପାରନ୍ତିନି। ଅନ୍ତତଃ ସିନେମାରେ ତ ଏହା ହିଁ ହୁଏ। କିନ୍ତୁ ଓଲିଉଡ଼ର ବ୍ୟାଡ଼ମ୍ୟାନ୍ ଭାବେ ପରିଚିତ ମୀନକେତନ ଥିଲେ ଖୁବ୍ ନରମ ହୃଦୟର ଜଣେ ମଣିଷ। ସେ ବି ପ୍ରେମ କରିଥିଲେ। ତାଙ୍କ ପ୍ରେମ କାହାଣୀ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆସନ୍ତୁ ଜାଣିବା କେମିତି ସେ ଭଲ ପାଇଥିଲେ। ଆଉ ଯାହାଙ୍କୁ ପ୍ରେମ କରିଥିଲେ, ତାଙ୍କୁ ବାହା ହୋଇଥିଲେ କି ନାହିଁ ଜାଣିବା। ଦେଖନ୍ତୁ ମୀନକେତନ ବଞ୍ଚିଥିବା ବେଳେ, ଓଡ଼ିଶା ରିପୋର୍ଟର ସହ ତାଙ୍କର ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁ। ଦେଖନ୍ତୁ ଏହି ଭିଡିଓ।</p> <p>&amp;nbsp;</p>

Related story