୧୪ ବର୍ଷ ଜେଲ୍‌ରେ ଥିଲା, ଫେରିବା ପରେ ପତ୍ନୀଙ୍କୁ ମାରିଦେଲା

ବାରିପଦା (ମାନିକ ଲାଲ ପାଣି): ୧୪ ବର୍ଷ ଜେଲ୍‌ରେ ଥିଲା। ୪ ମାସ ତଳେ ଜେଲ୍‌ରୁ ବାହାରିଥିଲା। ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ସୋମବାର ରାତିରେ କୁରାଢ଼ିରେ ପିଟି ପିଟି ହତ୍ୟା କଲା ସ୍ୱାମୀ ଗୌରମୋହନ ସିଂ। ରାତି ସାରା ମୃତଦେହ ପାଖରେ ବସିଲା। ସକାଳେ ପୁଅ କବାଟ ବାଡ଼େଇବାରୁ କବାଟ ଖୋଲିଥିଲା। ଆଜି ଏପରି ବୀଭତ୍ସ ହତ୍ୟାକାଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ସବୁଦିନ ପରି ସୋମବାର ରାତିରେ ବୈଶିଙ୍ଗା ଥାନା ଆମ୍ବଗଡ଼ିଆ ପଞ୍ଚାୟତର ପୁରୁଣାପାଣି ଗାଁର […]

Baripada

Baripada

Manoranjan Sial
  • Published: Tuesday, 01 November 2022
  • Updated: 01 November 2022, 10:01 PM IST

Sports

Latest News

ବାରିପଦା (ମାନିକ ଲାଲ ପାଣି): ୧୪ ବର୍ଷ ଜେଲ୍‌ରେ ଥିଲା। ୪ ମାସ ତଳେ ଜେଲ୍‌ରୁ ବାହାରିଥିଲା। ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ସୋମବାର ରାତିରେ କୁରାଢ଼ିରେ ପିଟି ପିଟି ହତ୍ୟା କଲା ସ୍ୱାମୀ ଗୌରମୋହନ ସିଂ। ରାତି ସାରା ମୃତଦେହ ପାଖରେ ବସିଲା। ସକାଳେ ପୁଅ କବାଟ ବାଡ଼େଇବାରୁ କବାଟ ଖୋଲିଥିଲା। ଆଜି ଏପରି ବୀଭତ୍ସ ହତ୍ୟାକାଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

ସବୁଦିନ ପରି ସୋମବାର ରାତିରେ ବୈଶିଙ୍ଗା ଥାନା ଆମ୍ବଗଡ଼ିଆ ପଞ୍ଚାୟତର ପୁରୁଣାପାଣି ଗାଁର ଗୌର ମୋହନ ସିଂ ଓ ତାଙ୍କ ପତ୍ନୀ ବୈଶାଖୀ ଖାଇପିଇ ଶୋଇଥିଲେ। ରାତି ପ୍ରାୟ ୩ଟା ବେଳେ ଗୌରମୋହନଙ୍କ ନିଦ ଭାଙ୍ଗିଥିଲା। ସେ ବିଛଣାରୁ ଉଠି କୁରାଢ଼ିରେ ପତ୍ନୀ ବୈଶାଖୀଙ୍କ ମୁଣ୍ଡକୁ ପିଟି ହତ୍ୟା କରିଥିଲା। ଯାହାଫଳରେ ଘଟଣାସ୍ଥଳରେ ବୈଶାଖୀଙ୍କ ମୃତ୍ୟୁ ଘଟିଥିଲା। ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଜହ୍ଲାଦ ସ୍ୱାମୀ ପଳାଇ ଯାଇନଥିଲା। ରାତି ସାରା ସ୍ତ୍ରୀଙ୍କ ମୃତଦେହ ପାଖରେ ସେମିତି ବସି ରହିଥିଲା।

ମଙ୍ଗଳବାର ସକାଳେ ଘରର କବାଟ ବାଡ଼େଇଥିଲେ ବୈଶାଖୀଙ୍କ ସାନ ପୁଅ କମଳାକାନ୍ତ। ଶବ୍ଦ ଶୁଣି କବାଟ ଖୋଲିଥିଲା ଗୌରମୋହନ। ତା’ପରେ ଚଟାଣରେ ପଡ଼ିଥିବା ମାଆଙ୍କ ରକ୍ତାକ୍ତ ମୃତଦେହ ଦେଖି ହତବାକ ହୋଇଯାଇଥିଲେ କମଳାକାନ୍ତ। ଚିତ୍କାର କରିଥିଲେ। କମଳାକାନ୍ତଙ୍କ ଚିତ୍କାର ଶୁଣି ସାହି ପଡ଼ିଶା ଘର ଭିତରକୁ ଧାଇଁ ଯାଇଥିଲେ। ବୈଶାଖୀଙ୍କ ମୃତଦେହ ଦେଖି ସାହି ପଡ଼ିଶା ଗୌରମୋହନଙ୍କୁ ଅଟକ ରଖିଥିଲେ। ଏନେଇ ବୈଶିଙ୍ଗା ଥାନାକୁ ଖବର ଦେଇଥିଲେ। ଖବର ପାଇ ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ। ଏଥିସହ ସହିତ ରକ୍ତ ଭିଜା କୁରାଢିକୁ ଜବତ କରିବା ସହିତ ଅଭିଯୁକ୍ତ ଗୌରମୋହନକୁ ଗିରଫ କରିଛି ପୁଲିସ୍‌।

ଗୌରମୋହନ ପୂର୍ବରୁ ମଧ୍ୟ ଗିରଫ ହୋଇଥିଲା। ୨୦୦୬ ମସିହାରେ ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା(କେସ ନଂ 74/2006) ଅଞ୍ଚଳରେ ନିଜ ସମ୍ପର୍କୀୟକୁ ହତ୍ୟା କରି ୧୪ ବର୍ଷ ଜେଲ ଦଣ୍ଡ ଭୋଗିଥିଲା। ୪ ମାସ ତଳେ ସେ ଜେଲରୁ ମୁକୁଳିଥିଲା। ଏବେ ପୁଣି ଥରେ ପତ୍ନୀଙ୍କୁ ହତ୍ୟା କରି ଗିରଫ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story