‘ଫୋନି’ ଟଙ୍କା ପାଇଁ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ଜାଲିଆତି!

ଯାଜପୁର/ସାଲେପୁର (ଗୁଲାମ/ମନୋଜ): ‘ଫୋନି’ ସହାୟତା ପାଇଁ ସ୍ୱାମୀଠାରୁ ଅଲଗା ହୋଇଛନ୍ତି ସ୍ତ୍ରୀ। ଏହା ବିଶ୍ୱାସ ହେଉନଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ୍ଣ ସତ। ଏପରି ପୁଳାପୁଳା ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁରରୁ। ସେହିପରି ଯାଜପୁର ଜିଲ୍ଲା ଧର୍ମାଶାଳା ବ୍ଲକରେ ଗୋଟିଏ ପରିବାର ୪ଟି ଘର ହାତେଇବା ପରେ ପୁଣି ପ୍ରଧାନମନ୍ତ୍ରୀ ଆବାସ ନେବା ପାଇଁ ଯୋଗ୍ୟ ହେବାର ତଥ୍ୟ ପଦାକୁ ଆସିବା ପରେ ଲୋକାୟୁକ୍ତ ସ୍ଥାନୀୟ ବିଡିଓ ଓ ସଂପୃକ୍ତ ପରିବାର ଲୋକଙ୍କୁ ନୋଟିସ୍‌ କରିଛନ୍ତି। ଏଥିରୁ […]

pm

pm

Manoranjan Sial
  • Published: Wednesday, 06 November 2019
  • Updated: 06 November 2019, 08:20 PM IST

Sports

Latest News

ଯାଜପୁର/ସାଲେପୁର (ଗୁଲାମ/ମନୋଜ): ‘ଫୋନି’ ସହାୟତା ପାଇଁ ସ୍ୱାମୀଠାରୁ ଅଲଗା ହୋଇଛନ୍ତି ସ୍ତ୍ରୀ। ଏହା ବିଶ୍ୱାସ ହେଉନଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ୍ଣ ସତ। ଏପରି ପୁଳାପୁଳା ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁରରୁ। ସେହିପରି ଯାଜପୁର ଜିଲ୍ଲା ଧର୍ମାଶାଳା ବ୍ଲକରେ ଗୋଟିଏ ପରିବାର ୪ଟି ଘର ହାତେଇବା ପରେ ପୁଣି ପ୍ରଧାନମନ୍ତ୍ରୀ ଆବାସ ନେବା ପାଇଁ ଯୋଗ୍ୟ ହେବାର ତଥ୍ୟ ପଦାକୁ ଆସିବା ପରେ ଲୋକାୟୁକ୍ତ ସ୍ଥାନୀୟ ବିଡିଓ ଓ ସଂପୃକ୍ତ ପରିବାର ଲୋକଙ୍କୁ ନୋଟିସ୍‌ କରିଛନ୍ତି। ଏଥିରୁ ସରକାରଙ୍କ ହିତାଧିକାରୀ ଚୟନରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସାଲେପୁର କଟରପା ପଞ୍ଚାୟତର ସୁବାସ ଓଝା ଓ ସଂଯୁକ୍ତା ଓଝା। ଉଭୟ ସମ୍ପର୍କରେ ସ୍ୱାମୀ-ସ୍ତ୍ରୀ। ରହୁଛନ୍ତି ଗୋଟିଏ ଘରେ। ହେଲେ ଉଭୟଙ୍କ ନାଁରେ ଆସିଛି ଅଲଗା ‘ଫୋନି’ ସହୟାତା। ସେମିତି ଉକ୍ତ ପଞ୍ଚାୟତର କାଳନ୍ଦୀ-ମଞ୍ଜୁଲତା, ସୁରେନ୍ଦ୍ର-ସ୍ୱର୍ଣ୍ଣଲତା ସ୍ୱାମୀ ସ୍ତ୍ରୀ ହୋଇ ସହାୟତା ପାଇବା ପାଇଁ ଅଲଗା ଅଲଗା ଦର୍ଶାଇ ଟଙ୍କା ନେଇଛନ୍ତି।

ବଡ଼କଥା ହେଉଛି, ଏମତି ସ୍ୱାମୀ-ସ୍ତ୍ରୀ ଦୁଇଜଣ ପାଇଥିବା ତାଲିକା ମଧ୍ୟ ବେଶ୍ ଲମ୍ବା। ସେମିତି ୧୦ ବର୍ଷ ତଳୁ ମୃତ୍ୟୁବରଣ କରିଥିବା ଜାଗୁଳେଇପଡାର ଅୟଜ କୁମାର ଲେଙ୍କାଙ୍କ ନାଁରେ ମଧ୍ୟ ଆସିଛି ‘ଫୋନି’ ସହୟାତା। ମୃତ୍ୟୁପରେ ମଧ୍ୟ ସହାୟତା ଆସିଥିବା ଆଉଜଣେ ହେଲେ ସୁଶୀଲ ନନ୍ଦ। କଟରପା ପଞ୍ଚାୟତରେ ଏପରି ବ୍ୟାପକ ଗଡ଼ବଡ଼ ନେଇ ସୂଚନା ଅଧିକାରରେ ତଥ୍ୟ ମିଳିବା ପରେ ହିତାଧିକାରୀ ଚୟନର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ଉଠିଛି।

ହିତାଧିକାରୀ ସୁବାସ ଓଝା କହିଛନ୍ତି-“ଆମେ ସ୍ୱାମୀ ଓ ସ୍ତ୍ରୀ ସାଙ୍ଗରେ ରହୁଛୁ। ଆମକୁ କୌଣସି ସହାୟତା ମିଳିନି। ଯାହା ପ୍ରକାଶ ପାଇଛି, ତାହା ସମ୍ପୂର୍ଣ୍ଣ ମିଛ।”

ଯାଜପୁର ଧର୍ମଶାଳା ତରଂଜିଆ ଗାଁର ରବୀନ୍ଦ୍ର ପରିଡାଙ୍କ ପରିବାର ହାତେଇଛନ୍ତି ୪ଟି ଆବାସ ଘର। ରବୀନ୍ଦ୍ର ପଞ୍ଚାୟତର ପୂର୍ବତନ ସଭାପତି ଓ ବିଜେଡି ସମର୍ଥକ। ୨୦୦୦-୨୦୦୧ରେ ସେ ହୁଡ୍‌କୋ ସ୍କିମ୍‌ରେ ନେଇଥିଲେ ୨୨ ହଜାର ୩୦୦ ଟଙ୍କା। ୨୦୧୫-୧୬ରେ ପୁଣି ପ୍ରଧାମନ୍ତ୍ରୀ ଆବାସ ଯୋଜନାରେ ପାଇଥିଲେ ଆଉ ଏକ ଘର। ରବୀନ୍ଦ୍ରଙ୍କ ଦୁଇ ପୁଅ ବିପିନ୍‌ ୨୦୦୩ରେ ଇନ୍ଦିରା ଆବସ ପାଇଥିବା ବେଳେ ବିକ୍ରମଜିତ୍ ୨୦୧୮-୧୯ରେ ବିଜୁ ପକ୍କାଘର ପାଇଥିଲେ। ଏବେ ପୁଣି ୨୦୧୯-୨୦ରେ ରବୀନ୍ଦ୍ରଙ୍କ ପୁଅଙ୍କ ନାଁରେ ଆଉ ଏକ ପ୍ରଧାନମନ୍ତ୍ରୀ ଆବାସ ମଞ୍ଜୁର ହେବା ପରେ ଲୋକୟୁକ୍ତ ପାଖରେ ଫେରାଦ ହୋଇଥିଲେ ଗାଁ ଲୋକେ ଓ ସାମାଜିକ କର୍ମୀ। ଲୋକାୟୁକ୍ତ ଅକ୍ଟୋବର ୩୦ ତାରିଖରେ ଏହାର ଶୁଣାଣି କରି ରବୀନ୍ଦ୍ରଙ୍କ ପରିବାର ସହ ସ୍ଥାନୀୟ ବିଡ଼ିଓଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରିଛନ୍ତି।

‘ଫୋନି’ ପରେ ସହୟାତା ରାଶି ହେଉ କି ଆବାସ ପାଇଁ ହିତାଧିକାରୀ ଚୟନ, ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ଆସୁଛି ପୂଳାପୂଳା ଅନିୟମିତତାର ଅଭିଯୋଗ। ପ୍ରକୃତ ହିତାଧିକାରୀ ସହାୟତା ଓ ଆବାସ ପାଉନଥିବା ବେଳେ ଥିଲାବାଲା ଓ ଜନପ୍ରତିନିଧି ଟଙ୍କା ହଡପ୍‌ କରିବା ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story