ଝାରପଡ଼ା ଜେଲରୁ ବାହାରିଲେ IAS ବିଜୟ କେତନ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଝାରପଡ଼ା ଜେଲରୁ ବାହାରିଲେ IAS ବିଜୟ କେତନ। କାଲି ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ ମଞ୍ଜୁର କରିଥିଲେ ହାଇକୋର୍ଟ। ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ। ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ ବିଜୟ କେତନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମାମଲା ବର୍ତ୍ତମାନ ବିଚାରାଧୀନ ଅଛି  କୋର୍ଟ ଯାହା ନିଷ୍ପତ୍ତି ନେବେ। ବିଜୟ କେତନ ଥିଲେ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ। ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଗିରଫ […]

bijay-ketan-750x420

bijay-ketan-750x420

Tapas Behera
  • Published: Tuesday, 04 February 2020
  • Updated: 04 February 2020, 06:31 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଝାରପଡ଼ା ଜେଲରୁ ବାହାରିଲେ IAS ବିଜୟ କେତନ। କାଲି ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ ମଞ୍ଜୁର କରିଥିଲେ ହାଇକୋର୍ଟ। ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ।

ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ ବିଜୟ କେତନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମାମଲା ବର୍ତ୍ତମାନ ବିଚାରାଧୀନ ଅଛି  କୋର୍ଟ ଯାହା ନିଷ୍ପତ୍ତି ନେବେ। ବିଜୟ କେତନ ଥିଲେ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ। ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଏପରିକି ୟସ୍‌ ବ୍ୟାଙ୍କର ଦୁଇ କର୍ମଚାରୀ ମଧ୍ୟ ଗିରଫ କରାଯାଇଥିଲା। ତେବେ କୋର୍ଟରେ ହାଜର ବେଳେ ବିଜୟ କେତନ କହିଥିଲେ, ତାଙ୍କୁ ଫସାଇ ଦିଆଯାଇଛି। ତାହାହେଲେ କିଏ ଓ କାହିଁକି ତାଙ୍କୁ ଫସାଇଲେ, ତାହା କହିନଥିଲେ ବିଜୟ। ଯାହା ଉପରୁ ଏପର୍ଯ୍ୟନ୍ତ  ପର୍ଦ୍ଦା ଉଠିପାରି ନାହିଁ। ତେବେ ଏହି ଘଟଣାରେ ବିଜୟଙ୍କ ପତ୍ନୀ ତୋଷିମା ମିଶ୍ରଙ୍କ ଏଣ୍ଟ୍ରି ପରେ ମାମଲା ଆହୁରି ସରଗରମ ହୋଇଥିଲା। ତୋଷିମା ଅଭିଯୋଗ କରିଥିଲେ, ଓଡ଼ିଆ ଓ ଅଣଓଡ଼ିଆ ଆଇଏଏସ୍‌ ବିବାଦରେ ଯୋଗୁଁ ବିଜୟ କେତନଙ୍କୁ ଫସାଇ ଦିଆଯାଛି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story