ସରକାରୀ ସ୍କୁଲ ଜମିରେ ନିର୍ମାଣ ହେବ ଆଇଏଏସ୍ ଅଫିସରଙ୍କ ଟ୍ରାନଜିଟ୍ ହାଉସ୍!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ସ୍କୁଲ ଖେଳ ପଡ଼ିଆ ଉପରେ ପଡ଼ିଛି ଆଇଏଏସ୍ ଅଫିସର ସଂଘର ନଜର। ଆଇଏଏସ୍ ଅଫିସରଙ୍କ ଟ୍ରାନଜିଟ୍ ହାଉସ୍ ନିର୍ମାଣ ପାଇଁ ସ୍କୁଲ ହତାକୁ ଚଞ୍ଚକତା କରି ହଡ଼ପ ଉଦ୍ୟମ ଚିତ୍ର ସାମ୍ନାକୁ ଆସିଛି। ରାଜଧାନୀରେ ଥିବା ୟୁନିଟ୍-୬ ବାଳକ ଉଚ୍ଚ ବିଦ୍ୟାଳୟ ହତାର ପ୍ରାୟ ଦେଢ଼ ଏକର ଜାଗାକୁ ଅଦରକାରୀ ଦର୍ଶାଇ ଏଠି ପାଚେରି ଗଢୁଛି ବିଡିଏ। ଏହି ହତାର ପ୍ରାୟ ଦେଢ଼ ଏକର ଜାଗାରେ ନିର୍ମାଣ ହେବ ଆଇଏଏସ୍ ଅଫିସର […]

ias

ias

Ranjit Kumar Jena
  • Published: Tuesday, 01 June 2021
  • Updated: 01 June 2021, 08:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ସ୍କୁଲ ଖେଳ ପଡ଼ିଆ ଉପରେ ପଡ଼ିଛି ଆଇଏଏସ୍ ଅଫିସର ସଂଘର ନଜର। ଆଇଏଏସ୍ ଅଫିସରଙ୍କ ଟ୍ରାନଜିଟ୍ ହାଉସ୍ ନିର୍ମାଣ ପାଇଁ ସ୍କୁଲ ହତାକୁ ଚଞ୍ଚକତା କରି ହଡ଼ପ ଉଦ୍ୟମ ଚିତ୍ର ସାମ୍ନାକୁ ଆସିଛି। ରାଜଧାନୀରେ ଥିବା ୟୁନିଟ୍-୬ ବାଳକ ଉଚ୍ଚ ବିଦ୍ୟାଳୟ ହତାର ପ୍ରାୟ ଦେଢ଼ ଏକର ଜାଗାକୁ ଅଦରକାରୀ ଦର୍ଶାଇ ଏଠି ପାଚେରି ଗଢୁଛି ବିଡିଏ।

ଏହି ହତାର ପ୍ରାୟ ଦେଢ଼ ଏକର ଜାଗାରେ ନିର୍ମାଣ ହେବ ଆଇଏଏସ୍ ଅଫିସର ଟ୍ରାନଜିଟ୍ ହାଉସ୍। ଯାହାକୁ ନେଇ ସ୍କୁଲର ଆଲମୁନି ସଂଘ ସହ ଓଡ଼ିଶା ଅଭିଭାବକ ମହାସଂଘ କଡ଼ା ଆପତ୍ତି ଉଠାଇଛି। ଏମିତିକି ଉଭୟ ସଂଘ ପରସ୍ପର ମଧ୍ୟରେ ଆଲୋଚନା କରି ଏହାର ତୀବ୍ର ବିରୋଧ କରିବା ସହ ତୁରନ୍ତ କାମ ବନ୍ଦ ଲାଗି ସ୍ଥାନୀୟ ବିଧାୟକ ଓ ସାଂସଦଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଚିଠି ଲେଖିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ବି ନେଇଛନ୍ତି।

ସୂଚନା ଅନୁସାରେ, ଗତ ଜାନୁଆରୀ ମାସରେ ସ୍କୁଲ ହତାରେ ବିଡିଏ ପାଚେରୀ ନିର୍ମାଣ ଆରମ୍ଭ କରିଥିଲା। ସ୍କୁଲର ପୁରାତନ ଛାତ୍ର ସଂଘ ତତକ୍ଷଣାତ ତାକୁ ବିରୋଧ କରିଥିଲା। ଏମିତିକି ଭୁବନେଶ୍ୱର କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହି ପୁରାତନ ସରକାରୀ ସ୍କୁଲ ଜମିରେ କୌଣସି ପ୍ରକାର ନିର୍ମାଣ ବନ୍ଦ ରଖିବାକୁ ବି ନିବେଦନ କରିଥିଲା। କୋର୍ଟ ମାମଲାକୁ ଗ୍ରହଣ କରି ସଂପୃକ୍ତ ଜମି ଉପରେ ଷ୍ଟାଟସ୍-କୋ ବଜାୟ ରଖିବାକୁ ଉଭୟ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତେବେ କୋର୍ଟଙ୍କ ଏଭଳି ଅର୍ଡର ସତ୍ତ୍ୱେ ବିଡିଏର କାମ ଅଟକିନଥିଲା। ଏମିତିକି ୟୁନିଟ୍-୬ ବାଳକ ବିଦ୍ୟାଳୟ ନାଁ ଛାଡ଼ି ସେ ସ୍ଥାନକୁ ୟୁନିଟ୍-୬ ବାଳିକା ସ୍କୁଲର ଅବ୍ୟବହୃତ ଜମି ବୋଲି ଦର୍ଶାଇ ପୁଣି ପାଚେରି କାମ ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ୟୁନିଟ୍-୬ ବାଳିକା ବିଦ୍ୟାଳୟର ପୁରାତନ ଛାତ୍ରୀ ସଂଘ ମଧ୍ୟ ସାଂଘାତିକ ଷଡ଼ଯନ୍ତ୍ର ବୋଲି ଦର୍ଶାଇବା ସହ ସିଧା ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ ରାଜଧାନୀରେ ଷ୍ଟେଟ୍ ଗେଷ୍ଟ ହାଉସ୍ ଓ ସ୍ପେଶାଲ୍ ସର୍କିଟ୍ ହାଉସ୍ ଭଳି ଅନେକ ଅତିଥି ଭବନ ରହିଥିବାବେଳେ, ଏକ ପୁରାତନ ସ୍କୁଲର ଖେଳ ପଡ଼ିଆକୁ ଅବ୍ୟବହୃତ ଜମି ଦର୍ଶାଇ କାହିଁକି ଆଇଏଏସ୍ ଅଫିସରଙ୍କ ଟ୍ରାନଜିଟ୍ ହାଉସ୍ ନିର୍ମାଣରେ ଏତେ ତତ୍ପରତା ଦେଖାଉଛି ବିଏମସି? ଏନେଇ ବିଡିଏ ଉପାଧ୍ୟକ୍ଷ ପରୋକ୍ଷରେ କହିଛନ୍ତି, ମୁଁ ଭାବିପାରୁନି, ସେ କାମ ଏବେ ବି ଚାଲିଛି।

ତେଣେ ପୂର୍ବତନ ପ୍ରଶାସକ ମଧ୍ୟ କହିଛନ୍ତି, ଆଇନର ରକ୍ଷକ ହୋଇ ଆଇଏଏସ୍ ଅଫିସର୍ସ ସଂଘ ଆଇନକୁ ଏଭଳି ହାତକୁ ନେବା ଠିକ୍ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story