ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଜି ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ ହୋଇଛି । ଏଲ.ଏନ. ଗୁପ୍ତାଙ୍କୁ ବୈଷୟିକ ଶିକ୍ଷା ଓ ତାଲିମ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଭାସ୍କରଜ୍ୟୋତି ଶର୍ମାଙ୍କୁ ଓକାକର ମୁଖ୍ୟ କାର୍ଯ୍ୟନିର୍ବାହି କରାଯାଇଛି । ସେହିପରି ଆର.ପି. ସିଂହଙ୍କୁ ସାମାଜିକ କଲ୍ୟାଣ ଡେପୁଟୀ ସେକେ୍ରଟାରୀ ଭାବେ ଅବସ୍ଥାପିତ କରାଯାଇଛି ।

secretariet

Rakesh Mallick
  • Published: Wednesday, 22 July 2015
  • , Updated: 22 July 2015, 02:56 PM IST

Related story