ଇଚ୍ଛାଧୀନ କୋଟାରେ ଜମି ଓ ଘର  ଆବଣ୍ଟନ ମାମଲା: ଆଉ ୨୮ଜଣଙ୍କୁ କାରଣ ଦର୍ଶାଅ ନୋଟିସ

କଟକ: ଇଚ୍ଛାଧୀନ କୋଟାରେ ଜମି ଓ ଘର ଆବଣ୍ଟନ ମାମଲାରେ ଆଉ ୨୮ ଜଣଙ୍କୁ ସୁଡିଏ କର୍ତ୍ତୃପକ୍ଷ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଏ ନେଇ ସିଡିଏ ଉପାଧ୍ୟକ୍ଷ ପ୍ରତାପ ଦାସ ସୂଚନା ଦେଇଛନ୍ତି । ପୂର୍ବରୁ ୩୦ ଜଣଙ୍କୁ ନୋଟିସ୍ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ମୋଟ ୫୮ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି । ସେହିପରି ଇଚ୍ଛାଧୀନ କୋଟାରେ ଜମି ଓ ଘର ଆବଣ୍ଟନ ମାମଲାରେ ମୋଟ ୧୯୧ […]

cda

cda

Rakesh Mallick
  • Published: Thursday, 25 June 2015
  • Updated: 25 June 2015, 05:06 AM IST

Sports

Latest News

କଟକ: ଇଚ୍ଛାଧୀନ କୋଟାରେ ଜମି ଓ ଘର ଆବଣ୍ଟନ ମାମଲାରେ ଆଉ ୨୮ ଜଣଙ୍କୁ ସୁଡିଏ କର୍ତ୍ତୃପକ୍ଷ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଏ ନେଇ ସିଡିଏ ଉପାଧ୍ୟକ୍ଷ ପ୍ରତାପ ଦାସ ସୂଚନା ଦେଇଛନ୍ତି । ପୂର୍ବରୁ ୩୦ ଜଣଙ୍କୁ ନୋଟିସ୍ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ମୋଟ ୫୮ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି । ସେହିପରି ଇଚ୍ଛାଧୀନ କୋଟାରେ ଜମି ଓ ଘର ଆବଣ୍ଟନ ମାମଲାରେ ମୋଟ ୧୯୧ ଜଣଙ୍କ ଫ।ଇଲ ସିଡିଏ କର୍ତ୍ତୃପକ୍ଷ ଭିଜିଲାନ୍ସକୁ ହସ୍ତାନ୍ତର କରିଛନ୍ତି । ପୂର୍ବରୁ ୧୬୭ ଜଣଙ୍କ ଫ।ଇଲ୍ ପଠାଯାଇଥିବା ବେଳେ ବୁଧବାର ଆଉ ୨୪ଜଣଙ୍କ ଫ।ଇଲ୍ ଭିଜିଲାନ୍ସ ନିକଟକୁ ପଠାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story