ଇଚ୍ଛାଧୀନ କୋଟାରେ ପ୍ଲଟ ଓ ଘର ଆବଣ୍ଟନ: ଭିଜିଲାନ୍ସକୁ ୧୬୭ ଫାଇଲ ପଠାଇଲା ସିଡିଏ କର୍ତ୍ତୃପକ୍ଷ

କଟକ: ଇଚ୍ଛାଧୀନ କୋଟାରେ ପ୍ଲଟ ଓ ଘର ଆବଣ୍ଟନ ମାମଲାରେ ସିଡିଏ କର୍ତ୍ତୃପକ୍ଷ ଭିଜିଲାନ୍ସ ନିକଟକୁ ୧୬୭ଟି ଫ।ଇଲ୍ ପଠାଯାଇଛନ୍ତି । ଏ ନେଇ ସିଡିଏ ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି । ଏହାସହ ଡବଲ୍ ଆଲଟମେଣ୍ଟ ପାଇଥିବା ୩୦ଜଣଙ୍କୁ ସିଡିଏ କର୍ତ୍ତୃପକ୍ଷ ନୋଟିସ୍ ଜାରି କରିଛନ୍ତି । ୩୦ ଦିନ ମଧ୍ୟରେ ଡବଲ ଆଲଟମେଣ୍ଟ ପାଇଥିବା ବ୍ୟକ୍ତିମାନଙ୍କୁ ନୋଟିସର ଉତ୍ତର ରଖିବାକୁ କୁହାଯାଇଛି ।

ctc1

ctc1

Rakesh Mallick
  • Published: Tuesday, 23 June 2015
  • Updated: 23 June 2015, 09:20 AM IST

Sports

Latest News

କଟକ: ଇଚ୍ଛାଧୀନ କୋଟାରେ ପ୍ଲଟ ଓ ଘର ଆବଣ୍ଟନ ମାମଲାରେ ସିଡିଏ କର୍ତ୍ତୃପକ୍ଷ ଭିଜିଲାନ୍ସ ନିକଟକୁ ୧୬୭ଟି ଫ।ଇଲ୍ ପଠାଯାଇଛନ୍ତି । ଏ ନେଇ ସିଡିଏ ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି । ଏହାସହ ଡବଲ୍ ଆଲଟମେଣ୍ଟ ପାଇଥିବା ୩୦ଜଣଙ୍କୁ ସିଡିଏ କର୍ତ୍ତୃପକ୍ଷ ନୋଟିସ୍ ଜାରି କରିଛନ୍ତି । ୩୦ ଦିନ ମଧ୍ୟରେ ଡବଲ ଆଲଟମେଣ୍ଟ ପାଇଥିବା ବ୍ୟକ୍ତିମାନଙ୍କୁ ନୋଟିସର ଉତ୍ତର ରଖିବାକୁ କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos