ଦୋଷୀ ସାବ୍ୟସ୍ତ ହେଲେ ଆଇଆଇସି, ୪ରେ ଶୁଣାଣି

ଅନୁଗୋଳ(ବିରଜା ଦାସ): ୨ ବର୍ଷ ପୁରୁଣା ଏକ ମାମଲାରେ ଅନୁଗୋଳ ଥାନାର ତତ୍କାଳୀନ ଆଇଆଇସି ଓ ତଦନ୍ତକାରୀ ଅଧିକାରୀଙ୍କୁ ଦାୟୀ କଲା ଓଏଚଆରସି ତଦନ୍ତ ଟିମ୍ । ଆସନ୍ତା  ୪ ତାରିଖରେ ଏନେଇ ଶୁଣାଣି ହେବ । ସୂଚନାଯୋଗ୍ୟ, ୨୦୧୩ର ଏକ ଅର୍ଥ ତୋଷାରପାତ ଅଭିଯୋଗ ମାମଲାରେ ତତ୍କାଳୀନ ବ୍ୟାଙ୍କ ମ୍ୟାନେଜର ଶକ୍ତି ବେଦାନ୍ତ ଦାଶଙ୍କ ବିରୋଧରେ ଥାନାରେ ଏତଲା ହୋଇଥିଲା । ଏତଲାକୁ ନେଇ ୨୦୧୯ରେ ତତ୍କାଳୀନ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ପୁଲିସ୍‌ ଉଠାଇ ନେଇଥିଲା। ମାତ୍ର […]

victim with lawyer

victim with lawyer

Niharika Rout
  • Published: Thursday, 23 December 2021
  • Updated: 23 December 2021, 09:41 AM IST

Sports

Latest News

ଅନୁଗୋଳ(ବିରଜା ଦାସ): ୨ ବର୍ଷ ପୁରୁଣା ଏକ ମାମଲାରେ ଅନୁଗୋଳ ଥାନାର ତତ୍କାଳୀନ ଆଇଆଇସି ଓ ତଦନ୍ତକାରୀ ଅଧିକାରୀଙ୍କୁ ଦାୟୀ କଲା ଓଏଚଆରସି ତଦନ୍ତ ଟିମ୍ । ଆସନ୍ତା  ୪ ତାରିଖରେ ଏନେଇ ଶୁଣାଣି ହେବ ।

ସୂଚନାଯୋଗ୍ୟ, ୨୦୧୩ର ଏକ ଅର୍ଥ ତୋଷାରପାତ ଅଭିଯୋଗ ମାମଲାରେ ତତ୍କାଳୀନ ବ୍ୟାଙ୍କ ମ୍ୟାନେଜର ଶକ୍ତି ବେଦାନ୍ତ ଦାଶଙ୍କ ବିରୋଧରେ ଥାନାରେ ଏତଲା ହୋଇଥିଲା । ଏତଲାକୁ ନେଇ ୨୦୧୯ରେ ତତ୍କାଳୀନ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ପୁଲିସ୍‌ ଉଠାଇ ନେଇଥିଲା। ମାତ୍ର ତାଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ରଖିବା ପରେ କୋର୍ଟରେ ହାଜର କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଏହାକୁ ଚ୍ୟାଲେଂଜ କରି ବ୍ୟାଙ୍କ ମ୍ୟାନେଜର ଶକ୍ତି ବେଦାନ୍ତଙ୍କ ପକ୍ଷରୁ ଭବାନୀ ଶଙ୍କର ରଥ OHRCରେ ଏକ ଆବେଦନ କରିଥିଲେ ।  ଏହି ମାମଲାରେ ଅନୁଗୋଳ ଏସ୍‌ପି ଓ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲେ କମିଶନ । ମାତ୍ର ରିପୋର୍ଟ ସନ୍ତୋଷଜନକ ନ ହେବାରୁ ନିଜର ତଦନ୍ତକାରୀ ଟିମ୍ ଦ୍ୱାରା ତଦନ୍ତ କରାଇଥିଲେ ।  ତଦନ୍ତ ପରେ ଏପରି ବେଆଇନ ଅଟକ ମାମଲାରେ ଅନୁଗୋଳ ଥାନାର ତତ୍କାଳୀନ ଆଇଆଇସି ଓ ତଦନ୍ତକାରୀ ଅଧିକାରୀଙ୍କୁ ଦାୟୀ କରିଛି ଓଏଚଆରସି ତଦନ୍ତ ଟିମ୍ ।

ଏନେଇ ଆବେଦନକାରୀଙ୍କ ଓକିଲ ନିଶିକାନ୍ତ ମିଶ୍ର କହିଛନ୍ତି,  ମୋ ମହକିଲଙ୍କୁ ୫୬ ଘଣ୍ଟାରୁ ଅଧିକ ସମୟ ଅଟକ ରଖାଯାଇଥିଲା। ଉକ୍ତ ସମୟରେ ତତ୍‌କାଳୀନ ଥାନା ଅଧିକାରୀ ଉପସ୍ଥିତ ଥିଲେ। ତେଣୁ କମିଶନ ଏହି ଘଟଣାର ତଦନ୍ତ କରି ତଦନ୍ତକାରୀ ଅଧିକାରୀ ଓ ତତ୍‌କାଳୀନ ଥାନା ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନଙ୍କ ବିରୋଧରେ ଆସନ୍ତା ୪ ତାରିଖରେ ରାୟ ପ୍ରକାଶ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story