ଓଡ଼ିଶାରୁ ଚୀନକୁ ଲମ୍ବିଛି ବନ୍ୟ ଜୀବଜନ୍ତୁଙ୍କ ଚୋରା ଚେର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିଲୁପ୍ତ ପ୍ରାୟ ବନ୍ୟ ଜୀବଜନ୍ତୁଙ୍କ ଉପରେ ଆନ୍ତର୍ଜାତିକ ଚୋରା ବେପାରୀଙ୍କ ଲୋଲୁପ ଦୃଷ୍ଟି। ପ୍ରତି ମୁହୂର୍ତ୍ତରେ ରାଜ୍ୟରୁ ବେଧଡ଼କ ଶିକାର ହେଉଛନ୍ତି ବିରଳ ବନ୍ୟଜନ୍ତୁ। ସୁଦୂର ଚୀନ, ଭିଏତନାମ ଓ ମଧ୍ୟପ୍ରାଚ୍ୟ ରାଜ୍ୟକୁ ଲମ୍ବିଛି। ଏହା ଉପରେ କିଭଳି ରୋକ୍ ଲଗାଯିବ, ସେନେଇ ଓ୍ୱାଇଲ୍‌ଡ ଲାଇଫ୍‌ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଇଡି, କୋଷ୍ଟଗାର୍ଡ, ରାଜ୍ୟ ପୁଲିସର ଏସ୍‌ଟିଏଫ୍‌, ଆର୍‌ପିଏଫ୍‌ ଓ ବନ ବିଭାଗର ଅଧିକାରୀମାନେ […]

banya-jantu

banya-jantu

Manoranjan Sial
  • Published: Thursday, 28 November 2019
  • Updated: 28 November 2019, 08:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିଲୁପ୍ତ ପ୍ରାୟ ବନ୍ୟ ଜୀବଜନ୍ତୁଙ୍କ ଉପରେ ଆନ୍ତର୍ଜାତିକ ଚୋରା ବେପାରୀଙ୍କ ଲୋଲୁପ ଦୃଷ୍ଟି। ପ୍ରତି ମୁହୂର୍ତ୍ତରେ ରାଜ୍ୟରୁ ବେଧଡ଼କ ଶିକାର ହେଉଛନ୍ତି ବିରଳ ବନ୍ୟଜନ୍ତୁ। ସୁଦୂର ଚୀନ, ଭିଏତନାମ ଓ ମଧ୍ୟପ୍ରାଚ୍ୟ ରାଜ୍ୟକୁ ଲମ୍ବିଛି। ଏହା ଉପରେ କିଭଳି ରୋକ୍ ଲଗାଯିବ, ସେନେଇ ଓ୍ୱାଇଲ୍‌ଡ ଲାଇଫ୍‌ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଇଡି, କୋଷ୍ଟଗାର୍ଡ, ରାଜ୍ୟ ପୁଲିସର ଏସ୍‌ଟିଏଫ୍‌, ଆର୍‌ପିଏଫ୍‌ ଓ ବନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ରାଜ୍ୟରୁ ବିଲୁପ୍ତ ବନ୍ୟଜନ୍ତୁଙ୍କ ଚୋରା ଚାଲାଣ ରାକେଟ ବଢ଼ିଥିବାରୁ ଆଗକୁ ବନ ବିଭାଗର ଗୁଇନ୍ଦା ଶାଖାକୁ କିଭଳି ମଜବୁତ କରାଯାଇପାରିବ, ତା ଉପରେ ଜୋର ଦିଆଯାଇଛି।

ଗତ କିଛି ବର୍ଷ ଧରି ରାଜ୍ୟ ବିଭିନ୍ନ ସ୍ଥାନରୁ ନିୟମିତ ଭାବେ ବାଘ ଛାଲ, ନଖ ଦାନ୍ତ ସହ ହାତୀ ଦାନ୍ତ ଓ ବଜ୍ରକାପ୍ତା କାତି ସହ ଜୀବନ୍ତ ପ୍ରାଣୀ ଜବତର ଏକାଧିକ ଘଟଣା ନଜରକୁ ଆସିଛି। ତେବେ ଏହାର ସଂଖ୍ୟା ଅତି ନଗଣ୍ୟ ହୋଇଥିବା ବେଳେ ଅଧିକାଂଶ କ୍ଷେତ୍ରରେ କାରବାର ରୋକିବାରେ ଫେଲ୍‌ ମାରୁଛି ବନ ବିଭାଗ। ସେପଟେ ଚୋରା କାରବାର ସ୍ଥଳପଥ ଛଡ଼ା ଏବେ ଜଳ ଓ ଆକାଶ ପଥରେ ବଢ଼ିଚାଲିଥିବାରୁ ଏ ଦିଗରେ ସଂପୃକ୍ତ ଅଧିକାରୀମାନେ କଡ଼ା ନଜର ରଖିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story