୭.୫୦ ଲକ୍ଷ ଟଙ୍କାରେ ନିଲାମ ହେଲା ଗଜାନନଙ୍କ ‘ଆଜ୍ଞା ଲଡ଼ୁ’

ଅନୁଗୋଳ(ବିରଜା ଦାଶ): ତାଳଚେରର ଗଣେଶ ପୂଜାର ଆଜି ଭସାଣ ଉତ୍ସବ। ଏଥର ଭସାଣର ମୁଖ୍ୟ ଆକର୍ଷଣ ରହିଛି ଆଜ୍ଞାଲଡ଼ୁ। ଚଳିତବର୍ଷ ୭ ଲକ୍ଷ ୫୦ ହଜାର ଟଙ୍କାରେ ପ୍ରଭୁ ଗଜାନନଙ୍କ ଆଜ୍ଞା ଲଡ଼ୁ ନିଲାମ ହୋଇଛି। ଲଡୁ ନିଲାମରେ ୫ଟି ଅନୁଷ୍ଠାନ ଭାଗ ନେଇଥିଲେ। ତେବେ ସର୍ବଶ୍ରେଷ୍ଠ ନିଲାମଧାରୀ ହୋଇଛନ୍ତି ଲାଲବାଗ ରାଜା। ୧୧ କ୍ୱିଣ୍ଟାଲ୍‌ରୁ ଅଧିକ ଓଜନ ବିଶିଷ୍ଟ ଏହି ବିଶାଳ ଲଡ଼ୁକୁ ନିଲାମସ୍ଥଳକୁ ନେବା ପାଇଁ ଏକ କ୍ରେନର ସାହାଯ୍ୟ ନିଆଯାଇଛି। କେନ୍ଦ୍ରୀୟ ଗଣେଶ […]

angul1

angul1

Manoranjan Sial
  • Published: Saturday, 14 September 2019
  • Updated: 14 September 2019, 06:19 PM IST

Sports

Latest News

ଅନୁଗୋଳ(ବିରଜା ଦାଶ): ତାଳଚେରର ଗଣେଶ ପୂଜାର ଆଜି ଭସାଣ ଉତ୍ସବ। ଏଥର ଭସାଣର ମୁଖ୍ୟ ଆକର୍ଷଣ ରହିଛି ଆଜ୍ଞାଲଡ଼ୁ। ଚଳିତବର୍ଷ ୭ ଲକ୍ଷ ୫୦ ହଜାର ଟଙ୍କାରେ ପ୍ରଭୁ ଗଜାନନଙ୍କ ଆଜ୍ଞା ଲଡ଼ୁ ନିଲାମ ହୋଇଛି। ଲଡୁ ନିଲାମରେ ୫ଟି ଅନୁଷ୍ଠାନ ଭାଗ ନେଇଥିଲେ। ତେବେ ସର୍ବଶ୍ରେଷ୍ଠ ନିଲାମଧାରୀ ହୋଇଛନ୍ତି ଲାଲବାଗ ରାଜା।

୧୧ କ୍ୱିଣ୍ଟାଲ୍‌ରୁ ଅଧିକ ଓଜନ ବିଶିଷ୍ଟ ଏହି ବିଶାଳ ଲଡ଼ୁକୁ ନିଲାମସ୍ଥଳକୁ ନେବା ପାଇଁ ଏକ କ୍ରେନର ସାହାଯ୍ୟ ନିଆଯାଇଛି। କେନ୍ଦ୍ରୀୟ ଗଣେଶ ପୂଜା କମିଟି, ତାଳଚେରର ସଭାପତି ତଥା ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଳଚେର ବିଧାୟକ, ଢେଙ୍କାନାଳ ସାଂସଦ, ଅନୁଗୋଳ ଜିଲ୍ଲାପାଳ, ଏସ୍‌ଡିପିଓ ଓ ପୂଜା କମିଟିର କର୍ମକର୍ତ୍ତା ଯୋଗଦେଇଥିଲେ।

ଏହାପରେ ଭସାଣି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ୩୧ଟି ପୂଜାମଣ୍ଡପର କର୍ମକର୍ତ୍ତାମାନେ ମେଢ଼ ସହିତ କ୍ରମାନ୍ୱୟରେ ଏହି ଭସାଣି ଉତ୍ସବରେ ସାମିଲ ହୋଇଛନ୍ତି। ସହର ପରିକ୍ରମା ପରେ ବ୍ରାହ୍ମଣୀ ନଦୀ କୂଳରେ ନିର୍ମିତ କୃତ୍ରିମ ଜଳାଶୟରେ ମୂର୍ତ୍ତି ବିସର୍ଜନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story