ସୁଧୁରୁଛି ସ୍ଥିତି: ଲଗାଣ ବର୍ଷା ଓ ବନ୍ୟାରେ ୩ ଲକ୍ଷ ପ୍ରଭାବିତ, ୬୪ହଜାର ଲୋକ ସ୍ଥାନାନ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଓ ବନ୍ୟା ଜଳ ମାଡ଼ିଯିବା ଯୋଗୁ ରାଜ୍ୟର ୧୧ଟି ଜିଲ୍ଲାର ୩୯ଟି ବ୍ଲକ୍ ଓ ୯ଟି ସହରାଞ୍ଚଳର ମୋଟ ୨ଲକ୍ଷ ୯୬ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ୬୪,୩୫୪ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଜି ସନ୍ଧ୍ୟା ୬ଟା ସୁଦ୍ଧା କେବଳ ନିମାପଡ଼ାଠାରେ କୁଶଭଦ୍ରା ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ରାଜ୍ୟର ଅନ୍ୟ ସମସ୍ତ ନଦୀର ଜଳସ୍ତର ହ୍ରାସ ପାଉଥିବା ଜଣାପଡ଼ିଛି। […]

flood

flood

Manoranjan Sial
  • Published: Thursday, 15 August 2019
  • Updated: 15 August 2019, 08:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଓ ବନ୍ୟା ଜଳ ମାଡ଼ିଯିବା ଯୋଗୁ ରାଜ୍ୟର ୧୧ଟି ଜିଲ୍ଲାର ୩୯ଟି ବ୍ଲକ୍ ଓ ୯ଟି ସହରାଞ୍ଚଳର ମୋଟ ୨ଲକ୍ଷ ୯୬ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ୬୪,୩୫୪ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଜି ସନ୍ଧ୍ୟା ୬ଟା ସୁଦ୍ଧା କେବଳ ନିମାପଡ଼ାଠାରେ କୁଶଭଦ୍ରା ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ରାଜ୍ୟର ଅନ୍ୟ ସମସ୍ତ ନଦୀର ଜଳସ୍ତର ହ୍ରାସ ପାଉଥିବା ଜଣାପଡ଼ିଛି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ବର୍ଷା ଓ ବନ୍ୟା ଯୋଗୁ ବଲାଙ୍ଗୀର ଜିଲ୍ଲାର ସର୍ବାଧିକ ୧୭୬୩ଟି ଗାଁର ୨ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୩,୭୯୧ଜଣ ଲୋକଙ୍କୁ ୭୮ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ସେହିପରି ବୌଦ୍ଧ ଜିଲ୍ଲାର ୧୯,୬୯୩ଜଣ ଲୋକଙ୍କୁ ୨୩ଟି ଆଶ୍ରୟସ୍ଥଳୀରେ, କଳାହାଣ୍ଡିର ୧୬୦୫ଜଣଙ୍କୁ ୩୬ଟି ଆଶ୍ରୟସ୍ଥଳୀ ଓ ସୁବର୍ଣ୍ଣପୁରର ୬୬୧୬ଜଣ ଲୋକଙ୍କୁ ୨୨ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ସମସ୍ତ ଆଶ୍ରୟସ୍ଥଳୀରେ ପ୍ରଶାସନ ପକ୍ଷରୁ ମାଗଣା ରନ୍ଧାଖାଦ୍ୟର ବନ୍ଦୋବସ୍ତ ହୋଇଛି। ୧୧ଟି ଜିଲ୍ଲା ଯଥା ଅନୁଗୁଳ, ବରଗଡ଼, ବଲାଙ୍ଗିର, ବୌଦ୍ଧ, କଟକ, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼, ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାର ମୋଟ ୧୯୫୧ଟି ଗାଁ ବନ୍ୟା ଓ ବର୍ଷା ଜଳରେ ପ୍ରଭାବିତ ହୋଇଛି।

ହୀରାକୁଦ ଜଳଭଣ୍ଡାର ଜଳଧାରଣ କ୍ଷମତା ୬୩୦ଫୁଟ୍ ଥିବାବେଳେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୧.୮୫ଫୁଟ୍ ରହିଛି। ଜଳଭଣ୍ଡାର ଭିତରକୁ ୧.୯୫ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୩.୩୧ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଖଇରମାଳଠାରେ ୨.୮୬ଲକ୍ଷ କ୍ୟୁସେକ, ବରମୂଳଠାରେ ୩.୭୫ଲକ୍ଷ କ୍ୟୁସେକ ଓ ମୁଣ୍ଡୁଳିଠାରେ ୬.୬୨ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଛି।

ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତରରୁ ଜଣାପଡ଼ିଛି ଯେ, ଆଜି ମୁଣ୍ଡଳୀ ଓ ଆଳିପିଙ୍ଗଳଠାରେ ମହାନଦୀର ଜଳସ୍ତର ଦିନ ୧୨ଟା ପରଠୁ କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ସେହିପରି ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ଋଷିକୁଲ୍ୟା, ଜଳକା ନଦୀର ଜଳସ୍ତର ମଧ୍ୟ ହ୍ରାସ ପାଉଥିବା ରେକର୍ଡ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story