ସୁଭଦ୍ରାଙ୍କ ରଥରେ ଡାକ ଛାଡ଼ିବେ ମହିଳା ଡ଼ାହୁକ

କୋରାପୁଟ (ସୂର୍ଯ୍ୟକାନ୍ତ ପଣ୍ଡା): ରଥଯାତ୍ରାରେ ସୁଭଦ୍ରାଙ୍କ ରଥରେ ଡାହୁକ ହେବେ ଦୁଇ ମହିଳା। ଏପରି ନିଷ୍ପତ୍ତି ଶାବର ଶ୍ରୀକ୍ଷେତ୍ର ମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି। କୋରାପୁଟ୍‌ ପୁଲିସ ପ୍ରଶାସନରେ କାର୍ଯ୍ୟରତ ଦୁଇ ଜଣ ମହିଳା କର୍ମଚାରୀ ଦେବୀ ସୁଭଦ୍ରାଙ୍କ ରଥରେ ଡାହୁକ ହେବେ। ଏନେଇ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସହ ସମ୍ପାଦକ ଜଗବନ୍ଧୁ ସାମଲ ସୂଚନା ଦେଇଛନ୍ତି। ୧୯୭୨ ମସିହାରୁ ଶାବର ଶ୍ରୀକ୍ଷେତ୍ରରେ ଗୋଟିଏ ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବିଜେ କରାଯାଉଥିଲା। ଚଳିତବର୍ଷ ପ୍ରଥମ ଥର […]

jagannath

jagannath

Manoranjan Sial
  • Published: Wednesday, 03 July 2019
  • Updated: 03 July 2019, 04:58 PM IST

Sports

Latest News

କୋରାପୁଟ (ସୂର୍ଯ୍ୟକାନ୍ତ ପଣ୍ଡା): ରଥଯାତ୍ରାରେ ସୁଭଦ୍ରାଙ୍କ ରଥରେ ଡାହୁକ ହେବେ ଦୁଇ ମହିଳା। ଏପରି ନିଷ୍ପତ୍ତି ଶାବର ଶ୍ରୀକ୍ଷେତ୍ର ମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି। କୋରାପୁଟ୍‌ ପୁଲିସ ପ୍ରଶାସନରେ କାର୍ଯ୍ୟରତ ଦୁଇ ଜଣ ମହିଳା କର୍ମଚାରୀ ଦେବୀ ସୁଭଦ୍ରାଙ୍କ ରଥରେ ଡାହୁକ ହେବେ। ଏନେଇ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସହ ସମ୍ପାଦକ ଜଗବନ୍ଧୁ ସାମଲ ସୂଚନା ଦେଇଛନ୍ତି।

୧୯୭୨ ମସିହାରୁ ଶାବର ଶ୍ରୀକ୍ଷେତ୍ରରେ ଗୋଟିଏ ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବିଜେ କରାଯାଉଥିଲା। ଚଳିତବର୍ଷ ପ୍ରଥମ ଥର ପାଇଁ ୩ଟି ରଥ ନିର୍ମାଣ କରାଯାଇଛି। ଆଉ ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିବେ। ଏପରିକି ସୁଭଦ୍ରାଙ୍କ ରଥରେ ମହିଳା ଡାହୁକ ଡାକ ଛାଡ଼ିବେ। ଏଥିପାଇଁ ଝାନାମଣୀ ତ୍ରିପାଠୀ ଓ ପ୍ରତିମା ଭୋଳଙ୍କୁ ଡାହୁକ କରିବାକୁ ନିଷ୍ପତ୍ତି ନିଆଯାଇଛି।

[caption id="attachment_401719" align="aligncenter" width="742"] ସୁଭଦ୍ରା ରଥରେ ଦୁଇ ମହିଳା ଡାହୁକ[/caption]

ସ୍ନାନ କରିବା ପରେ ମହାପ୍ରଭୁ ଅସୁସ୍ଥ ହୋଇପଡ଼ିଥିଲେ। ଆଦିବାସୀ ସେବକଙ୍କ ସେବାରେ ସୁସ୍ଥ ହୋଇ ୧୫ ଦିନ ପରେ ଚତୁର୍ଦ୍ଧା ମୂର୍ତ୍ତି ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। କାଲି ରଥଯାତ୍ରା ଥିବାରୁ ବଡ଼ଦାଣ୍ଡରେ ତିନି ରଥ ପ୍ରସ୍ତୁତ ହୋଇସାରିଛି। ରୀତିନୀତି ଅନୁସାରେ ତିନି ରଥକୁ ଆଜି ପୁଜାର୍ଚ୍ଚନା କରାଯାଇଥିଲା।ଆସନ୍ତାକାଲି ସକାଳେ ମାଆ ବିମଳାଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ତିନି ଠାକୁରଙ୍କ ପହଣ୍ଡି କରାଯିବ ବୋଲି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସହ ସମ୍ପାଦକ ଜଗବନ୍ଧୁ ସାମଲ ଜଣାଇଛନ୍ତି।

ଚଳିତବର୍ଷପ୍ରଥମ ଥର ପାଇଁ ଶାବରଶ୍ରୀକ୍ଷେତ୍ରରେ ୩ଟି ରଥ ନିର୍ମାଣ କରାଯାଇଛି। ରାଜ୍ୟର କୋଣଅନୁକୋଣରୁ ଆସିଥିବା ମହାରଣାମାନେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପୁରୀ ଜିଲ୍ଲା ରଘୁରାଜପୁରରୁ ଆସିଥିବା ଶିଳ୍ପୀମାନେ ଘୋଡ଼ା ତିଆରି କରିଛନ୍ତି। ସେହିପରି ଜଗଦଲପୁରରୁ ଆସିଥିବା କାରିଗରମାନେ ପାର୍ଶ୍ୱ ଦେବାଦେବୀଙ୍କୁ ତିଆରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story