ଆନ୍ତଃରାଜ୍ୟ ଜଳ ବିବାଦ ସଂଶୋଧନ ବିଲକୁ ବିଜେଡିର ବିରୋଧ

ନୂଆଦିଲ୍ଲୀ: ଲୋକସଭାରେ ଉପସ୍ଥାପିତ ଆନ୍ତଃରାଜ୍ୟ ଜଳ ବିବାଦ ସଂଶୋଧନ ବିଲକୁ ବିଜେଡି ବିରୋଧ କରିଛି। ବିଲ୍‌ ଦ୍ୱାରା ବିଚାର ପ୍ରକ୍ରିୟାରେ ବିଳମ୍ୱ ହେବ। ବିଲରେ ଯାହା ସଂଶୋଧନ ହୋଇଛି ତାହା ସମ୍ୱିଧାନ ପରିପନ୍ଥୀ ବୋଲି ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି। ଗତକାଲି ଲୋକସଭାରେ ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ଉମା ଭାରତୀ ଏହି ବିଲ୍‌ ଉପସ୍ଥାପନ କରିଥିଲେ। ସେ କହିଥିଲେ,“ଆନ୍ତଃରାଜ୍ୟ ନଦୀ ଜଳ ବିବାଦର ସମାଧାନ ପାଇଁ […]

lok-sabha

lok-sabha

Rakesh Mallick
  • Published: Wednesday, 15 March 2017
  • Updated: 15 March 2017, 10:12 AM IST

Sports

Latest News

ନୂଆଦିଲ୍ଲୀ: ଲୋକସଭାରେ ଉପସ୍ଥାପିତ ଆନ୍ତଃରାଜ୍ୟ ଜଳ ବିବାଦ ସଂଶୋଧନ ବିଲକୁ ବିଜେଡି ବିରୋଧ କରିଛି। ବିଲ୍‌ ଦ୍ୱାରା ବିଚାର ପ୍ରକ୍ରିୟାରେ ବିଳମ୍ୱ ହେବ। ବିଲରେ ଯାହା ସଂଶୋଧନ ହୋଇଛି ତାହା ସମ୍ୱିଧାନ ପରିପନ୍ଥୀ ବୋଲି ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି।

ଗତକାଲି ଲୋକସଭାରେ ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ଉମା ଭାରତୀ ଏହି ବିଲ୍‌ ଉପସ୍ଥାପନ କରିଥିଲେ। ସେ କହିଥିଲେ,“ଆନ୍ତଃରାଜ୍ୟ ନଦୀ ଜଳ ବିବାଦର ସମାଧାନ ପାଇଁ ବିଲ୍‌ ବୈପ୍ଳବିକ ପଦକ୍ଷେପ ହେବ। ଏହାଦ୍ୱାରା ଆଗକୁ ରାଜ୍ୟ ରାଜ୍ୟ ମଧ୍ୟରେ ଥିବା ଜଳ ବିବାଦର ବିଚାର ସିଙ୍ଗଲ ଷ୍ଟାଣ୍ଡିଂ ଟ୍ରିବ୍ୟୁନାଲରେ ହେବ। ସର୍ବାଧିକ ସାଢ଼େ ୪ ବର୍ଷରେ ରାଜ୍ୟ ରାଜ୍ୟ ମଧ୍ୟରେ ଥିବା ଜଳ ବିବାଦର ସମାଧାନ କରାଯିବ। ଟ୍ରିବ୍ୟୁଲାର ରାୟ ଚୁଡାନ୍ତ ନିଷ୍ପତ୍ତି ଭାବେ ଗ୍ରହଣ କରାଯିବ। କୌଣସି ଜଳ ବିବାଦ ଟ୍ରିବ୍ୟୁନାଲକୁ ଯିବା ପୂର୍ବରୁ ଏକ ବିବାଦ ସମାଧାନ କମିଟି ଜରିଆରେ ଆପୋଷ ଆଲୋନା କରାଯାଇ ସମାଧାନ କରାଯିବାକୁ ଚେଷ୍ଟା କରିବାକୁ ନୂଆ ବିଲ୍‌ରେ ବ୍ୟବସ୍ଥା ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story