ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଟେକ୍ସଟାଇଲ୍କୁ ନେଇ ଅନେକ ସୁଯୋଗ ରହିଛି। ଏଠାରେ ଲୋକମାନଙ୍କର ଟେକ୍ସଟାଇଲ୍ ପ୍ରତି ରୁଚି ବଢ଼ିବାରେ ଲାଗିଛି। ଏହା କହିଛନ୍ତି ଇଣ୍ଟରନ୍ୟାସନାଲ ଫ୍ୟାସନ୍ ଡିଜାଇନର୍ ବିଭୁ ମହାପାତ୍ର।
'ମେକ୍ ଇନ୍ ଓଡ଼ିଶା' କନ୍କ୍ଲେଭ୍ରେ ଯୋଗ ଦେବାକୁ ଭୁବନେଶ୍ୱର ଆସିଥିବା ବିଭୁ ଗତକାଲିର ଫ୍ୟାଶନ୍ ଶୋ’ ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଫ୍ୟାଶନ୍ ଡିଜାଇନ୍କୁ ନେଇ ଥିବା ସୁଯୋଗ ସମ୍ପର୍କରେ ନିଜ ଅନୁଭୂତି ବଖାଣିଛନ୍ତି। ସେ କହିଛନ୍ତି ଗତ ଥର କନ୍କ୍ଲେଭ୍କୁ ଗୋଟିଏ କମ୍ପାନୀ ଆସିଥିଲା। ଏଥର ୨୦୧୮ରେ ୩ଟି କମ୍ପାନୀ ଆସିଛନ୍ତି। ଆଗାମୀ ଦିନରେ ଏହି ସଂଖ୍ୟା ବଢିବ।
ସେ ମଧ୍ୟ ଆଗାମୀ ଦିନରେ ରାଜ୍ୟର ଟେକ୍ସଟାଇଲ୍ କ୍ଷେତ୍ରରେ ଅଧିକ ଗବେଷଣା କରି କିଛି ପୁଞ୍ଜି ନିବେଶ ପାଇଁ ଚେଷ୍ଟା କରିବେ ବୋଲି ବିଭୁ ମହାପାତ୍ର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
![Tension situation Tension situation](https://assets.odishareporter.in/uploadimage/library/16_9/16_9_3/IMAGE_1734580457.jpg)
Crime
ହଷ୍ଟେଲ ବାଥରୁମ୍ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
ଛାତ୍ରୀଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ।
![Accused Accused](https://assets.odishareporter.in/uploadimage/library/16_9/16_9_3/Accused_1734579393.jpg)
Crime
ମୁଁ ଆଇଏଏସ୍ ଅଫିସର; ଚାକିରି କରାଇଦେବି କହି ଲୁଟୁଥିଲେ ମହିଳା
ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ କଟକ ବିଡାନାସୀ ଥାନାରେ ଅଭିଯୋଗ ହୋଇଛି।
Crime
ନିଶାସକ୍ତ ଯୁବକଙ୍କ ଉନ୍ମତ କାଣ୍ଡ; ୪ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ନିଶାସକ୍ତ ଯୁବକ ଘଟାଇଲେ ଉନ୍ମତ କାଣ୍ଡ। ଅଣ୍ଡା ଓ ଟଙ୍କା ନ ଦେବାରୁ ଜଣେ ଅଣ୍ଡା ଟ୍ରକ୍ ଡ୍ରାଇଭରଙ୍କ ସମେତ ୪ ଜଣଙ୍କୁ ଗୋଡ଼ାଇ ଗୋଡ଼େଇ ହାଣିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି
![Cow Cow](https://assets.odishareporter.in/uploadimage/library/16_9/16_9_3/Cow_1734576259.jpg)
Crime
ପିକଅପ୍ ଭ୍ୟାନରେ ଚାଲାଣ ହେଉଥିଲା ଗୋରୁ; ମାଡ଼ି ବସିଲା ପୁଲିସ
ଉଦ୍ଧାର ହୋଇଥିବା ଗୋରୁଙ୍କୁ ଗୋଶାଳାରେ ଛଡାଯିବ ବୋଲି ଜଣାଯାଇଛି।
Crime
ମହିଳାଙ୍କୁ ଅସଦାଚରଣ କରି ଜଗତସିଂହପୁର ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ
ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଏହି ଘଟଣାରେ ସମ୍ପୃକ୍ତ ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ଲେଙ୍କାଙ୍କୁ ଚାକିରିରୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେବା ସହ ଆସନ୍ତା ୩ମାସ ମଧ୍ୟରେ ଜଣେ ମହିଳା ତଦନ୍ତକାରୀ ଅଫିସର ଓ ଜଣେ ମହିଳା ମାର୍ଶାଲିଂ ଅଫିସରଙ୍କ ମାଧ୍ୟମରେ ସମସ୍ତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ତାଗିଦ୍ କରିଛନ୍ତି।