ମହାଠକ ଜାଲରେ ପଡ଼ି ହଟହଟା ହେଲେ ଭାଲେଣ୍ଟିନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଠକ ସୌମ୍ୟଜିତ ତ୍ରିପାଠୀଙ୍କ ଜାଲ ପଡ଼ିଛନ୍ତି ସର୍ବଭାରତୀୟ କରାଟେ ଖେଳାଳି ଭାଲିନା ଭାଲେଣ୍ଟିନା। ୭୨ ହଜାର ଟଙ୍କା ଫୋନ୍‌କୁ ୧୦ ହଜାର ଟଙ୍କା କମ୍‌ରେ କିଣି ସେ ହଟହଟା ହୋଇଛନ୍ତି। ମହାଠକଙ୍କ ଜାଲରେ କେବଳ ଭେଲେଣ୍ଟାନା ନୁହନ୍ତି, ବହୁ ସରକାରୀ କର୍ମଚାରୀ ଓ ବ୍ୟବସାୟୀ ପଡ଼ିଥିବା ଜଣାପଡ଼ିଛି। ମହାଠକ ସୌମ୍ୟଜିତ ତ୍ରିପାଠୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ମେକାନିକାଲ ଇଂଜିନିୟର। ହେଲେ ପେଶା ତାଙ୍କର ଠକିବା। ସେ କେତେବେଳେ ନିଜକୁ ଗୁଗୁଲ୍‌ର ଓଡ଼ିଶା ଇନ୍‌ଚାର୍ଯ୍ୟ କହୁଥିଲେ […]

valina-valantina

valina-valantina

Manoranjan Sial
  • Published: Monday, 25 November 2019
  • Updated: 25 November 2019, 10:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଠକ ସୌମ୍ୟଜିତ ତ୍ରିପାଠୀଙ୍କ ଜାଲ ପଡ଼ିଛନ୍ତି ସର୍ବଭାରତୀୟ କରାଟେ ଖେଳାଳି ଭାଲିନା ଭାଲେଣ୍ଟିନା। ୭୨ ହଜାର ଟଙ୍କା ଫୋନ୍‌କୁ ୧୦ ହଜାର ଟଙ୍କା କମ୍‌ରେ କିଣି ସେ ହଟହଟା ହୋଇଛନ୍ତି। ମହାଠକଙ୍କ ଜାଲରେ କେବଳ ଭେଲେଣ୍ଟାନା ନୁହନ୍ତି, ବହୁ ସରକାରୀ କର୍ମଚାରୀ ଓ ବ୍ୟବସାୟୀ ପଡ଼ିଥିବା ଜଣାପଡ଼ିଛି।

ମହାଠକ ସୌମ୍ୟଜିତ ତ୍ରିପାଠୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ମେକାନିକାଲ ଇଂଜିନିୟର। ହେଲେ ପେଶା ତାଙ୍କର ଠକିବା। ସେ କେତେବେଳେ ନିଜକୁ ଗୁଗୁଲ୍‌ର ଓଡ଼ିଶା ଇନ୍‌ଚାର୍ଯ୍ୟ କହୁଥିଲେ ତ ଆଉ କେତେବେଳେ ଡିଆର୍‌ଡିଓ ଅଧିକାରୀ। ପୁଣି କେତେବେଳେ କମର୍ସିଆଲ୍‌ ସେଲ୍‌ଟାକ୍ସ ଅଧିକାରୀ କହୁଥିଲା ସୌମ୍ୟଜିତ। ଏବେ ଧରାପଡ଼ିବା ପରେ ମହା ଠକେଇର ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ସାମ୍ନାକୁ ଆସିଛି।

ସୌମ୍ୟଜିତଙ୍କ ଠକାମୀରେ ଶିକାର ହୋଇ ହଟ୍ଟହଟା ହୋଇଛନ୍ତି ଭାଲିନା ଭାଲେଣ୍ଟିନା। ୭୨ ହଜାର ଟଙ୍କାର ଦାମୀ ଫୋନ୍‌କୁ ୧୦ ହଜାର ଟଙ୍କା କମ୍‌ରେ ଭାଲେଣ୍ଟିନା କିଣି ନାକେଦମ୍‌ ହୋଇଛନ୍ତି। ବ୍ୟବହୃତ ଫୋନଟି ଚୋରା ବୋଲି ସ୍ପେଶାଲ ସ୍କାର୍ଡ ଜଣାଇବା ପରେ ଭାଲେଣ୍ଟିନା ନିଜେ ଆସି ଫୋନ୍‌ଟିକୁ ଫେରାଇଛନ୍ତି। ୩ ଲକ୍ଷ ଟଙ୍କା ନଫେରାଇ ଦାମୀ ଫୋନକୁ ଅଫର ଜରିଆରେ ଦେବ କହି ଭାଲେଣ୍ଟିନାଙ୍କୁ ଫସାଇ ଥିଲା ସୌମ୍ୟଜିତ। ଏହି ମହା ଠକାମୀରେ କେବଳ ଭାଲେଣ୍ଟିନା ନୁହଁନ୍ତି, ବହୁ ସରକାରୀ ବାବୁ ଓ ବ୍ୟବସାୟୀ ମଧ୍ୟ ଶିକାର ହୋଇଥିବା ଜଣାପଡିଛି।

ସୌମ୍ୟଜିତ ନିଜ ଫୋନ୍‌ର ଟ୍ରୁକଲରେ ବାପାଙ୍କ ନା ବ୍ୟବହାର କରିବା ସହ ନିଜକୁ କମର୍ସିଆଲ୍‌ ଟାକ୍ସ ଅଫିସର ପରିଚୟ ଦେଉଥିଲେ। ନିଜେ ଫୋନ୍‌ କରି ଦାମୀଦାମୀ ମୋବାଇଲ୍, ଲାପଟପ୍ ବୁକ୍ କରିବା ପରେ ସେ ହିଁ ଅଫିସ ଷ୍ଟାଫ୍‌ କହି ଜନିଷ ଆଣୁଥିଲେ। ଏହାପରେ ହୋଇଯାଉଥିଲେ ଗାୟବ। ଘଟଣା ପରେ ପୁଲିସ ତାଙ୍କଠାରୁ ୧୦ ଲକ୍ଷ ଟଙ୍କାର ଦାମୀ ଫୋନ, ଲାପ୍‌ଟପ୍‌ ଜବତ କରିଛି। ଏହାସହ ବିଭିନ୍ନ ଥାନାରେ ତାଙ୍କ ନାଁରେ ତିନିଟି ମାମଲା ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story