ଆଇଓସିଏଲ୍ ରିଫାଇନାରିକୁ ଭାଟ୍ ଛାଡ଼ କରି କ୍ଷତି ସହୁଛି ଓଡ଼ିଶା

ଭୁବନେଶ୍ୱର: ପାରାଦୀପ ସ୍ଥିତ ଆଇଓସିଏଲ୍ ରିଫାଇନାରିକୁ ଭାଟ୍ ଛାଡ଼ କରି ଓଡ଼ିଶା କ୍ଷତି ସହୁଛି।  ଏ ନେଇ କର୍ମସିଆଲ୍ ଟାକ୍ସ କମିଶନର ଅର୍ଥ ବିଭାଗ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ ଆଇଓସିଏଲ୍ ରିଫାଇନାରିକୁ ଭାଟ୍ ଛାଡ଼ କରି ଓଡ଼ିଶା ଭାଟ୍ ଆଇନର ଉଲ୍ଲଂଘନ କରାଯାଇଛି। ଏଥିପାଇଁ ୨୦୧୬-୧୭ରେ ରାଜ୍ୟ ୨ ହଜାର କୋଟି ଟଙ୍କାର କ୍ଷତି ସହିଛି। ଏଭଳି ବିପୁଳ ପରିମାଣର ରାଜସ୍ୱ କ୍ଷତିକୁ ଅନ୍ୟାନ୍ୟ କ୍ଷେତ୍ରରୁ ଭରଣା କରାଯାଇପାରିବ […]

iocl

iocl

Rakesh Mallick
  • Published: Tuesday, 13 September 2016
  • Updated: 13 September 2016, 08:11 PM IST

Sports

Latest News

ioclଭୁବନେଶ୍ୱର: ପାରାଦୀପ ସ୍ଥିତ ଆଇଓସିଏଲ୍ ରିଫାଇନାରିକୁ ଭାଟ୍ ଛାଡ଼ କରି ଓଡ଼ିଶା କ୍ଷତି ସହୁଛି।  ଏ ନେଇ କର୍ମସିଆଲ୍ ଟାକ୍ସ କମିଶନର ଅର୍ଥ ବିଭାଗ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି।

ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ ଆଇଓସିଏଲ୍ ରିଫାଇନାରିକୁ ଭାଟ୍ ଛାଡ଼ କରି ଓଡ଼ିଶା ଭାଟ୍ ଆଇନର ଉଲ୍ଲଂଘନ କରାଯାଇଛି। ଏଥିପାଇଁ ୨୦୧୬-୧୭ରେ ରାଜ୍ୟ ୨ ହଜାର କୋଟି ଟଙ୍କାର କ୍ଷତି ସହିଛି। ଏଭଳି ବିପୁଳ ପରିମାଣର ରାଜସ୍ୱ କ୍ଷତିକୁ ଅନ୍ୟାନ୍ୟ କ୍ଷେତ୍ରରୁ ଭରଣା କରାଯାଇପାରିବ ନାହିଁ। ତେଣୁ ଆବଶ୍ୟକ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ଆଇଓସିଏଲ୍ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ରିଫାଇନାରୀ କମିଶନିଂ ହେବାର ୧୧ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ସରକାର ଟ୍ୟାକ୍ସ ଛାଡ଼ କରିବେ। ଚୁକ୍ତି ଅନୁଯାୟୀ ଏହି ସମୟ ମଧ୍ୟରେ ରାଜ୍ୟ ସରକାର ପ୍ରାୟ ୨୪ହଜାର କୋଟିର ରାଜସ୍ୱ କ୍ଷତି ସହିବେ ବୋଲି ଆକଳନ କରାଯାଉଛି। ଏ ନେଇ ବିବାଦ ସାମ୍ନାକୁ ଆସିବା ପରେ ପୂର୍ବରୁ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ପେଟ୍ରୋଲିୟମ୍ ସଚିବ ଓ ଆଇଓସିଏଲ୍‌ ଅଧ୍ୟକ୍ଷଙ୍କୁ ନେଇ ଜଏଣ୍ଟ ୱାର୍କି ଗ୍ରୁପ୍ ଗଠନ ହୋଇଛି। ଏପ୍ରିଲ୍ ୨୮ ଓ ଜୁଲାଇ ୨୮ରେ ଦୁଇ ଥର ବୈଠକ ବି ବସିଛି। ହେଲେ କିଛି ନିଷ୍ପତ୍ତି ହୋଇ ନାହିଁ।

ଏବେ ପ୍ରଶ୍ନ ଉଠୁଛି ଯଦି ରାଜ୍ୟ ସରକାର ଓ ଆଇଓସିଏଲ୍‌ ମଧ୍ୟରେ ଚୁକ୍ତି ହୋଇଛି ତେବେ କର୍ମସିଆଲ୍ ଟାକ୍ସ କମିଶନର ଏଭଳି ଚିଠି କାହିଁକି ଲେଖିଛନ୍ତି। ପୂର୍ବରୁ ଏହି ପ୍ରସଙ୍ଗ ରାଜ୍ୟ ସରକାର ଉଠାଇଥିବା ବେଳେ କମିଶନର ପୁଣି କାହିଁକି ଉଠାଇଲେ? ବିଜେଡି-ବିଜେପି ଛକାପଞ୍ଝା ଭିତରେ ଟାକ୍ସ ପ୍ରସଙ୍ଗକୁ ଆୟୁଧ କରାଯାଇଛି କି?

ଏ ପ୍ରସଙ୍ଗରେ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି,“ଟାକ୍ସ ଛାଡ଼ ସଂପୂର୍ଣ୍ଣ ବେଆଇନ। ଏହା ଅନୈତିକ। ଓଡ଼ିଶାର ସ୍ୱାର୍ଥ, ବିଶେଷ କରି ସେ ଅଞ୍ଚଳର ସ୍ୱାର୍ଥ ପ୍ରତି କୁଠାରାଘାତ। ଧର୍ମେନ୍ଦ୍ର ପ୍ରଧାନ ଜାଣିଶୁଣି ଏ ସବୁ କରାଉଛନ୍ତି। ଓଡ଼ିଶା ସରକାର ଏହାର ପ୍ରତିବାଦ କରିବା କଥା। ମୁଁ ତ ସରକାର ନୁହଁ। କେବଳ ସେ ଅଞ୍ଚଳର ଜନପ୍ରତିନିଧି ଭାବେ ମୁଁ ଆଖିରୁ ଲୁହ ଗଡ଼ାଉଛି। କିନ୍ତୁ କିଛି କରିପାରୁନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story