ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଲେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଇସ୍ରୋ ଅଧ୍ୟକ୍ଷ କେ. ଶିବନ ରାଜଧାନୀ ଭୁବନେଶ୍ୱର ଆସିଛନ୍ତି। ସେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି)ର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପରେ ସନ୍ଧ୍ୟା ବେଳେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ସେ ଅରୁଗୁଳ ସ୍ଥିତ ଆଇଆଇଟିର ଅଷ୍ଟମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇଥିଲେ। ଛାତ୍ରଛାତ୍ରୀଙ୍କ ଉଦ୍‌ବୋଧନ ଦେଇ କେ. ଶିବନ୍‌ […]

k.-shiva

k.-shiva

Manoranjan Sial
  • Published: Saturday, 21 September 2019
  • Updated: 21 September 2019, 10:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଇସ୍ରୋ ଅଧ୍ୟକ୍ଷ କେ. ଶିବନ ରାଜଧାନୀ ଭୁବନେଶ୍ୱର ଆସିଛନ୍ତି। ସେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି)ର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପରେ ସନ୍ଧ୍ୟା ବେଳେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି।

ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ସେ ଅରୁଗୁଳ ସ୍ଥିତ ଆଇଆଇଟିର ଅଷ୍ଟମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇଥିଲେ। ଛାତ୍ରଛାତ୍ରୀଙ୍କ ଉଦ୍‌ବୋଧନ ଦେଇ କେ. ଶିବନ୍‌ ଭାରତର ମିଶନ୍ “ଗଗନୟାନ” କାର୍ଯ୍ୟକ୍ରମକୁ ନେଇ ଦେଇଥିଲେ ବଡ଼ ଘୋଷଣା। ୨୦୨୧ ଡିସେମ୍ବର ସୁଦ୍ଧା ସ୍ୱଦେଶୀ ରକେଟ୍‌ରେ ମହାକାଶ ଯିବେ ଭାରତୀୟ। ହେଲେ ଏହା ପୂର୍ବରୁ ୨୦୨୦ ଡିସେମ୍ବର ଓ ୨୦୨୧ ଡିସେମ୍ବରରେ ଦୁଇଥର ମାନବବିହୀନ ଅର୍ଥାତ୍‌ ଅନ୍‌ମ୍ୟାଡେନ୍‌ ମହାକାଶଯାନ ପଠାଇବାକୁ ଲକ୍ଷ୍ୟ ରଖାଯାଇଥିବା ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍ କହିଛନ୍ତି। ଏଥିସହ ସେ ଛାତ୍ରଛାତ୍ରୀଙ୍କୁ ନିଜ ଲକ୍ଷ୍ୟ ବଡ଼ ରଖି ରିସ୍କ ନେବାକୁ ଆହ୍ୱାନ ଦେବା ସହ ସଫଳତାର ଗୁରୁମନ୍ତ୍ର ମଧ୍ୟ ଦେଇଛନ୍ତି। ଜୀବନରେ ଫାଣ୍ଟାଷ୍ଟିକ୍ ମିଷ୍ଟେକ୍ (ଚମତ୍କାର ଭୁଲ୍) କର ସେଥିରୁ ଶିଖି ଯଶସ୍ୱୀ ହେବାକୁ ପରାମର୍ଶ ଦେଇଛନ୍ତି କେ. ଶିବନ।

ଆଇଆଇଟି ଭୁବନେଶ୍ୱରର ଦୀକ୍ଷାନ୍ତ ସମାରୋହ ଅବସରରେ ୩ ଜଣଙ୍କୁ ସ୍ୱର୍ଣ୍ଣ, ୧୫ ଜଣଙ୍କୁ ରୌପ୍ୟ ପଦକ ସହ ୩୨ ଜଣଙ୍କୁ ପିଏଚ୍‌ଡି, ୧୦୫ ଜଣଙ୍କୁ ଏମ୍‌ଟେକ୍‌ ଓ ୧୫୨ ଜଣଙ୍କୁ ବିଟେକ୍‌ ଡିଗ୍ରୀ ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story