‘ଗଜରାଜ’ଙ୍କୁ ପିଟିଲା ‘ଐରାବତ’

କେନ୍ଦୁଝର(ପ୍ରଣୟ ପାଣି): ଗଜରାଜଙ୍କୁ ମାରିଛି ‘ଐରାବତ’। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ପ୍ରକୃତରେ କଥାଟି ହେଉଛି, ଗତକାଲି ବିଳମ୍ୱିତ ରାତିରେ ଗୋଟିଏ ହାତୀ ପଲ କେନ୍ଦୁଝର ଜିଲ୍ଲା ଘଟଗାଁ ଦେଇ ଯାଇଥିବା ୨୦ ନମ୍ୱର ଜାତୀୟ ରାଜପଥ ଅତିକ୍ରମ କରୁଥିଲେ। ଏହି ସମୟରେ ‘ଐରାବତ’ ନାମକ ଏକ ବସ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ୩ଟି ଗଜରାଜଙ୍କ ମୃତ୍ୟୁ ଘଟିଥିଲା। ପୂରା ଘଟଣା ଏମିତି। ଘଟଗାଁ ରେଞ୍ଜ ବାଲିଯୋଡ଼ି ନିକଟରେ ହାତୀ ପଲକୁ ଗୋଟିଏ […]

It-was-a-bus-and-not-the-overturned-truck-that-killed-three-elephants-in-keonjhar-odisha

Manoranjan Sial
  • Published: Thursday, 22 August 2019
  • Updated: 22 August 2019, 10:40 PM IST

କେନ୍ଦୁଝର(ପ୍ରଣୟ ପାଣି): ଗଜରାଜଙ୍କୁ ମାରିଛି ‘ଐରାବତ’। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ପ୍ରକୃତରେ କଥାଟି ହେଉଛି, ଗତକାଲି ବିଳମ୍ୱିତ ରାତିରେ ଗୋଟିଏ ହାତୀ ପଲ କେନ୍ଦୁଝର ଜିଲ୍ଲା ଘଟଗାଁ ଦେଇ ଯାଇଥିବା ୨୦ ନମ୍ୱର ଜାତୀୟ ରାଜପଥ ଅତିକ୍ରମ କରୁଥିଲେ। ଏହି ସମୟରେ ‘ଐରାବତ’ ନାମକ ଏକ ବସ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ୩ଟି ଗଜରାଜଙ୍କ ମୃତ୍ୟୁ ଘଟିଥିଲା।

ପୂରା ଘଟଣା ଏମିତି। ଘଟଗାଁ ରେଞ୍ଜ ବାଲିଯୋଡ଼ି ନିକଟରେ ହାତୀ ପଲକୁ ଗୋଟିଏ ଟ୍ରକ୍‌ ଧକ୍କା ଦେଇଥିବା ପ୍ରଥମେ କୁହାଯାଉଥିଲା। କିନ୍ତୁ ଏହି ଦୁର୍ଘଟଣାରେ ଆସିଛି ନୂଆ ତଥ୍ୟ। କୌଣସି ଟ୍ରକ ନୁହେଁ, ବରଂ ବସ୍‌ ‘ଐରାବତ’ ଧକ୍କାରେ ୩ ହାତୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଘଟଣାସ୍ଥଳରୁ କିଛି ଦୂରରେ ଲାଗିଥିବା ସିସିଟିଭିର ଫୁଟେଜରୁ ଏହା ଜଣାପଡ଼ିଥିବା କେନ୍ଦୁଝର ଡିଏଫ୍ଓ ସନ୍ତୋଷ ଯୋଶୀ କହିଛନ୍ତି। ଦୁର୍ଘଟଣା ଘଟାଇଥିବା ବସ୍‌ଟି ବଡ଼ବିଲର ଏକ ଗ୍ୟାରେଜରୁ ଠାବ କରାଯାଇଛି। ବସର ଡ୍ରାଇଭରକୁ ନିଜ ହେପାଜକକୁ ନେଇଛି ବନ ବିଭାଗ।

ବସ ‘ଐରାବତ’ କଟକରୁ ବଡ଼ବିଲ୍‌ ଯାଉଥିବା ବେଳେ ହାତୀପଲକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ବସ୍‌ଟି ପଳାଇ ଯାଇଥିଲା। ତା’ର କିଛି ସମୟ ପରେ ଅନ୍ୟ ଏକ ଟ୍ରକ୍‌ ଆସି ହାତୀଙ୍କୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱକୁ ଗଡ଼ି ଯାଇଥିଲା। ଫଳରେ ୩ଟି ହାତୀର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story