ଇତିଶ୍ରୀ ହତ୍ୟା ମାମଲା: ରାୟଗଡାରେ ୨ଜଣିଆ ସିବିଆଇ ଟିମ

ରାୟଗଡା: ବହୁଚର୍ଚ୍ଚିତ ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାର ତଦନ୍ତ ପାଇଁ ବୁଧବାର ରାୟଗଡ଼ାରେ ପହଞ୍ଚିଛି ୨ଜଣିଆ ସିବିଆଇ ଟିମ। ପୂର୍ବରୁ ୬ଟି ପର୍ଯ୍ୟାୟରେ ସିବିଆଇ ଏହି ମାମଲାରେ ଏ ଯାଏଁ ୧୨ ଜଣଙ୍କୁ ଜେରା କରି ସାରିଛି। ଆଗାମୀ ଦିନରେ ଆହୁରି ଅଧିକ ଲୋକଙ୍କୁ ଜେରା କରିବା ସମ୍ଭାବନା ରହିଛି।

itishree

itishree

Rakesh Mallick
  • Published: Wednesday, 22 July 2015
  • , Updated: 22 July 2015, 03:01 PM IST

ରାୟଗଡା: ବହୁଚର୍ଚ୍ଚିତ ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାର ତଦନ୍ତ ପାଇଁ ବୁଧବାର ରାୟଗଡ଼ାରେ ପହଞ୍ଚିଛି ୨ଜଣିଆ ସିବିଆଇ ଟିମ। ପୂର୍ବରୁ ୬ଟି ପର୍ଯ୍ୟାୟରେ ସିବିଆଇ ଏହି ମାମଲାରେ ଏ ଯାଏଁ ୧୨ ଜଣଙ୍କୁ ଜେରା କରି ସାରିଛି। ଆଗାମୀ ଦିନରେ ଆହୁରି ଅଧିକ ଲୋକଙ୍କୁ ଜେରା କରିବା ସମ୍ଭାବନା ରହିଛି।

cbi team in rayada for itishreeବର୍ତ୍ତମାନ ସୁଦ୍ଧା ସିବିଆଇ ଇତିଶ୍ରୀ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରି ପାରିନଥିବା ବେଳେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଦ୍ଦେର୍ଶରେ ଅଗଷ୍ଟ ୪ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାପାଇଁ ନିର୍ଦ୍ଦେଶ ରହିଛି।

Related story