ବିଜେଡି ନେତାଙ୍କ ଆକଳନ: ଏଥର ନବୀନଙ୍କୁ ଟପିଯିବେ ରୀତା

ବିଜେପୁର /ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଜେପୁର ପାଇଁ ଭୋଟ୍‌ ସରିଛି। ଏବେ ୨୪ ତାରିଖରେ ବାହାରିବାକୁ ଥିବା ଫଳକୁ ଅପେକ୍ଷା।  ହେଲେ ତା’ପୂର୍ବରୁ କିନ୍ତୁ ବିଜୟ ଦମ୍ଭୋକ୍ତିକୁ ନେଇ ବୟାନବାଜି ଥମୁନି। ରୀତା ସାହୁ ଏଥର ନବୀନଙ୍କ ବିଜୟ ବ୍ୟବଧାନକୁ କାଟିବେ ବୋଲି ବିଜେଡି ଦମ୍ଭୋକ୍ତି କରିଥିଲା ବେଳେ ବିଜେପି ମଧ୍ୟ ନିଜ ପ୍ରାର୍ଥିଙ୍କ ବିଜୟ ନେଇ ନିଶ୍ଚିତ ଥିବା ଦାବି କରିଛି । ଏପଟେ କଂଗ୍ରେସ ବି ହାରିବା ଭୟ ଛାଡ଼ି ୨-୩ ହଜାର ଭୋଟ୍‌ରେ ଜିତିବାକୁ ଦମ୍ଭ […]

4321

4321

Tapas Behera
  • Published: Tuesday, 22 October 2019
  • Updated: 22 October 2019, 08:35 PM IST

Sports

Latest News

ବିଜେପୁର /ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଜେପୁର ପାଇଁ ଭୋଟ୍‌ ସରିଛି। ଏବେ ୨୪ ତାରିଖରେ ବାହାରିବାକୁ ଥିବା ଫଳକୁ ଅପେକ୍ଷା।  ହେଲେ ତା’ପୂର୍ବରୁ କିନ୍ତୁ ବିଜୟ ଦମ୍ଭୋକ୍ତିକୁ ନେଇ ବୟାନବାଜି ଥମୁନି। ରୀତା ସାହୁ ଏଥର ନବୀନଙ୍କ ବିଜୟ ବ୍ୟବଧାନକୁ କାଟିବେ ବୋଲି ବିଜେଡି ଦମ୍ଭୋକ୍ତି କରିଥିଲା ବେଳେ ବିଜେପି ମଧ୍ୟ ନିଜ ପ୍ରାର୍ଥିଙ୍କ ବିଜୟ ନେଇ ନିଶ୍ଚିତ ଥିବା ଦାବି କରିଛି । ଏପଟେ କଂଗ୍ରେସ ବି ହାରିବା ଭୟ ଛାଡ଼ି ୨-୩ ହଜାର ଭୋଟ୍‌ରେ ଜିତିବାକୁ ଦମ୍ଭ ଦେଖାଇଲାଣି।

ବିଜେପୁରର ଭୋଟ୍ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଭୋଟ୍ ଗଣନା ପାଇଁ ମୋଟ ୧୪ଟି ଟେବୁଲ୍ ଏବଂ ପ୍ରତି ଟେବୁଲ୍ ପାଇଁ ରହିବେ ୪ ଜଣ। ଏଇ ୧୪ଟି ଟେବୁଲରୁ  ଗୋଟିଏ ଟେବୁଲ୍ ଭିସିବି ବା ଭିଭିପାଟ୍ କାଉଣ୍ଟିଂ ବୁଥ୍ ଭାବେ ବ୍ୟବହାର ହେବ। ନିର୍ବାଚନ କମିଶନ୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ ମତଗଣନା ସରିବା ପରେ ଯେକୌଣସି ୫ଟି VVPATକୁ ଇଭିଏମ୍ ଫଳ ସହ ମେଳ କରାଯିବ । ମୋଟ୍ ପ୍ରକ୍ରିୟାରେ ୧୦୩ ଜଣ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

ଏପଟେ ଫଳ ଆସିବା ଆଗରୁ ବିଜୟ ଅଙ୍କକଷାରେ ବ୍ୟସ୍ତ ତିନି ଦଳ।  ବିଜେଡି ନେତା ତଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଆକଳନ ବିଜୟ ମାର୍ଜିନ୍‌ରେ ପ୍ରାର୍ଥୀ ରୀତା ସାହୁ ଏଥର ନବୀନଙ୍କୁ ଟପିବେ।

ଗତ ସାଧାରଣ ନିର୍ବାଚନରେ ନବୀନ ଲକ୍ଷେ ୧୦ ହଜାର ଭୋଟ୍ ପାଇଥିଲେ । ରୀତା ତାଙ୍କୁ କାଟି ଲକ୍ଷେ ୨୫ ହଜାରରୁ ଲକ୍ଷେ ୪୦ ହଜାର ଭୋଟ୍ ପାଇବେ । ସେପଟେ ସଂଖ୍ୟା ନକହି ବିଜେପି ରାଜ୍ୟ ସଭାପତି କହିଛନ୍ତି ତାଙ୍କ ପ୍ରାର୍ଥୀ ସନତ ଗଡ଼ତିଆ ନିଶ୍ଚୟ ଜିତିବେ।  ଆଉ ଏପଟେ ବିଜେପୁରରେ ଏଥର ତାଙ୍କ ଦଳ ଭଲ କରିବନି ବୋଲି ପୂର୍ବରୁ କହିଥିବା କଂଗ୍ରେସ ବିଧାୟକ ତାରା ଆଜି ପୁଣି ତାଙ୍କ ଆକଳନ ବଦଳାଇଛନ୍ତି। କହିଛନ୍ତି ବେଶି ନହେଲେ ବି ଆମେ ୨-୩ ହଜାର ଭୋଟ୍‌ରେ ଜିତିବୁ।

ଦୁଇ ବର୍ଷରେ ତିନିଟି ନିର୍ବାଚନର ସାମ୍ନା କରିଥିବା ବିଜେପୁରରେ ସାଧାରଣ ନିର୍ବାଚନ ଅପେକ୍ଷା ଏଥର ମତଦାନ ହାର ସାମାନ୍ୟ ବଢିଛି । ୨୦୧୮ ଉପନିର୍ବାଚନରେ ମତଦାନ ହାର ୮୨ ପ୍ରତିଶତ ଥିଲା ବେଳେ ୧୯ ସାଧାରଣ ନିର୍ବାଚନରେ ଏହା ୭୯ ପ୍ରତିଶତକୁ ଖସି ଆସିଥିଲା । ତେବେ ଚଳିତଥର ସାମାନ୍ୟ ବଢ଼ି ମତଦାନ ହାର ୭୯.୧୭ ପ୍ରତିଶତ ହୋଇଥିବାରୁ ବିଜୟ-ପରାଜୟର ବ୍ୟବଧାନ ଉପରେ ଏହାର କି ପ୍ରଭାବ ପଡୁଛି ତାହା ଦେଖିବାକୁ ଅପେକ୍ଷା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story