ଜଗମୋହନ ମରାମତିର ସତ୍ୟପାଠ ହାଇକୋର୍ଟରେ ଦାଖଲ

<p>କଟକ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଜଗମୋହନ ମରାମତି ନେଇ ସତ୍ୟପାଠ ହାଇକୋର୍ଟରେ ଏଏସ୍&zwnj;ଆଇ ଦାଖଲ କରିଛି। ବେହରଣ ଦ୍ୱାର ମରାମତି କାମ ଫେବ୍ରୁଆରୀ ସୁଦ୍ଧା ସରିବ ବୋଲି ସତ୍ୟପାଠରେ ଏଏସ୍&zwnj;ଆଇ ଦର୍ଶାଇଛି।</p> <p>ଏହାସହ ଗରୁଡ଼ସ୍ତମ୍ଭ ବିମ୍ ମରାମତି ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୬ ସୁଦ୍ଧା ଗରୁଡ ସ୍ତମ୍ଭ ବିମ୍ କାମ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।</p>

Ordigital Desk
  • Published: Tuesday, 12 December 2017
  • Updated: 12 December 2017, 04:49 PM IST

Sports

Latest News

<p>କଟକ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଜଗମୋହନ ମରାମତି ନେଇ ସତ୍ୟପାଠ ହାଇକୋର୍ଟରେ ଏଏସ୍&zwnj;ଆଇ ଦାଖଲ କରିଛି। ବେହରଣ ଦ୍ୱାର ମରାମତି କାମ ଫେବ୍ରୁଆରୀ ସୁଦ୍ଧା ସରିବ ବୋଲି ସତ୍ୟପାଠରେ ଏଏସ୍&zwnj;ଆଇ ଦର୍ଶାଇଛି।</p><p>ଏହାସହ ଗରୁଡ଼ସ୍ତମ୍ଭ ବିମ୍ ମରାମତି ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୬ ସୁଦ୍ଧା ଗରୁଡ ସ୍ତମ୍ଭ ବିମ୍ କାମ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos