“ଗରୁଡ଼ସ୍ତମ୍ଭ ମରାମତି ପାଇଁ ଆହୁରି ମାସେ ଲାଗିବ”  

କଟକ: ଶ୍ରୀମନ୍ଦିର ଜଗମୋହନ ମରାମତି ସଂପର୍କିତ ଜନସ୍ୱାର୍ଥ ମାମଲାରେ ଏଏସଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ ବେହରଣ ଦ୍ୱାରର ମରାମତି କାମ ଆରମ୍ଭ ହୋଇଥିବା ବେଳେ ୪ ମାସ ମଧ୍ୟରେ ଏହା ସଂପୂର୍ଣ୍ଣ ହେବ ବୋଲି ଦର୍ଶାଯାଇଛି। ସେହିପରି ଜୟ-ବିଜୟ ଦ୍ୱାରର ମରାମତି କାମ ପାଇଁ ୧୮୦ ଦିନ ଓ ଗରୁଡ଼ ସ୍ତମ୍ଭ ପାଇଁ ୧ ମାସ ସମୟ ଦରକାର ବୋଲି ଏଥିରେ ଉଲ୍ଲେଖ କରାଯାଇଛିା କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ, ଏଏସଆଇ ସତ୍ୟପାଠରେ […]

puri

puri

Rakesh Mallick
  • Published: Wednesday, 15 November 2017
  • Updated: 15 November 2017, 02:28 PM IST

Sports

Latest News

କଟକ: ଶ୍ରୀମନ୍ଦିର ଜଗମୋହନ ମରାମତି ସଂପର୍କିତ ଜନସ୍ୱାର୍ଥ ମାମଲାରେ ଏଏସଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ ବେହରଣ ଦ୍ୱାରର ମରାମତି କାମ ଆରମ୍ଭ ହୋଇଥିବା ବେଳେ ୪ ମାସ ମଧ୍ୟରେ ଏହା ସଂପୂର୍ଣ୍ଣ ହେବ ବୋଲି ଦର୍ଶାଯାଇଛି। ସେହିପରି ଜୟ-ବିଜୟ ଦ୍ୱାରର ମରାମତି କାମ ପାଇଁ ୧୮୦ ଦିନ ଓ ଗରୁଡ଼ ସ୍ତମ୍ଭ ପାଇଁ ୧ ମାସ ସମୟ ଦରକାର ବୋଲି ଏଥିରେ ଉଲ୍ଲେଖ କରାଯାଇଛିା

କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ, ଏଏସଆଇ ସତ୍ୟପାଠରେ ଏହି ତଥ୍ୟ ଦାଖଲ କରିଛି। ଅନ୍ୟପକ୍ଷରେ ଏସବୁ ମରାମତି ପାଇଁ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ କିପରି ସମୟ ଦେବ ସେ ନେଇ ସତ୍ୟପାଠ ଦେବାକୁ ମନ୍ଦିର ପ୍ରଶାସନକୁ ହାଇକୋର୍ଟ କହିଛନ୍ତି। ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story