କୋଟିପତି ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ। ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ମେ’ ୧୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଗତକାଲି ଚଢ଼ାଉ ବେଳେ ଜଗନ୍ନାଥ ରାଉତଙ୍କ ଠାରୁ ୭ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଠାବ କରାଯାଇଥିଲା। ଆୟ […]

accused

accused

Jitendra Garnayak
  • Published: Friday, 06 May 2022
  • Updated: 06 May 2022, 04:40 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ। ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ମେ’ ୧୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଗତକାଲି ଚଢ଼ାଉ ବେଳେ ଜଗନ୍ନାଥ ରାଉତଙ୍କ ଠାରୁ ୭ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଠାବ କରାଯାଇଥିଲା। ଆୟ ଠାରୁ ୩୬୫% ଅଧିକ ସଂପତ୍ତି ସେ ଠୁଳ କରିଥିବା ଭିଜିଲାନ୍ସ ଯାଞ୍ଚ ବେଳେ ଜାଣିବାକୁ ପାଇଛି। ଭିଜିଲାନ୍ସ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି।

ଭୁବନେଶ୍ୱର ଓ କଟକରେ ଜଗନ୍ନାଥଙ୍କର ୯୧ଟି ପ୍ଲଟ ରହିଛି। ଏହା ବାଦ୍ ତାଙ୍କର ୫ଟି କୋଠା ଓ ୨ଟି ଫ୍ଲାଟ୍‌ ରହିଛି। ବ୍ୟାଙ୍କ ଜମା ଓ ବୀମା ବାବଦକୁ ତାଙ୍କ ଠାରୁ ୩୯.୪୮ ଲକ୍ଷ ଟଙ୍କା ଠାବ କରାଯାଇଛି।

୯୧ଟି ପ୍ଲଟ୍ ମଧ୍ୟରୁ ୮୧ଟି ଭୁବନେଶ୍ୱରରେ ଓ ୧୦ଟି କଟକରେ ଅଛି। ଏହି ପ୍ଲଟ୍ ଗୁଡ଼ିକର ମୂଲ୍ୟ ୩.୩୩ କୋଟି ବୋଲି କାଗଜପତ୍ରରେ ଦର୍ଶାଯାଇଛି। ଭୁବନେଶ୍ୱରର ରଘୁନାଥପୁରରେ ତାଙ୍କର ୧.୪୬ କୋଟି ଟଙ୍କାର ଏକ ତିନି ମହଲା ମାର୍କେଟ କମ୍ପ୍ଲେକ୍ସ ରହିଛି। ସେହିପରି ଏହି ମାର୍କେଟ କମ୍ପ୍ଲେକ୍ସ ପଛପଟେ ତାଙ୍କର ୪୬.୬୪ ଲକ୍ଷ ଟଙ୍କାର ଏକ ତିନି ମହଲା ଘର ଅଛି। ସେହିଭଳି ୩୭.୦୨ ଓ ୩୪.୨୭ ଲକ୍ଷ ଟଙ୍କାର ଦୁଇଟି ଫ୍ଲାଟ୍‌ ବି ତାଙ୍କର ଅଛି। ତାଙ୍କ ଘରୁ ସୁନା, ହୀରା ଓ ରୁପାର ଯେଉଁ ଅଳଙ୍କାର ଜବତ କରାଯାଇଛି, ତା’ର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ। ସେହିପରି କାର୍, ବାଇକ୍, ନଗଦ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ପତ୍ରର ମୂଲ୍ୟ ୧୫ ଲକ୍ଷ ଟଙ୍କା ବୋଲି ଭିଜିଲାନ୍ସ ହିସାବ କରିଛି। ଏ ସବୁ ସହିତ ତାଙ୍କର ଆହୁରି ଅନେକ ସମ୍ପତ୍ତି ଠାବ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story