ବାହାରକୁ ଆସିଲା ଭିତର ଦୃଶ୍ୟ , କଟକଣା ସତ୍ତ୍ୱେ ଶ୍ରୀମନ୍ଦିର ନାଭିକଟା ମଣ୍ଡପରେ କେମିତି ସେଲଫି ଉଠାଇଲେ ଯୁଗଳ

<p>ପୁରୀ, (ଓଡ଼ିଶା ରିପୋର୍ଟର): ପୁଣି ଭାଇରାଲ ହେଲା ପୁରୀ ଶ୍ରୀମନ୍ଦିର ଭିତର ବେଢାର ଫଟୋ। &nbsp;ଜଣେ ଭକ୍ତ ମୋବାଇଲରେ ଫଟୋ ଉଠାଇ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଭାଇରାଲ ହୋଇଥିବା ଏହି ଫଟୋ ଯୁଗଳ କିଶୋର ବୈଷ୍ଣବ ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ଅପଲୋଡ ହୋଇଥିବା ଦେଖିବାକୁ ମିଳିଛି।&nbsp; ମୋବାଇଲ ନେବା କଟକଣା ଥିବା ସତ୍ତ୍ୱେ ମନ୍ଦିର ଭିତର ଫଟୋ କିଭଳି ଜଣେ ଉଠାଇଲେ ତାହା ପ୍ରଶାସନକୁ ଚିନ୍ତାରେ ପକାଇଛି । ଫଟୋ ଉଠାଇବାବେଳେ କେହି ଜାଣିପାରିଲେ ନାହିଁ କେମିତି&nbsp;&nbsp; ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। &nbsp;ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ନିକଟସ୍ଥ ନାଭିକଟା ମଣ୍ଡପଠାରୁ ଏହି ଫଟୋ ଉଠାଯାଇଥିବା ଅନୁମାନ କରାଯାଉଛି। &nbsp;ଗତ କିଛି ଦିନ ତଳେ ଶ୍ରୀମନ୍ଦିର ଭିତର ବେଢାର ଓ ଜଗମୋହନର ଫଟୋ ଏବଂ ଭିଡିଓ ଭାଇରାଲ ହେବା ଘଟଣା ଚର୍ଚାର ବିଷୟ ହୋଇଥିଲା। ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।</p>

Ordigital Desk
  • Published: Monday, 11 December 2017
  • Updated: 11 December 2017, 08:04 PM IST

Sports

Latest News

<p>ପୁରୀ, (ଓଡ଼ିଶା ରିପୋର୍ଟର): ପୁଣି ଭାଇରାଲ ହେଲା ପୁରୀ ଶ୍ରୀମନ୍ଦିର ଭିତର ବେଢାର ଫଟୋ। &nbsp;ଜଣେ ଭକ୍ତ ମୋବାଇଲରେ ଫଟୋ ଉଠାଇ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଭାଇରାଲ ହୋଇଥିବା ଏହି ଫଟୋ ଯୁଗଳ କିଶୋର ବୈଷ୍ଣବ ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ଅପଲୋଡ ହୋଇଥିବା ଦେଖିବାକୁ ମିଳିଛି।&nbsp; ମୋବାଇଲ ନେବା କଟକଣା ଥିବା ସତ୍ତ୍ୱେ ମନ୍ଦିର ଭିତର ଫଟୋ କିଭଳି ଜଣେ ଉଠାଇଲେ ତାହା ପ୍ରଶାସନକୁ ଚିନ୍ତାରେ ପକାଇଛି । ଫଟୋ ଉଠାଇବାବେଳେ କେହି ଜାଣିପାରିଲେ ନାହିଁ କେମିତି&nbsp;&nbsp; ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। &nbsp;ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ନିକଟସ୍ଥ ନାଭିକଟା ମଣ୍ଡପଠାରୁ ଏହି ଫଟୋ ଉଠାଯାଇଥିବା ଅନୁମାନ କରାଯାଉଛି। &nbsp;ଗତ କିଛି ଦିନ ତଳେ ଶ୍ରୀମନ୍ଦିର ଭିତର ବେଢାର ଓ ଜଗମୋହନର ଫଟୋ ଏବଂ ଭିଡିଓ ଭାଇରାଲ ହେବା ଘଟଣା ଚର୍ଚାର ବିଷୟ ହୋଇଥିଲା। ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos