ସୋଶାଲ ମିଡ଼ିଆରେ ଜଗନ୍ନାଥଙ୍କୁ ଜ୍ୱର, ନିନ୍ଦା କଲେ ଦଇତା ସେବକ

ପୁରୀ(ଓଡ଼ିଶା ରିପୋର୍ଟର): ସୋଶାଲ୍‌ ମିଡିଆରେ ମହାପ୍ରଭୁ ଜଗନ୍ନାଥଙ୍କୁ ଜ୍ୱର ହୋଇଛି। ଆଉ ବେଡ୍‌ ଉପରେ ଶୋଇଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଶ୍ରୀ ବଳଭଦ୍ର ମହାପ୍ରଭୁ। ଥର୍ମୋ ମିଟରରେ ତାଙ୍କ ଜ୍ୱର ମପା ଯାଉଥିବାର ଚିତ୍ର ସୋଶାଲ୍‌ ମିଡିଆରେ ଘୂରି ବୁଲୁଛି। ଯାହାକୁ ନିନ୍ଦା କରିଛନ୍ତି ଦଇତା ସେବକ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ। ମହାପ୍ରଭୁ ସ୍ନାନ ମଣ୍ଡପରେ ୧୦୮କୁମ୍ଭ ଜଳ ସ୍ନାନ ପରେ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ଅଛନ୍ତି। ଜ୍ୱର […]

jagannath

jagannath

Manoranjan Sial
  • Published: Monday, 08 June 2020
  • Updated: 08 June 2020, 06:13 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ସୋଶାଲ୍‌ ମିଡିଆରେ ମହାପ୍ରଭୁ ଜଗନ୍ନାଥଙ୍କୁ ଜ୍ୱର ହୋଇଛି। ଆଉ ବେଡ୍‌ ଉପରେ ଶୋଇଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଶ୍ରୀ ବଳଭଦ୍ର ମହାପ୍ରଭୁ। ଥର୍ମୋ ମିଟରରେ ତାଙ୍କ ଜ୍ୱର ମପା ଯାଉଥିବାର ଚିତ୍ର ସୋଶାଲ୍‌ ମିଡିଆରେ ଘୂରି ବୁଲୁଛି। ଯାହାକୁ ନିନ୍ଦା କରିଛନ୍ତି ଦଇତା ସେବକ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ।

ମହାପ୍ରଭୁ ସ୍ନାନ ମଣ୍ଡପରେ ୧୦୮କୁମ୍ଭ ଜଳ ସ୍ନାନ ପରେ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ଅଛନ୍ତି। ଜ୍ୱର ଉପସମ ପାଇଁ ଗୁପ୍ତ ସେବା ଉପଚାର କରାଯାଉଛି। ତେବେ ଏଭଳି ସମୟରେ ମହାପ୍ରଭୁଙ୍କ ଚିତ୍ରକୁ କାର୍ଟୁନ ଭାବରେ ପ୍ରର୍ଦଶିତ କରାଯିବା ଉପରେ କଟକଣା ଲଗାଯାଉ ବୋଲି ସାଧାରଣରେ ଦାବି କରିଛନ୍ତି। ସନାତନଧର୍ମକୁ ନଷ୍ଟଭ୍ରଷ୍ଟ କରିବା ପାଇଁ ଏଭଳି ହୀନ ଉଦ୍ୟମ କରାଯାଉଛି ଵୋଲି ମତପ୍ରକାଶ ପାଇଛି।

ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି-“ସୋଶାଲ ମିଡ଼ିଆରେ ଯାହା କରାଯାଉଛି, ତାହା ବେଧର୍ମୀମାନଙ୍କ କାର୍ଯ୍ୟ। ଜଗତର ନାଥ ହେଉଛନ୍ତି ଜଗନ୍ନାଥ। ତାଙ୍କୁ ନେଇ ଏପରି ବ୍ୟଙ୍ଗ କରିବା ଠିକ୍‌ ନୁହେଁ। ଯେଉଁମାନେ ବ୍ୟଙ୍ଗ କରି ସୋଶାଲ୍‌ ମିଡିଆରେ ଛାଡ଼ୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story