ଜଗତପୁରରୁ ଗିରଫ ଆତଙ୍କବାଦୀ ରେହମାନର ଭାଇଙ୍କ ପଲଟିକାଲ ଲିଙ୍କ୍ ଅଭିଯୋଗ

ଭୁବନେଶ୍ୱର: ଜଗତପୁରରୁ ଗତକାଲି ଗିରଫ ଅଲକାଏଦା ଆତଙ୍କବାଦୀ ମହମ୍ମଦ ଅବଦୁର ରେହମାନର ଭାଇଙ୍କ ପଲିଟିକାଲ୍ ଲିଙ୍କ୍ ଥିବାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଲିଙ୍କ୍ ବିଜେଡି ସହ ଥିବା କୁହାଯାଉଛି। ଗିରଫ ରେହମାନର ଭାଇ ତାହିର୍ ଅଲ୍ଲୀ ବିଜେଡ଼ିର ଜଣେ ବ୍ଲକସ୍ତରୀୟ କର୍ମକର୍ତ୍ତା ବୋଲି ଜଣାପଡ଼ିଛି। ନିଜେ ଏକଥା କହିଛନ୍ତି ଗିରଫ ରେହମାନଙ୍କ ଭାଇ। ସେ କହିଛନ୍ତି, ଏଭଳି ଗିରଫଦାରୀ ସରକାରୀ ଦଳକୁ ଓ ଓଡ଼ିଶାକୁ ବଦନାମ କରିବାକୁ ଏକ ଚକ୍ରାନ୍ତ। ସେପଟେ ବିଜେଡ଼ି […]

giraf

giraf

Rakesh Mallick
  • Published: Thursday, 17 December 2015
  • Updated: 17 December 2015, 10:15 AM IST

Sports

Latest News

ଭୁବନେଶ୍ୱର: ଜଗତପୁରରୁ ଗତକାଲି ଗିରଫ ଅଲକାଏଦା ଆତଙ୍କବାଦୀ ମହମ୍ମଦ ଅବଦୁର ରେହମାନର ଭାଇଙ୍କ ପଲିଟିକାଲ୍ ଲିଙ୍କ୍ ଥିବାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଲିଙ୍କ୍ ବିଜେଡି ସହ ଥିବା କୁହାଯାଉଛି। ଗିରଫ ରେହମାନର ଭାଇ ତାହିର୍ ଅଲ୍ଲୀ ବିଜେଡ଼ିର ଜଣେ ବ୍ଲକସ୍ତରୀୟ କର୍ମକର୍ତ୍ତା ବୋଲି ଜଣାପଡ଼ିଛି। ନିଜେ ଏକଥା କହିଛନ୍ତି ଗିରଫ ରେହମାନଙ୍କ ଭାଇ। ସେ କହିଛନ୍ତି, ଏଭଳି ଗିରଫଦାରୀ ସରକାରୀ ଦଳକୁ ଓ ଓଡ଼ିଶାକୁ ବଦନାମ କରିବାକୁ ଏକ ଚକ୍ରାନ୍ତ।

ସେପଟେ ବିଜେଡ଼ି ଲିଙ୍କ୍ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ମୁଖପାତ୍ର ଅମର ଶତପଥୀ। ସେ କହିଛନ୍ତି ନିଜକୁ ସୁରକ୍ଷା ଦେବା ପାଇଁ ଶାସକ ଦଳର ନାଁ ନେଉଛନ୍ତି। ସେ ଦଳର କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story